ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

ପୁଣି ନବୀନ ଚମକାଇଲେ: ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ

ଅସାଧାରଣ ସମୟରେ ଅସାଧାରଣ ନିଷ୍ପତ୍ତି ନେବାକୁ ହୁଏ ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଏଭଳି ପଦକ୍ଷେପ ନେଉଛନ୍ତି, ଯାହା ଭାରତବର୍ଷକୁ ଚମକାଇ ଦେବାଭଳି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏକ ବାର୍ତା ଦେଇ ନବୀନ ଏକ ବଡ଼ ଘୋଷଣା କରିଛନ୍ତି ଯେ…
Read More...

ସର୍ଭେ ମାପିଲା ଓଡ଼ିଶାରେ ମୋଦୀଙ୍କ ପ୍ରଭାବ

ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଅସନ୍ତୋଷ ଝଲକ ନାହିଁକେନ୍ଦ୍ର ଅବଦାନ ସଂପର୍କରେ ତଥ୍ୟ ବାଣ୍ଟିଲେଣି ନେତା, ବିଜେଡି ଜାଣିନିପ୍ରତି ଗରିବ ପରିବାରକୁ ମୋଦୀଙ୍କ ଅବଦାନ ୧୦ ହଜାର ୨୩୦ ଟଙ୍କାଓଡ଼ିଶାକୁ କେନ୍ଦ୍ରର ଅବଦାନ ୧୦ହଜାର ୩୩୭ କୋଟି ଟଙ୍କାଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବଡ଼…
Read More...

କେବଳ ଶ୍ରୀଜଗନ୍ନାଥ ମନ୍ଦିରରେ କାହିଁକି?

ହଜାର ହଜାର ଗ୍ରାମ୍ୟ ମନ୍ଦିର ସହିତ ଲକ୍ଷାଧିକ ପରିବାରର ଅର୍ଥନୀତି ଯୋଡିହୋଇରହିଛିବିଶ୍ବାସ ଓ ସକାରାତ୍ମକ ଭାବନା ସୃଷ୍ଟିଲାଗି ଏସବୁ ମନ୍ଦିର କାଳେ କାଳେ ପ୍ରତ୍ୟକ୍ଷ ହୋଇଉଠିଛନ୍ତିକୁଂସସ୍କାର, ଅନ୍ଧବିଶ୍ବାସକୁ ଦମନ କର, ସଂସ୍କୃତି ଓ ପରମ୍ପରା ନଷ୍ଟଭ୍ରଷ୍ଟ ହେଲେ ସବୁ ବିଗିଡ଼ିଯିବ …
Read More...

କେଉଁ ୬ଟି ଜିଲ୍ଲାରେ ବର୍ଷା ହେବ, ଜାଣନ୍ତୁ

ଭୁବନେଶ୍ବର: ପୂର୍ବ ଉତ୍ତରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ , ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା , ପୁରୀ , ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ଗୋଟିଏ ଦୁଇଟି ଅଞ୍ଚଳରେ ଘଡଘଡି ଓ ବଜ୍ରପାତ ସହିତ…
Read More...

ଯେଉଁଠି ଲୁଚିଲେ ବି କରୋନାକୁ ଖୋଜି କାଢିବେ

ଭୁବନେଶ୍ବର ହଟସ୍ପଟ୍,ଏଠାରେ ଶୂନ୍ୟ ସହନଶୀଳ ନୀତି ହେବ୫୦୦୦ ଲୋକଙ୍କର ସ୍ବାବ୍ ପରୀକ୍ଷା କରିବାକୁ ନିଷ୍ପତ୍ତିକ୍ୟାମ୍ପ ଖୋଲିବ ଓ ମୋବାଇଲ୍ ଭ୍ୟାନ ବି ସବୁଆଡେ ବୁଲିବପ୍ରାଥମିକତା ଭିତ୍ତିରେ ତାଲିକା ପ୍ରସ୍ତୁତି କଲା ସ୍ବାସ୍ଥ୍ୟବିଭାଗସରକାରଙ୍କ ନିଷ୍ପତ୍ତି ନ ଶୁଣିଲେ କାର୍ଯ୍ୟାନୁଷ୍ଠାନ…
Read More...

ଏବେ ବାହାରେ ଛେପ ପକାଇଲେ ଦଣ୍ଡ

ଭୁବନେଶ୍ବର: କରୋନାକୁ ଶହେ ପ୍ରତିଶତ ରୋକିବା ଲାଗି ରାଜ୍ୟ ସରକାର ଆଉ ଏକ କଠୋର ପଦକ୍ଷେପ ନେଇଛନ୍ତି। ପୂର୍ବରୁ ମାସ୍କ ପାଇଁ କଟକଣା ଜାରି କରାଯାଇଥିଲା। ଏବେ ସରକାର ବାହାରେ ଛେପ ପକାଇଲେ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ…
Read More...

ହୃଦୟ ଥରାଇଦେଲା ପାଣ୍ଡିଆନଙ୍କ ଭିଡ଼ିଓ

ଭୁବନେଶ୍ବର: କରୋନା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ସହିତ ଲୋକଙ୍କ ଦୁର୍ଦଶା ମଧ୍ୟ ବଢିଯାଇଛି। ମେ' ୩ ତାରିଖ ଯାଏ ଏହା ଲାଗୁ ରହିବ। ରାଜ୍ୟ ସରକାର ଓଡ଼ିଶାରେ ଏଯାଏ ଅନ୍ୟ ସମସ୍ତଙ୍କ ଅପେକ୍ଷା ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି, ସଂକ୍ରମଣର ତଥ୍ୟ ଏଭଳି ସୂଚାଉଛି। ନିଜେ ୫ଟି ସଚିବ…
Read More...

ମହାପ୍ରଭୁଙ୍କ ରଥଯାତ୍ରାରେ କିଏ ବାଧକ ସାଜିବ?

ମହାମାରୀ କରୋନା କାରଣରୁ ରଥଯାତ୍ରା ବନ୍ଦ ଆଶଙ୍କାକୁ ନେଇ ପ୍ରବଳ ପ୍ରତିକ୍ରିୟାଗତ ସାଢେ ଚାରିଶହ ବର୍ଷ ଭିତରେ ୩୨ ଥର ରଥଯାତ୍ରା ବନ୍ଦ ହୋଇଛିଶ୍ରୀମନ୍ଦିର ଉପରେ ଆକ୍ରମଣ କାରଣରୁ ରଥଯାତ୍ରା ବନ୍ଦ ହୋଇଥିଲା୧୭୩୬ ମସିହା ପରଠାରୁ ନିରବଚ୍ଛିନ୍ନ ଭାବେ ଚାଲିଛି ଘୋଷଯାତ୍ରା୨୦୧୯ ପ୍ରଳୟଙ୍କରୀ…
Read More...

ମୌସୁମୀ: ଏଥର ସ୍ବାଭାବିକ, ସାମାନ୍ୟ ବିଳମ୍ବରେ ଓଡ଼ିଶା ଆସିବ

ନୂଆଦିଲ୍ଲୀ: କରୋନା ବିପତ୍ତିକୁ ନେଇ ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ସେମାନଙ୍କ ପାଇଁ ଏକ ଭଲ ଖବର ଆଣିଛି। ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ସ୍ବାଭାବିକ (୯୬%-୧୦୪%) ରହିବ। ତେବେ ଓଡ଼ିଶାକୁ ନିର୍ଧାରିତ ସମୟ ଠାରୁ…
Read More...

ନିରାଡ଼ମ୍ବରରେ ହେବ ବିଜୁ ଶ୍ରାଦ୍ଧ ଦିବସ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ…
Read More...