Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
କେଉଁ ଟିକାର ସ୍ଥିତି କେମିତି ଅଛି?
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୋଭିଡ୍ ମହାମାରୀ ଓ ଏହାର ଭାଇରସ୍କୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ଟିକାର ଅଗ୍ରଗତିକୁ ନେଇ “କ୍ଲିନିକାଲ୍ ଟ୍ରାଏଲ୍ସ-ପ୍ରୋସିଡିଓର୍, ଡିଜାଇନ୍ ଆଣ୍ଡ ଇଂଟର୍ପ୍ରିଟେସନ୍ ଅଫ୍ ରିଜଲଟ୍ସ”ଶୀର୍ଷକ ଏକ ସପ୍ତାହବ୍ୟାପୀ ସ୍ୱଳ୍ପମିଆଦୀ!-->…
Read More...
Read More...
ଏକୁଟିଆ ହୋଇଗଲେ ଶେହନାଜ
ବିଗ୍ ବସ ସିଜିନ ୧୩ର ବିଜେତା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶେଷ ବିଦାୟ ଦିଆଯାଇଛି। ମୁମ୍ବାଇରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ କେବଳ ତାଙ୍କ ଫ୍ୟାନଙ୍କୁ ନୁହେଁ ପୂରା ବଲିଉଡ ଇଣ୍ଡିଷ୍ଟ୍ରିକୁ ଝଟକା ଦେଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ!-->…
Read More...
Read More...
ଦୁଇବର୍ଷ ହେଲାଣି ସିନେପ୍ରେମୀଙ୍କ ଆଖିରୁ ଲୁହ ଶୁଖୁନି!
ନୂଆଦିଲ୍ଲୀ: ଗୁରୁବାର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏମିତି ଅସମୟରେ ସିଦ୍ଧାର୍ଥ ଚାଲିଯିବେ ତାହା ହୁଏତ କେହି ବିଶ୍ୱାସ କରିପାରୁନାହାନ୍ତି। ବାଳିକା ବଧୂରୁ ବିଗବସ୍। ବାଳିକା ବଧୂ ତାଙ୍କ ପାଇଁ ଯେତିକି ଲୋକପ୍ରିୟତା ଗୋଟାଇଥିଲା,!-->…
Read More...
Read More...
ଆଜି ଆଫଗାନରେ ତାଲିବାନ ସରକାର
କାବୁଲ: ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଏବେ ଆଫଗାନିସ୍ତାନ ସଂପୂର୍ଣ୍ଣ ତାଲିବାନ କବଜାରେ। ଆଜିଠୁ ଦେଶରେ ନୂଆ ସରକାର ଗଠନ କରିବ ତାଲିବାନ। ଏନେଇ ଆନୁଷ୍ଠାନିକ ଭାବେ ଆଜି ଘୋଷଣା ହେବ। ତାଲିବାନ ଆଫଗାନିସ୍ତାନରେ ଇସଲାମିକ ସରକାରକୁ ପୂର୍ଣ୍ଣ ସ୍ବରୂପ ଦେଇପାରେ।
ସୂଚନା ଅନୁସାରେ!-->!-->!-->…
Read More...
Read More...
ସରକାର କହିଲେ କେମିତି ପାଳିବେ ଗଣେଷ ପୂଜା?
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କଟକଣାକୁ ମଧ୍ୟ ସଂପୂର୍ଣ୍ଣ କୋହାଳ କରାଯାଇଛି। ହେଲେ ପାର୍ବଣରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଗଣେଶ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ବିଏମସି। କୋଭିଡ ଗାଇଡଲାଇନରେ ଗଣେଶ ପୂଜା କରିବାକୁ ପରାମର୍ଶ ଦିଆଯାଇଛି।
କଟକଣାରେ!-->!-->!-->…
Read More...
Read More...
ଓଃ! ମୃତ୍ୟୁ ତଥ୍ୟରୁ ଟିକେ ନିସ୍ତାର ମିଳିଲା
ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ଦିନ ପରେ ମୃତ୍ୟୁସଂଖ୍ୟା ୧୦ ତଳକୁ ଆସିଛି। ଅର୍ଥାତ ବଳକା ମୃତ୍ୟୁର ହିସାବ ସରିଯାଇଛି । ଗତ ୨୪ ଘଣ୍ଟାର ନୂଆ ମୃତ୍ୟୁ ତଥ୍ୟ ଦେଇଛନ୍ତି ସରକାର। ଆଜି ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ନେଇ ସରକାର ତଥ୍ୟ ଦେଇଛନ୍ତି । ୬ ଜଣ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪,ଯାଜପୁର ଓ!-->…
Read More...
Read More...
କନ୍ଦେଇଦେଲେ ସିଦ୍ଧାର୍ଥ ଶୁକ୍ଳା
ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ। ହୃଦଘାତରେ ସିଦ୍ଧାର୍ଥଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା।
ସିଦ୍ଧାର୍ଥଙ୍କ ଏତେ କମ ବୟସରେ!-->!-->!-->…
Read More...
Read More...
ବିପଦ ଆଣିବ କି ନୂଆ ଭ୍ୟାରିଆଣ୍ଟ!
ଭୁବନେଶ୍ବର: କରୋନାର ନୂଆ ରୂପ ବିଶ୍ୱ ପାଇଁ ବିପଦ ଆଣିପାରେ। ନୂଆ ଭ୍ୟାରିଆଣ୍ଟ ଆଣିବ କି ତୃତୀୟ ଲହର ? ନ୍ୟୁ ଭ୍ୟାରିଆଣ୍ଟ ସି.୧.୨ ପରେ ‘ମ୍ୟୁ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନୂଆ ଭୂତାଣୁ ‘ମ୍ୟୁ’ ଉପରେ ଏବେ!-->…
Read More...
Read More...
କାହିଁକି ହଠାତ୍ କାଶ୍ମୀରରେ ବଢିଲା ସୁରକ୍ଷା?
ଶ୍ରୀନଗର: ଜମ୍ମୁ-କାଶ୍ମୀରର ବିଚ୍ଚିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନିଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସକାଳ ୫ଟାରେ ଜମ୍ମୁ କାଶ୍ମୀରର ହଇଦରପୋରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁ ପରେ ଲାଉଡସ୍ପିକର ଜରିଆରେ!-->…
Read More...
Read More...
ଖୁବ୍ଶୀଘ୍ର ପବିତ୍ର ରିସ୍ତା ସିଜିନ ଟୁ, ଆସିଲା ପ୍ରୋମୋ
ଆସୁଛି ଘରେ ଘରେ ଲୋକପ୍ରିୟ ହେଇଥିବା ମେଗା ଧାରାବାହିକ ପବିତ୍ର ରିସ୍ତା ସିଜିନ -୨। ନିକଟରେ ଏହାର ପ୍ରମୋ ରିଲିଜ ହୋଇଛି। ପୂର୍ବପରି ସିଜିନ ଟୁରେ ମଧ୍ୟ ମୁଖ୍ୟ ଭୂମିକାରେ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଛି। ହେଲେ ସୁଶାନ୍ତଙ୍କ ସ୍ଥାନରେ ଏଥିରେ ସାହି ଶେଖଙ୍କୁ ଦେଖିବେ ଦର୍ଶକ। ଏହି!-->…
Read More...
Read More...