Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ଆଉ ୪ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।!-->…
Read More...
Read More...
ଆଫଗାନିସ୍ତାନରେ ଅବତରଣ କଲା ଚୀନ ବିମାନ?
କାବୁଲ: ଆମେରିକା ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନର ବାଗ୍ରାମ ଏୟାରବେସରେ ପ୍ରଥମ ଥର ସାମରିକ ବିମାନ ଅବତରଣ କରିଥିବାର ଦେଖିବାକୁ ମିଳିଛି। ଏହି ବିମାନ ଚୀନ ସେନାର ହୋଇଥାଇପାରେ ବୋଲି ଦାବି କରାଯାଉଛି। କେବଳ ଏତିକି ନୁହେଁ, କିଛି ଦିନ ଧରି ଅନ୍ଧାରରେ ଥିବା ବାଗ୍ରାମ ଏୟାରବେସରେ ଏବେ!-->…
Read More...
Read More...
ଗଜପତି ଲୋକଙ୍କ ହାତରେ ଏବେ ସ୍ବାସ୍ଥ୍ୟ କବଚ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ!-->…
Read More...
Read More...
ଶାହାରୁଖଙ୍କ ପୁଅକୁ ସାରା ରାତି ଜେରା
ମୁମ୍ବାଇ: ଏନସିବି ଅଫିସରେ ସାରା ରାତି କାଟିଲେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍। ସାରା ରାତି ତାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି ଏନସିବି ଅଧିକାରୀ। ଆର୍ୟନଙ୍କୁ ଗିରଫ ପରେ ଦିନିକିଆ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି। ଗିରଫ ପରେ ତାଙ୍କ ମୋବାଇଲ ଜବତ!-->…
Read More...
Read More...
ମନ୍ତ୍ରୀ ପୁଅ ନାମରେ ହତ୍ୟା ମାମଲା, ପ୍ରିୟଙ୍କାଙ୍କୁ ଅଟକ ରଖିଲା ୟୁପି ପୁଲିସ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ କାର ଚଢିବା ଘଟଣାରେ ଯୋଗୀ ସରକାର ଏବେ ଟାର୍ଗେଟରେ। ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଅଟକ। ବିଳମ୍ବିତ ରାତିରେ ପ୍ରିୟଙ୍କା ଲକ୍ଷ୍ନୌରେ ପହଞ୍ଚିବା!-->…
Read More...
Read More...
ନିଶା ମାୟାରେ ସେଲିବ୍ରିଟି ବାୟା
ନୂଆଦିଲ୍ଲୀ/ ଭୁବନେଶ୍ବର: ସମୁଦ୍ର ମଝିରେ ଜାହାଜରେ ଡ୍ରଗ୍ସ ପାର୍ଟିରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ଗିରଫ କରିଛି। ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି। ବହୁ ହାଇପ୍ରୋଫାଇଲ ଲୋକ ଏହି ପାର୍ଟିରେ ସାମିଲ!-->…
Read More...
Read More...
‘ମୋ ବାପାଙ୍କୁ ବନ୍ଧକ ରଖାଯାଇଛି’
ଲାଲୁ ଯାଦବଙ୍କ ଦୁଇ ପୁଅ ମଧ୍ୟରେ କଥା କଟାକଟି ବାପାଙ୍କୁ ବନ୍ଧକ ରଖିବା ନେଇ ଅଭିଯୋଗ କରିଥିଲେ ତେଜ ପ୍ରତାପ ପାଟନା ଫେରି ପାଲଟା ଜବାବ ଦେଲେ ତେଜସ୍ୱୀ
ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଦୁଇ ପୁଅ ମୁହାଁମୁହିଁ ।!-->!-->!-->…
Read More...
Read More...
ଭବାନୀପୁରରୁ ଜିତି ଜବାବ ଦେଲେ ମମତା
କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନରେ ମମତାଙ୍କ ମହାବିଜୟ। ହାଇପ୍ରୋଫାଇଲ ଭବାନୀପୁର ଆସନରେ ବାଜି ମାରିନେଲେ ଦିଦି। ଭବାନୀପୁର ଲୋକଙ୍କ ଭରସା ଜିତି ମମତା ବାନାର୍ଜୀ କେବଳ ନିର୍ବାଚନ ଜିତିନାହାନ୍ତି; ନିଜ ରେକର୍ଡ ଭାଙ୍ଗିଛନ୍ତି। ୫୮ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା!-->…
Read More...
Read More...
କିଙ୍ଗ ଖାନ୍ଙ୍କ ପୁଅକୁ ଜେରା
ମୁମ୍ବାଇ: ସମୁଦ୍ର ମଝିରେ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି ମାମଲାରେ ବଡ ଖବର ସାମ୍ନାକୁ ଆସୁଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ ଚଢାଉ ବେଳେ ଜାଣିବାକୁ ପାଇଛି ଯେ ଏଥିରେ ବିଶିଷ୍ଟ ଅଭିନେତାଙ୍କ ପୁଅ ବି ସାମିଲ ଥିଲେ। ଏହି କ୍ରମରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ!-->…
Read More...
Read More...
ସମୁଦ୍ର ମଝିରେ ଚାଲିଥିଲା ଡ୍ରଗ୍ସ ପାର୍ଟି
ମୁମ୍ବାଇ: ସମୁଦ୍ର ମଝିରେ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି। ଆଉ ଖବର ପାଇଁ ଜାହାଜ ମଧ୍ୟରେ ଯାତ୍ରୀ ବେଶରେ ପହଞ୍ଚିଛିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ। ଖବର ଅନୁସାରେ ଜଣେ ବଲିଉଡ ଅଭିନେତାଙ୍କ ପୁଅ ମଧ୍ୟ ଏହି ପାର୍ଟିରେ ସାମିଲ ଥିଲେ। ଏନସିବି ଟିମି ବଲିଉଡ ଅଭିନେତା!-->…
Read More...
Read More...