Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ସପୁରୀ ଶରୀର ପାଇଁ କେତେ ଉପକାରୀ
ଗ୍ରୀଷ୍ମ ଋତୁରେ, ବିଭିନ୍ନ ପ୍ରକାର ଫଳ ମିଳିଥାଏ, ଯେଉଁଥିରେ ପାଣିର ପରିମାଣ ଅଧିକ ଥାଏ। | ବିଶେଷକରି ତରଭୁଜ, ଧନିଆ ପତ୍ର, ଆମ୍ବ ସପୁରୀ ଏବଂ କାକୁଡିରେ ଅଧିକ ଜଳ ଥାଏ | ଗ୍ରୀଷ୍ମ ଋତୁରେ ସେଗୁଡିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ବିଶେଷକରି କରୋନା ଜୀବାଣୁ!-->!-->!-->!-->!-->…
Read More...
Read More...
ମହାପ୍ରଭୁ ଅସୁସ୍ଥ, ଭୀଷଣ ଜ୍ବରରେ କମ୍ପୁଛନ୍ତି
ଶ୍ରୀମନ୍ଦିରରେ ବିଜେ ହେଲେ ପଟି ଦିଅଁ, ଅଲାରନାଥଙ୍କ ଠାରେ ୧୪୪ ଧାରା ଜାରିଅସୁସ୍ଥତା ଯୋଗୁଁ ଅଣସର ପିଣ୍ଡିରେ ଅଟକିଯାଇଛନ୍ତି ମହାପ୍ରଭୁ, ଗୁପ୍ତନୀତି ଆରମ୍ଭ
ପୁରୀ: ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ଶୁକ୍ରବାର ତାଙ୍କୁ!-->!-->!-->…
Read More...
Read More...
ପୁଣି ଡରାଇଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ
ଗୋଟିଏ ସପ୍ତାହରେ ୬୧ହଜାର କରୋନା ସଂକ୍ରାନ୍ତ ମାମଲାକେବଳ ଶୁକ୍ରବାର ଭାରତରେ ୯୮୫୧ଟି ମାମଲା ରୁଜୁସ୍ଥିତି ନ ବଦଳିଲେ, ପୁଣି ତାଲା ବନ୍ଦ ଏକମାତ୍ର ବାଟ ଓଡ଼ିଶାରେ ସର୍ବାଧିକ ୧୭୩ କରୋନା ସଂକ୍ରମିତ ଚିହ୍ନଟଶନିବାର ଓ ରବିବାର ଦୁଇଦିନ ୧୧ଟି ଜିଲ୍ଲା ସଟଡାଉନ୍
ନୂଆଦିଲ୍ଲୀ: ଦୀର୍ଘ ସମୟର!-->!-->!-->…
Read More...
Read More...
ଜାଣନ୍ତୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ପଛର ରହସ୍ୟ
ପୁରୀ : ଶ୍ରୀମନ୍ଦିର ବ୍ୟବସ୍ଥାରେ ସ୍ନାନଯାତ୍ରା ପଛର ତତ୍ତ୍ୱ ଓ ତଥ୍ୟ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବୀ ବୋଲି ବିବେଚନା କରାଯାଇଥାଏ । ପ୍ରାଚୀନ ଗ୍ରନ୍ଥର ତଥ୍ୟ ଅନୁସାରେ, ଜ୍ୟେଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ସ୍ନାନ ପୂର୍ଣ୍ଣିମା ଦିନକୁ ମହାପ୍ରଭୁଙ୍କର ଆବିର୍ଭାବ ଦିବସ ବୋଲି!-->!-->!-->…
Read More...
Read More...
କେମିତି ହୁଏ ଗଜାନନ ବେଶର ନିର୍ମାଣ
ପୁରୀ: ଚତୁର୍ଧାମୂର୍ତିଙ୍କର ଗଜାନନ ବେଶ ଆରମ୍ଭ ହୋଇଛି। ରତ୍ନବେଦୀରେ ମହାପ୍ରଭୁ ଆଜି ଏଭଳି ଏକ ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ହେଲେ ଏହି ବେଶ ନିର୍ମାଣ ପଛର ରହସ୍ୟ ବି ବେଶ ରୋଚକ।
ଶ୍ରୀଜଗନ୍ନାଥ ତତ୍ତ୍ୱକୁ ବିଶ୍ୱ ସାମ୍ନାରେ ଉପସ୍ଥାପନା ଦାୟିତ୍ୱ ସାଧୁ ସନ୍ଥଙ୍କ ହାତରେ!-->!-->!-->…
Read More...
Read More...
ନୂଆ ଯୋଜନା ଉପରେ ଲାଗିଲା ରୋକ୍
ଅର୍ଥନୀତି ଉପରେ ପଡ଼ିଲା କରୋନା ମାଡ଼, ଭୟଙ୍କ ବିପର୍ଯ୍ୟୟ ଆଡ଼କୁ ଗତି କଲାଣିଆତ୍ମନିର୍ଭରଶୀଳ ଭାରତ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବ କେନ୍ଦ୍ର ରାଜସ୍ୱ ହ୍ରାସ ପାଇଛି, ଅଧିକ ଋଣ ମୁହାଁ କେନ୍ଦ୍ର ସରକାର, ୧୨ଲକ୍ଷ କୋଟି ଆଣିବେପ୍ରଥମ ମାସରେ ଆନୁମାନିକ ଆର୍ଥିକ ନିଅଣ୍ଟ!-->…
Read More...
Read More...
କରୋନାକୁ ନେଇ ବଡ଼ ଖବର
ଭୁବନେଶ୍ବର: ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁଗଲା କରୋନା। ଗୁରୁବାର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ିଛି ଯେ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସଙ୍ଗରୋଧରେ ନ ଥିଲେ। ଅର୍ଥାତ୍ ବାହାରର ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଏଥିସହିତ ଓଡ଼ିଶାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୭୮ରେ!-->…
Read More...
Read More...
ପରିବର୍ତନ ହେବ ଗାଡ଼ି ଲାଇସେନ୍ସ ଓ ପଞ୍ଜୀକରଣ ନିୟମ!
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଡ୍ରାଇଭିଂ ଲାଇସେନ୍ସ ଏବଂ ନୂତନ ଯାନର ପଞ୍ଜୀକରଣ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହୋଇପାରେ। ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଆସନ୍ତା କିଛି ମାସ!-->…
Read More...
Read More...
ବାତ୍ୟା ବିଷୟରେ ଜାଣନ୍ତୁ ଏମିତି କିଛି ଗହନ କଥା
ଆଠଟି ଦେଶ ଆରବ ସାଗର ଏବଂ ବଙ୍ଗୋପସାଗରରେ ବାତ୍ୟାର ନାମକରଣ କରିଛନ୍ତି ୧୯୫୩ରେ ଆଟଲାଣ୍ଟିକ୍ ସାଗରର ଦେଶମାନେ ବାତ୍ୟାର ନାମକରଣ ଆରମ୍ଭ କରିଥିଲେ ୨୦୦୪ରେ ଆରବ ଓ ବଙ୍ଗୋପସାଗରରେ ନାମକରଣ, ଅନୀଲ ନାମ ଦେଇଥିଲା ବାଂଲାଦେଶ ଅମ୍ଫାନ୍ ଥିଲା ପୁରୁଣା ତାଲିକାର ଶେଷ ନାମ, ନୂଆ ତାଲିକାର ପ୍ରଥମ!-->…
Read More...
Read More...
୫ରେ ଚନ୍ଦ୍ରଗ୍ରହଣ: କେଉଁ ଗ୍ରହ ଉପରେ କିଭଳି ପ୍ରଭାବ ରଖିବ
ନୂଆଦିଲ୍ଲୀ: ଜୁନ ୫ ତାରିଖରେ ଚନ୍ଦ୍ରଗ୍ରହଣ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଚନ୍ଦ୍ରଗ୍ରହଣ ବିଛା ରାଶି ଏବଂ ଜ୍ୟେଷ୍ଠ ନକ୍ଷତ୍ରରେ ରହିବ। ଚନ୍ଦ୍ରଗ୍ରହଣକୁ ସମୟରେ କେଉଁ ରାଶି ଉପରେ କିଭଳି ପ୍ରଭାବ ପଡ଼ିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।
ମେଷ ରାଶି ପାଇଁ ଏହି!-->!-->!-->…
Read More...
Read More...