Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଭୋଟରଙ୍କୁ SIR ନୋଟିସ୍
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category
Today’s Highlight
ତାଲାବନ୍ଦ ପାଇଁ କମିଥିଲା, ଏବେ ପୁଣି ବଢିଲା
ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା, ୧୨ ଜିଲ୍ଲାରେ ଅଧିକ
ଭୁବନେଶ୍ବର: ରାଜ୍ୟରେ ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ। ଗତବର୍ଷ କରୋନା ଜନିତ ଲକଡାଉନ କାରଣରୁ ଦୁର୍ଘଟଣା ସାମାନ୍ୟ କମିଥିବା ଦେଖାଦେଇଥିଲା। ହେଲେ ଚଳିତ ବର୍ଷ ଗତବର୍ଷ ଅପେକ୍ଷା ଦୁର୍ଘଟଣା ବଢିଥିବା ଜଣାପଡ଼ିଛି। ଚଳିତବର୍ଷ!-->!-->!-->…
Read More...
Read More...
କାଲି ନିଷ୍ପତି, ଆଜି ବଦଳୁଛି!
ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା
ପୁରୀ: ଶୃଙ୍ଖଳିତ ରଥଯାତ୍ରା ପାଇଁ ଦିନକ ପୂର୍ବରୁ ନିଆଯାଇଥିବା ନିଷ୍ପତିରେ ଆଜି କିଛି ପରିବର୍ତନ କରାଯାଇଛି। ପୁରୀ ବଡଦାଣ୍ଡରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘରର ଛାତ ଉପରେ କେହି ରହି ରଥଯାତ୍ରା!-->!-->!-->…
Read More...
Read More...
ଝିଅ ଓ ସ୍ତ୍ରୀକୁ ହାଣି କାହିଁକି ଆତ୍ମହତ୍ୟା କଲା ସ୍ବାମୀ
ଜଗତସିଂହପୁର: ଜଗତସିଂହପୁରରେ ଚାଞ୍ଚଲ୍ୟ। ନିଜ ଝିଅ ଓ ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା । ଝିଅଟିର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଜଗତସିଂହପୁର ଜିଲ୍ଲା ଜୋତ ଚାନ୍ଦପାଟଣା!-->…
Read More...
Read More...
ଓଡିଶାରେ କାହିିଁକି କମୁନି ସଂକ୍ରମଣ?
୧୦ ଜିଲ୍ଲା ଆଣୁଛି ବିପଦ : କେବେ ଖସୁଛି କେବେ ବଢୁଛିଚିନ୍ତା ବଢାଉଛି ଉପକୂଳବର୍ତ୍ତୀ ଜିଲ୍ଲା, ପ୍ରତିଦିନ ନୂଆ ନୂଆ କଣ୍ଟ ଦେଉଛନ୍ତି ବିଶେଷଜ୍ଞ
ଭୁବନେଶ୍ବର: ରାଜ୍ୟରେ ତାଲାବନ୍ଦ ପରେ ଅନଲକ ଆରମ୍ଭ ହୋଇଛି। ଆଶିଂକ ଲକଡାଉନ ବଳବତ୍ତର ରହିଛି। ହେଲେ ପିଜଟିଭ ସଂଖ୍ୟା କିନ୍ତୁ କମୁନି।!-->!-->!-->…
Read More...
Read More...
ବଦଳିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ
ଭୁବନେଶ୍ବର: ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବରୁ ପ୍ରମୁଖ ଶାସନ ସଚିବ ପାହ୍ୟାର ଅଧିକାରୀ ତଥା ୧୯୯୫ ମସିହା ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଏହି ବିଭାଗ ଦାୟିତ୍ବରୁ ଅବ୍ୟାହତି ଦେଇଛନ୍ତି। ତାଙ୍କ ସ୍ଥାନରେ!-->…
Read More...
Read More...
ଶନିବାର କରନ୍ତୁ ଶିରୁଳି ମହାବୀରଙ୍କ ବିରଳ ଦର୍ଶନ
ମନୋଜବଂ ମାରୁତତୁଲ୍ୟବେଗମ୍, ଜିତେନ୍ଦ୍ରିୟଂ ବୁଦ୍ଧିମତା ବରିଷ୍ଠମ୍।ବାତାତ୍ମଜଂ ବାନରୟୁଥମୁଖଂ, ତଂ ରାମଦୂତଂ ଶରଣଂ ପ୍ରପଦ୍ୟେ।।
ଶିରୁଳି ମହାବୀରଙ୍କ ବିରଳ ଫଟୋ: ଅନେକ ଦଶନ୍ଧି ତଳେ ପୁରୀ ଜିଲ୍ଲା ଶିରୁଳି ଠାରେ ଥିବା ମହାବୀରଙ୍କ ନବ କଳେବର ପରବର୍ତ୍ତୀ ସମୟରେ ଏ ଚିତ୍ର ଉତ୍ତୋଳନ!-->!-->!-->…
Read More...
Read More...
ଧୀରେ ଧୀରେ ବଢିଲାଣି ଟିକା ଚାପ
ଭୁବନେଶ୍ବର: ଟିକା ଅଭାବକୁ ନେଇ ମଧ୍ୟପ୍ରଦେଶ ଛିନ୍ଦଓ୍ବାଡାରେ ଲୋକଙ୍କ ଭିତରେ ଆଜି ଦଳାଟକଟା ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାରେ କିନ୍ତୁ ଦେଖାଦେଇଥିବା ଟିକା ଅଭାବ ଆଜି ସାମୟିକ ଭାବେ ଦୂର ହୋଇଛି। ଏକାଥରକେ ଓଡ଼ିଶାରେ ୯ଲକ୍ଷ ୪୩ ହଦାର ୯୩୦ କୋଭିସିଲ୍ଡ ଟିକା ପହଞ୍ଚିଛି। ଗୁରୁବର!-->…
Read More...
Read More...
ମାନବିକତା କ’ଣ ମରିଗଲା?
ଭୁବନେଶ୍ବର: ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ମେଡିକାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଶବକୁ ତାଙ୍କ ସ୍ତ୍ରୀ ସହ ତିନି ଜଣ ମହିଳା ମେଡିକାଲ ରୁ ଟେକି ଟେକି ନେଇ ଆମ୍ବୁଲାନ୍ସରେ ରଖିଛନ୍ତି। ମେଡିକାଲରେ ଥିବା ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଆରମ୍ଭ କରି!-->…
Read More...
Read More...
ବାପିଙ୍କ ଜୀବନକୁ ହସ ଫେରିଲା
ଭୁବନେଶ୍ବର: ଯୁବ ବିଧାୟକ ତଥା ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ (ବାପି) ରାୟଙ୍କର ହାତ ଗଣ୍ଠି ପଡ଼ିଛି। କୋଭିଡ୍ କଟକଣା ଭିତରେ ଚିଲିକା ସ୍ବସ୍ତି ରିସର୍ଟରେ ସେ ତଦାସା (ଲିକି)ଙ୍କର ହାତ ଧରିଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବାପି ଓ ଲିକି। ପାଖରେ ଠିଆ ହୋଇଛି କୁନି!-->…
Read More...
Read More...
ଭିକାରିଙ୍କୁ ଏବେ ରାଜଧାନୀ ମନା
ଭୁବନେଶ୍ୱର: ମଲ୍ ହେଉ କି ମନ୍ଦିର। କୌଣସି ଛକ କି ବସ୍ ରହଣୀ ସ୍ଥଳ। ସବୁଠି ବୁଲୁଥିଲେ ମାଳ ମାଳ ଭିକାରି। କେଇ ସେକେଣ୍ଡ ପାଇଁ ଗାଡି ଅଟକିଗଲେ, କାଚ ଠକ୍ ଠକ୍ କରି ଭିକ ମାଗୁଥିଲେ କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକ। କଅଁଳ ବୟସରେ ବହି ବସ୍ତାନୀ ଧରିବା!-->…
Read More...
Read More...