Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ବିପଦ ଟଳିନି, ଭୁବନେଶ୍ବରକୁ ଛାଡିଦେଲେ!
ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ କମିବାରେ ଲାଗିଛି। ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ସେପ୍ଟେମ୍ବର ପହିଲାରୁ ରାଜ୍ୟରେ କରୋନା କଟକଣା କୋହଳ କରିସାରିଲେଣି।କିନ୍ତୁ ଦୁଇଟି କଥା କରୋନା କ୍ଷେତ୍ରରେ ଚିନ୍ତାଜନକ ହୋଇଛି। ପ୍ରଥମ ହେଲା, ଖୋର୍ଧା ଜିଲ୍ଲାରେ କୋଭିଡ୍!-->…
Read More...
Read More...
ବେକ ବ୍ୟଥା ହେଉଛି କି?
ଅଧିକ ସମୟ ବେକ ତଳକୁ କରି କାମ କର ନାହିଁ।ବେଶୀ ସମୟ ଧରି କମ୍ପ୍ୟୁଟରରେ କାମ କରନ୍ତୁ ନାହିଁ।ଦୀର୍ଘ ସମୟ ଧରି ଲେଖାଲେଖିରୁ ବିରତ ରୁହନ୍ତୁ।ରାତିରେ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୁଅନ୍ତୁ ନାହିଁ।ଅଧିକ ସମୟ ଗାଡି ଚଳାଇଲେ ବି ବେକରେ ପ୍ରଭାବ ପଡିବ।ଡାକ୍ତରଙ୍କ ପରାମର୍ଶରେ କୋଲାର ବେଲ୍ଟ!-->…
Read More...
Read More...
ଘରୁ ହଜିଗଲାଣି, କିନ୍ତୁ କାହିଁକି ଶ୍ରୀମନ୍ଦିରରେ ରହିଛି ଢ଼ିଙ୍କି?
ଗାଁରେ ଆଉ ଢ଼ିଙ୍କି ଦେଖିବାକୁ ମିଳୁନି। ଢ଼ିଙ୍କିରେ କୁଟିବା ବାଲା କମିକମି ଗଲେଣି। ପୁରୀ ମଠ ଗୁଡିକରୁ ଦିନେ ଢ଼ିଙ୍କି ପାହାର ଶୁଭୁଥିଲା। ଖମାରରୁ ଧାନ ଆସିଲେ ବଗଡା ଚାଉଳ ହେଉଥିଲା ମଠରେ। ମହାପ୍ରଭୁଙ୍କୁ ବଗଡା ଚାଉଳର ଅନ୍ନ ଭୋଗ ଲାଗି ହୁଏ। ହାତ ଗଣତି କେତୋଟି ମଠରେ ଢ଼ିଙ୍କି ଅଛି,ବ୍ୟବହାର!-->…
Read More...
Read More...
ଲଢି ଲଢି ହାରିଗଲେ…
ଭୁବନେଶ୍ବର: ପାଖାପାଖି ୯୦ ଦିନ ଧରି ଲଢେଇ ପରେ ଆଖି ବୁଜିଛନ୍ତି ଅଭିଷେକ ମହାପାତ୍ର। ନିଷ୍ଠୁର ସମୟ ମୌସୁମୀଙ୍କଠୁ ତାଙ୍କ ସ୍ୱାମୀଙ୍କୁ ଛଡାଇନେଇଛି।ସିନ୍ଦୁର ବଞ୍ଚାଇବାକୁ ରାଜରାସ୍ତାରେ ସଂଘର୍ଷ ଆରମ୍ଭ କରିଥିବା ମୌସୁମୀ ମହାପାତ୍ର ଶେଷରେ ହାରିଯାଇଛନ୍ତି। ଖାଲି ହୋଇଯାଇଛି ଗୋଟିଏ ମା'ର!-->…
Read More...
Read More...
ଝାଲମୁଢି ଖାଇ ମାସ ମାସ କାଟୁଥିଲେ, ଆଉ ଦରମା…
ମୁମ୍ବାଇ: ଲୋକପ୍ରିୟ ସୋ’ କୋନ ବନେଗା କରୋଡପତି ସିଜିନ ୧୩ରେ ଶୁକ୍ରବାର ସ୍ୱତନ୍ତ୍ର ଏପିସୋଡରେ କ୍ରିକେଟର ସୌରଭ ଗାଙ୍ଗୁଲୀ ଓ ବୀରେନ୍ଦ୍ର ସେହୱାଗଙ୍କୁ ଦେଖିବାକୁ ମିଳିଛି। ବିଗ ବି ଅମତାଭ ବଚ୍ଚନଙ୍କ ସହ ଦୁଇ ଜଣ ଖେଳିଛନ୍ତି। ଦୁଇ ଜଣ ଯେତେ ଟଙ୍କା ଏହି ସୋ'ରୁ ପାଇବେ ନିଜର ଏନଜିଓକୁ ଦେଇ ଛୋଟ!-->…
Read More...
Read More...
ତାଲିବାନ କବ୍ଜାରେ ପଞ୍ଜଶୀର!
କାବୁଲ: ସରକାର ଗଠନର କିଛି ସମୟ ପୂର୍ବରୁ ପଞ୍ଜଶୀର ଘାଟି କବ୍ଜା କରିଥିବାନେଇ ଦାବି କରିଛି ତାଲିବାନ। ସଂପୂର୍ଣ୍ଣ ଆଫଗାନିସ୍ତାନ ତାଙ୍କ ନିୟନ୍ତ୍ରଣରେ ଥିବା ଜଣେ ତାଲିବାନ କମାଣ୍ଡର କହିଛନ୍ତି। ହେଲେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଲିବାନର ଏଭଳି ଦାବିକୁ ଖଣ୍ଡନ କରିଛନ୍ତି।!-->…
Read More...
Read More...
କିଏ ପିନ୍ଧିବେ ମୁଖ୍ୟ ସୂଚନା କମିସନର ମୁକୁଟ?
ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି ଖାଲି। ଅବସରପ୍ରାପ୍ତ ଆଇଆରଏସ୍ ଅଫିସର ସୁନୀଲ କୁମାର ମିଶ୍ରଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଯଦିଓ ଦାୟିତ୍ବ ନେବାର ପାଞ୍ଚବର୍ଷ ହୋଇନଥିଲା, କିନ୍ତୁ ବୟସ ୬୫ବର୍ଷରେ ପହଞ୍ଚିଯିବା ପରେ ସେ ନିୟମତଃ ଆଉ ସେଠାରେ ରହିପାରିବେ ନାହିଁ। ଏଣୁ ଅଗଷ୍ଟ!-->…
Read More...
Read More...
ଶ୍ରୀମନ୍ଦିରରେ ରାତିରେ କିଏ ପହରା ଦିଅନ୍ତି, ଜାଣନ୍ତୁ
ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରାତିରେ ପହୁଡ ପଡିବା ପରେ କିଏ ଜଗନ୍ତି?
ଏଭଳି ଏକ ପ୍ରଶ୍ନ ନିଶ୍ଚିତ ଭାବେ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବ। ରାଜ୍ୟ ସରକାର ଏଥିଲାଗି ପୁଲିସ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅସଲ କଥା ହେଲା, ଏ ଦାୟିତ୍ବ ମହାପ୍ରଭୁ ଆଉ କାହା ହାତରେ ସମର୍ପିଛନ୍ତି।
!-->!-->!-->!-->…
Read More...
Read More...
ନୂଆ ବସ୍ ର ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସି ର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ର ଯାତ୍ରା ଶୁଭାରମ୍ଭ କରିଛନ୍ତି । ଯାତ୍ରୀ ମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ!-->…
Read More...
Read More...
ସନ୍ତୁଳିତ ଓ ସୁଷମ ଆହାର ବି ଜରୁରୀ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଖାଦ୍ୟ ଓ ପୋଷଣ ବିଭାଗ ପକ୍ଷରୁ ଜାତୀୟ ପୋଷଣ ମାସ ପାଳନ କରାଯାଇଛି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଖାଦ୍ୟ ଓ ପୋଷଣ!-->…
Read More...
Read More...