Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ମାଟି ମାଆ ପାଇଁ ମମତା: ୟୁଟ୍ୟୁବ ଟଙ୍କାରେ ଗାଁ ରାସ୍ତା
ଦିନେ ଭୋକରେ ଥିଲେ, ଏବେ ଇସାକ୍ ତିଆରି କରିବେ ନିଜ ଗାଁ ରାସ୍ତା
ଭୁବନେଶ୍ବର: ଇସାକ୍ ମୁଣ୍ଡା । ଏହି ନାଁଟିର ଆଉ ପରିଚୟ ଦେବା ଦରକାର ନାହିଁ । କାରଣ ଖୁବ କମ ଦିନ ଭିତରେ ୟୁଟ୍ୟୁବର ଇସାକ ମୁଣ୍ଡା ଘରେ ଘରେ ପରିଚିତ ହୋଇସାରିଛନ୍ତି। ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି!-->!-->!-->…
Read More...
Read More...
‘ହକି’କୁ ହାଇଜାକ୍ କରିନେଲେ ନବୀନ
ଅନାହାରକୁ ନେଇ ପରିଚିତ ଥିଲା ଓଡ଼ିଶା, ପରିଚୟ ବଦଳାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭାରତର ଜାତୀୟ ଖେଳର ପୃଷ୍ଠପୋଷକତା କରି ଓଡ଼ିଶା କେନ୍ଦ୍ର ସରକାରକୁ ବି ଛୋଟ କରିଦେଲାହକିର ଉତ୍ତରଣ ସହିତ କାଳ କାଳ ପାଇଁ ଯୋଡି ହୋଇଗଲେ ନବୀନ, ସବୁଦିନ ପାଇଁ ଚର୍ଚ୍ଚାରେ ରହିବେରାଜନୀତିରେ ଖେଳ ବି!-->…
Read More...
Read More...
ଆଉ ୧୦ବର୍ଷ ହକି ଦାୟିତ୍ବ ନେଲା ଓଡ଼ିଶା
ଉଭୟ ପୁରୁଷ ଏବଂ ମହିଳା ଟିମ୍କୁ ସମ୍ବର୍ଧିତ କଲେ ଓଡ଼ିଶା ସରକାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଦେଶକୁ ଗୌରବ ଫେରିବନବୀନଙ୍କ ପ୍ରଶଂସାରେ ସବୁ ଖେଳାଳି ଓ ହକି ଆସୋସିଏସନ୍ ଶତମୁଖ
ଭୁବନେଶ୍ବର: ଭାରତୀୟ ହକି ଦଳ ଓଡ଼ିଶା ଆଉ ୧୦ ବର୍ଷ ପ୍ରାୟୋଜକ ଭାବେ କାର୍ଯ୍ୟ କରିବ।!-->!-->!-->…
Read More...
Read More...
ଓଡିଶା ଭଲପାଇବା ଆଉ କେଉଁଠି ନାହିଁ…
ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସର ଅନୁଭୂତି ବଖାଣିଲେ ଭାରତୀୟ ହକି ଦଳ। ଉଭୟ ପୁରୁଷ ଓ ମହିଳା ହକି ଦଳ ସାମ୍ବାଦିକ ସମ୍ମିଳନୀରେ ଖେଳ ସମୟର ନିଜର ଅନୁଭୂତି ବଖାଣିଛନ୍ତି । ଏହା ସହ ସାମ୍ବାଦିକମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ଦେବା ସହ ଓଡିଶାରୁ ସେମାନଙ୍କୁ ମିଳୁଥିବା ଭଲ!-->…
Read More...
Read More...
ଜୀବନ ପାଇଁ ଭିଡ଼…
କାବୁଲ: ସମ୍ଭବତଃ ଏ ଦୃଶ୍ୟ ଆଗରୁ କେବେ ଦେଖିବାକୁ ମିଳିନଥିବ। ଟ୍ରେନ ଓ ବସରେ ଭିଡ ହେବା ଭଳି ବିମାନ ମଧ୍ୟରେ ଅସମ୍ଭାଳ ଭିଡର ଦୃଶ୍ୟ । ବିମାନର ସିଟ ସଂଖ୍ୟା ହେଉଛି ୧୩୦। କିନ୍ତୁ ବିମାନ ଭିତରକୁ ପଶିଛନ୍ତି ୬୪୦ ଅଧିକ ଲୋକ। ଜଣକ ଉପରେ ଜଣେ ଲଦାଲଦି। ଗୋଡ ବୁଲାଇବାକୁ ମଧ୍ୟ ବିମାନ ମଧ୍ୟରେ!-->…
Read More...
Read More...
ନିଜ ପାଇଁ ବି ଏକାଠି ହୋଇପାରୁନାହାନ୍ତି ପଶ୍ଚିମ ଓଡ଼ିଶା ନେତା
ଭୁବନେଶ୍ବର: ଆରମ୍ଭ (୧୯୯୯ ଜୁଲାଇ)ରୁ ୨୦୦୦ ଡିସେମ୍ବର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ତତ୍କାଳୀନ ଜନତା ଦଳ ନେତା ତଥା ଆଜିର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପରବର୍ତୀ ସମୟରେ ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ବ ପଶ୍ଚିମ ଓଡ଼ିଶାର ଅନେକ ନେତା!-->…
Read More...
Read More...
ଆଫଗାନ୍କୁ ଦୋଷ ଦେଲେ, ତାଲିବାନଙ୍କୁ ଧମକାଇଲେ ବାଇଡେନ୍
ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଭଳି ସ୍ଥିତି ପାଇଁ ଆଫଗାନୀ ନେତାଙ୍କୁ ଦାୟୀ କରିଛନ୍ତି ବାଇଡେନ। ଦେଶବାସୀଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତି!-->…
Read More...
Read More...
ବକ୍ସ ଅଫିସରେ ଧମାଲ କରିବ ‘ବେଲବଟମ୍’!
ମହାମାରୀ କରୋନା ପାଇଁ ଦେଶର ସବୁ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ସିନେମା ବା ମନୋରଂଜନ ମଧ୍ୟ ଏଥିରୁ ବାଦ ପଡିନଥିଲା। ସିନେମା ସୁଟିଂ ପାଇଁ ଅନୁମତି ନଥିବା ବେଳେ ସିନେମା ହଲଗୁଡିକ ମଧ୍ୟ ବନ୍ଦ ରହିଥିଲା । ଯାହା ଫଳରେ ନୂଆ ସିନେମା ରିଲିଜ ହୋଇପାରୁନଥିଲା।
ଏବେ ସିନେ ପ୍ରେମୀଙ୍କ!-->!-->!-->…
Read More...
Read More...
କାଲି ଆସୁଛନ୍ତି ହକି ଦଳ… କଣ ଖାଇବେ, କେଉଁଠି ରହିବେ?
ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ପରେ ଆସନ୍ତାକାଲି ଓଡିଶା ଆସୁଛନ୍ତି ଭାରତୀୟ ହକି ଟିମ। ଉଭୟ ମହିଳା ଓ ପୁରୁଷ ହକି ଦଳ ଭୁବନେଶ୍ୱରରେ ବିମାନବନ୍ଦରରେ ଦିନ ୧୧ଟାରେ ପହଞ୍ଚିବେ। ବିମାନବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିମାନବନ୍ଦର ରାସ୍ତାରେ ମଧ୍ୟ!-->…
Read More...
Read More...
ହୃଦୟ ଜିତିଲେ ପୱନଦୀପ
ସୋନି ଟିଭିରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ହୋଇଛନ୍ତି ପୱନଦୀପ ରାଜନ। ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ପୱନଦୀପ। ସେହିପରି ପ୍ରଥମ ଓ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି ଅରୁଣିତା କାଞ୍ଜିଲାଲ ଓ ସାୟଲି!-->…
Read More...
Read More...