Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
Today’s Highlight
ନିଜ ସଂପର୍କରେ ସ୍ପଷ୍ଟୀକରଣ ଦେଇନାହାନ୍ତି ଅଶ୍ବିନୀ
ନୂଆଦିଲ୍ଲୀ: ପେଗାସସ୍ ସ୍ପାଏଓ୍ବେର ମାଧ୍ୟମରେ ଦେଶରେ ସରକାର ଗୁଇନ୍ଦା କାର୍ଯ୍ୟ ଚଳାଇଥିବା ନେଇ ଆସିଥିବା ଅଭିଯୋଗ ଏବେ ସମଗ୍ର ଭାରତରେ କମ୍ପନ ସୃଷ୍ଟି ହେଲାଣି। ଇସ୍ରାଏଲର ଏହି ସଫ୍ଟଓ୍ବେର ଜରିଆରେ ବିରୋଧୀ ନେତାଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଓ!-->…
Read More...
Read More...
ଗଣେଶ୍ବର ସମ୍ଭାଳିବେ ଗଣମାଧ୍ୟମ
ଘୋଷଣା ହେଲା ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ନୂତନ କମିଟିସତ୍ୟ ପ୍ରକାଶ ନାୟକ ଆବାହକ ନିଯୁକ୍ତ, ତାରା, ସୁରଙ୍କ ସମେତ ୨୦ ନେତା ସାମିଲଗଣମାଧ୍ୟମ ସଂଯୋଜକ ଭାବେ ଦୀପକ କୁମାର ମହାପାତ୍ର ଦାୟିତ୍ବ ତୁଲାଇବେ
ଭୁବନେଶ୍ୱର: ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ବିଭାଗର କମିଟି!-->!-->!-->…
Read More...
Read More...
ଅନଲାଇନ ଶିକ୍ଷା ପାଇଁ ୬୧୪୩ କୋଟି
ଅନଲାଇନ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ୫ ବର୍ଷ ପାଇଁ ୨୧୮ କୋଟି• କୋଭିଡ୍ ସମୟରେ ଅନଲାଇନ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଛି ୧୪.୭୫ କୋଟି•ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି•ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗୁଣାତ୍ମକ ଉଚ୍ଚ!-->…
Read More...
Read More...
ସୁବର୍ଣ୍ଣରେଖା ପାଣି ଚାଷୀକୁ ମିଳିଲା
ମୟୂରଭଂଜର ୫ଟି ବ୍ଲକରେ ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୧୫ ଟି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ: ମୁଖ୍ୟମନ୍ତ୍ରୀସବୁ ଘରକୁ ପାଇପ ପାଣି ଯୋଗାଣରେ ଦେଶରେ ମୟୂରଭଞ୍ଜ ହେବ!-->…
Read More...
Read More...
ସାଇକେଲର ଶେଷ ଯାତ୍ରା!
ଭୁବନେଶ୍ବର: କୁଆଡେ ଗଲା ମୋ ସାଇକେଲ ? ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମୋ ସାଇକେଲ ଯୋଜନାରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ଶିଶୁ ଭବନ ଛକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଗର୍ଜିଛି ଯେ ମୋ ସାଇକେଲ ନାଁରେ ଏକ!-->…
Read More...
Read More...
ଆଲୋଚନା ପୂର୍ବରୁ ହଟ୍ଟଗୋଳ
ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନ। କିନ୍ତୁ ପ୍ରଥମ ଦିନର ପ୍ରଥମରୁ ଗୃହରେ ଆଲୋନା ପୂର୍ବରୁ ହଟ୍ଟଗୋଳ ହୋଇଛି । ବିରୋଧୀ ମାନେ ହଟ୍ଟଗୋଳ କରିବାକୁ ଗୃହକୁ ଦନ ୨ଟା ଯାଏ ମୁଲତବୀ କରାଯାଇଛି।
ନିୟମ ଅନୁସାରେ ପ୍ରଥମେ ଲୋକସଭାରେ ନବ ନିର୍ବାଚିତ ସଦସ୍ୟ ମାନେ ଶପଥ!-->!-->!-->!-->!-->…
Read More...
Read More...
କାହାକୁ ଦେଖାଇବା ପାଇଁ ଅଶ୍ବିନୀ ଏମିତି କଲେ
ଭୁବନେଶ୍ବର: ରାଜନୀତିରେ କ୍ଷମତାର ଶୀର୍ଷରେ ରହି ସର୍ବେସର୍ବା ସାଜୁଥିବା ଲୋକଟି ହାତରୁ ଯେତେବେଳେ ଦୁଧିଆଳୀ ବିଭାଗ ଚାଲିଯାଏ ତାଙ୍କର ପ୍ରଭାବ କମିଯାଏ କି? ଓଜନିଆ ବିଭାଗ ଚାଲିଗଲେ ସଂପୃକ୍ତ ନେତାଙ୍କ ପ୍ରଭାବ ରାଜନୀତିରେ ଗୌଣ ହୋଇଯାଏ କି?
ଏମିତି କିଛି ପ୍ରଶ୍ନ ଏବେ ଓଡ଼ିଶା ରାଜନୀତିରେ!-->!-->!-->…
Read More...
Read More...
୬ହଜାର ଶିଶୁଙ୍କ ମୁଣ୍ଡରେ ଚଡ଼କ
ସରକାରଙ୍କ 'ଆଶୀର୍ବାଦ' ଯୋଜନା କାର୍ଯ୍ୟାନ୍ବୟନ ଉପରେ ନିର୍ଭର କରୁଛି ଭବିଷ୍ୟତବ୍ୟସ୍ତ ପ୍ରଶାସନ ଏଭଳି ନିରାଶ୍ରୟ ଶିଶୁଙ୍କ ପାଇଁ କେତେ ସମୟ ଦେଇପାରିବ?ତଥାପି କେହି ଚେତୁନାହାନ୍ତି, ଖୋଲାଖୋଲି କୋଭିଡ୍ ନିୟମ ଉଲ୍ଲଂଘନ ଚାଲିଛି
ଭୁବନେଶ୍ବର: କରୋନା ପ୍ରଥମ ଓ ଦ୍ବିତୀୟ ଲହରରେ!-->!-->!-->…
Read More...
Read More...
ଦ୍ବିତୀୟ ଲହର ଭିତରେ ତୃତୀୟ ଲହର ଛୁଇଁବ କି?
ସଂକ୍ରମିତଙ୍କ ସଂଖ୍ୟା କମିଲା, ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛିଟ୍ବିନ୍ ସିଟିରେ ବିଶେଷଜ୍ଞ ଆକଳନ ଫେଲ୍ ମାରୁଛି, ତଥାପି ବେକାବୁ ସଂକ୍ରମଣତୃତୀୟ ଲହର ପାଇଁ ପ୍ରସ୍ତୁତି ଚୂଡାନ୍ତ, ଆଜି ମୋହର ଲଗାଇବେ ଏସିଏସ (ସ୍ବାସ୍ଥ୍ୟ)
ଭୁବନେଶ୍ବର: ଅନେକ ଦିନର ବ୍ୟବଧାନ ପରେ ୨ ହଜାର!-->!-->!-->…
Read More...
Read More...
କଟକଣା ଭିତରେ ବସ ଚାଲିଲା
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହୋଇଛି। ବସ ମାଲିକ ସଂଘର ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି ପରେ ସାରା ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇଛି। ପ୍ରାୟ ୩ ମାସ ପରେ ଜିଲ୍ଲା ସ୍ତରକୁ ବସ ଗଡିଛି। କରୋନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏପ୍ରିଲ ୧୦ ରାଜ୍ୟ ବାହାରକୁ!-->…
Read More...
Read More...