Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ତାଲିବାନ ଉପରେ କାହିଁକି ରାଗିଲା କତାର?
କାବୁଲ: ତାଲିବାନକୁ ଖୋଲାଖୋଲି ସମର୍ଥନ କରୁଥିବା କତାର ଏବେ ଏହି ସଂଗଠନ ଉପରେ ବର୍ଷିଛି । କତାରର ଜଣେ ବରିଷ୍ଠ କୁଟନୀତିଜ୍ଞ କହିଛନ୍ତି ଯେ, ମହିଳାଙ୍କ ପ୍ରତି ତାଲିବାନଙ୍କ ମନୋଭାବ ଅତ୍ୟନ୍ତ ନିରାଶାଜନକ। ଏହି ପଦକ୍ଷେପ ଆଫଗାନିସ୍ତାନକୁ ଆହୁରି ପଛକୁ ଠେଲି ଦେବ। କେବଳ ସେତିକି ନୁହେଁ,!-->…
Read More...
Read More...
ଆଜିଠୁ ବଦଳିଯିବ ଏସବୁ ନିୟମ..
ଭୁବନେଶ୍ବର: ଆଜି ଅକ୍ଟୋବର ୧ ତାରିଖ।ନୂଆ ମାସ ନୂଆ ନିୟମ। ଆଜିଠୁ ସାରାଦେଶରେ ଅନେକ ନିୟମ ବଦଳିଯିବ। ଯାହା ସାଧାରଣ ଜନତାଙ୍କ ଉପରେ ସିଧା ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନ ଗୁଡିକ ବ୍ୟାଙ୍କିଙ୍ଗ୍, ପେମେଣ୍ଟ ବ୍ୟବସ୍ଥା ଓ ସେୟାର ମାର୍କେଟ ସହିତ ଜଡ଼ିତ। ଆସନ୍ତୁ ଜାଣିବା ଆଜିଠୁ କେଉଁ!-->…
Read More...
Read More...
ଆଜି ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର..ଜାଣନ୍ତୁ କେଉଁଠି କେତେ?
ଭୁବନେଶ୍ବର: ମାସ ଆରମ୍ଭରୁ ବଢିଛି ତୈଳ ଦର> ଲଗାତର ଦ୍ୱିତୀୟ ଦିନରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଦେଶରେ ପ୍ରାୟ ସବୁ ସହରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି। କ୍ରମାଗତ ତୈଳ ଦର ବୃଦ୍ଧି ଯୋଗୁଁ ନିଜ ଜୀବିକା ଲାଗି ଗମନାଗମନ!-->…
Read More...
Read More...
ସମ ହସ୍ପିଟାଲର ହୃଦରୋଗ ବିଭାଗ ଟିମ୍ ଦ୍ୱାରା ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର, ୩୦/୦୯ : ଜନ୍ମ ସମୟରୁ ଜୀବନ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲର ହୃଦରୋଗ ବିଭାଗର ସର୍ଜନ । ସାରଦା ପ୍ରସନ୍ନ!-->…
Read More...
Read More...
କିଏ ସେହି ପୁଲିସ; ଯିଏ ମନୀଷଙ୍କୁ ପିଟିପିଟି ମାରିଦେଲେ?
କାନପୁର: ସ୍ଥାନୀୟ କାନପୁରର ପ୍ରପର୍ଟି ଡିଲର ମନୀଷ ଗୁପ୍ତାଙ୍କୁ ଗୋରଖପୁର ପୁଲିସ ପିଟିପଟି ହତ୍ୟା କରିଥିବା ମାମଲାରେ କିଛି ଫଟୋ ସାମନାକୁ ଆସିଛି। ରାମଗଡ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଜଗତ ନାରାୟଣ ସିଂ,ଓ ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ହୋଟେଲ ରୁମରେ ପରିଚୟ ପତ୍ର ଯାଂଚ କରୁଥିବା!-->…
Read More...
Read More...
‘ହାତ ଛାଡିବି,ପଦ୍ମ ଧରିବିନି’
ନୂଆଦିଲ୍ଲୀ: ମୁଁ କଂଗ୍ରେସରେ ରହିବନି କିନ୍ତୁ ବିଜେପିରେ ବି ଯୋଗ ଦେବିନାହିଁ। ପ୍ରଥମେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ପରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ପରେ ଜାତୀୟ ଗଣମାଧ୍ୟରେ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ଭାରତ ସହ କାହିଁକି ସୁସମ୍ପର୍କ ରଖିବାକୁ ଚାହୁଁଛି ତାଲିବାନ?
କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତ ସହ ସୁସମ୍ପର୍କ ସ୍ଥାପନ କରିବାକୁ କରିବାକୁ ଚାହୁଁଛି ତାଲିବାନ ସରକାର। ତାଲିବାନ ଭାରତକୁ ଭଲ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରି ଚିଠି ଲେଖିଛି। ବାସ୍ତବରେ ତାଲିବାନ ଏହି ଚିଠି ଲେଖି ଭାରତ ବିରୋଧରେ କୂଟନୈତିକ ଷଡଯନ୍ତ୍ର ଚଳାଇଛି। ତାଲିବାନ!-->…
Read More...
Read More...
ଆତଙ୍କବାଦୀ ବାବର ବଖାଣିଲା ଗହନ କଥା
ନୂଆଦିଲ୍ଲୀ: ଭାରତରେ ଗତ ୧୮ ତାରିଖରେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ଅଲ୍ଲୀ ବାବର ପାତ୍ର ଆତଙ୍କବାଦ ଯୋଗଦାନ ପଛର ରହସ୍ୟ ଖୋଲିଛି। କାହିଁକି ସେ ଲସ୍କର ଏ ତୋଏବା ଭଳି ଆତଙ୍କବାଦ ସଙ୍ଗଠନରେ ଯୋଗଦେଇଥିଲା, ତାର କାରଣ ସେ ନିଜେ ଭାରତର ସୁରକ୍ଷା କର୍ତ୍ତୃପକ୍ଷଙ୍କ ସାମ୍ନାରେ!-->…
Read More...
Read More...
ହସ୍ପିଟାଲରେ ଭର୍ତ୍ତି ହେଲେ ଶ୍ୱେତା
ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀ। ମୁମ୍ବାଇର ଏକ ହସ୍ପିଟାଲରେ ଶ୍ୱେତାଙ୍କ ଚିକିତ୍ସା ଚାଲିଛି। ପାଣିପାଗ ପରିବର୍ତ୍ତନ ଯୋଗୁଁ ଦୁର୍ବଳତା ଓ ନିମ୍ନ ରକ୍ତଚାପ କାରଣରୁ ଯେ ଅସୁସ୍ଥ ଅନୁଭବ କରିଥଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ!-->…
Read More...
Read More...
ପଡୁଛି ଭୋଟ; ନେତା ବାଛୁଛନ୍ତି ପିପିଲିବାସୀ
ଭୁବନେଶ୍ବର: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼ରେ କିଏ ମାରିବ ବାଜି? କିଏ ପିନ୍ଧିବ ବିଜୟ ମୁକୁଟ ? କାହାର ହେବ ପିପିଲି? ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶସନ ହରିଚନ୍ଦନ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର। ଆଜି ସକାଳ ୭ଟାରୁ ପିପିଲି!-->…
Read More...
Read More...