Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ
Browsing Category
TOP STORIES
ପାରିବାରିକ ରାଜନୀତିକୁ ଓହ୍ଲାଇଲେ ମହେଶ୍ବର
ସୁନୀଲ ମହାନ୍ତି ବିଜୁ ଯୁବ ଜନତା ଦଳ ଉପସଭାପତି ନିଯୁକ୍ତପୁରୀ ରାଜନୀତି ଉଷ୍ଣ, ବିଜୁଙ୍କ ରାସ୍ତାରେ ଗଲେନି ମହେଶ୍ବରପାରିବାରିକ ରାଜନୀତିକୁ ନିଜେ ବିଭିନ୍ନ ମଞ୍ଚରେ ନା କରିଥିଲେ
ଭୁବନେଶ୍ବର: ଶେଷରେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ପାରିବାରିକ ରାଜନୀତିର ଆଶ୍ରୟ ନେଇଛନ୍ତି।!-->!-->!-->…
Read More...
Read More...
ବିଜୁଳି ଦର ବୃଦ୍ଧି ବିରୋଧରେ ଅସନ୍ତୋଷ ତେଜିଲା
ଭୁବନେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପିବିଧାନସଭାରେ ଉଠାଇବାକୁ କଂଗ୍ରେସର ଧମକଉପଭୋକ୍ତା ମହାସଂଘ କହିଲା ହାଇକୋର୍ଟ ଯିବୁ
ଭୁବନେଶ୍ବର: କରୋନା ସ୍ଥିତି ସାଂଘାତିକ ଥିବା ବେଳେ ଆସନ୍ତା ଅକ୍ଚୋବର ପହିଲାରୁ ବିଜୁଳି ଦର ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବଢିବାରେ!-->!-->!-->!-->!-->…
Read More...
Read More...
ନୂଆ ଟିମ୍ ପାଇଁ ନୂଆ ଚ୍ୟାଲେଞ୍ଜ
ଯୁବ ନେତୃତ୍ବ ପରାକ୍ରମ ନ ଦେଖାଇଲେ ରଣନୀତି ଭୁଲ୍ଭାଲ୍ ହେବବିଜେପି ସମେତ ବିରୋଧୀଙ୍କୁ ମୁକାବିଲା ଲାଗି ରଣନୀତି ନିର୍ଧାରଣ ହୋଇନି
ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ପରେ ଦଳୀୟ ପଦପଦବି ନିଯୁ୍କ୍ତି ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଦଳର ଶୀର୍ଷସ୍ତର ଠାରୁ ଆରମ୍ଭ!-->!-->!-->…
Read More...
Read More...
ଓଡ଼ିଶାର ସହରାଞ୍ଚଳର ଉଠା ଦୋକାନୀଙ୍କ ପାଇଁ ମୋଦୀ ଦେଇଛନ୍ତି ୮.୨ କୋଟି: ଧର୍ମେନ୍ଦ୍ର
ନୂଆଦିଲ୍ଲୀ / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ବନ୍ଧକ ବିହୀନ ଋଣ ପାଇବା ପାଇଁ ରାଜ୍ୟର ସହରାଂଚଳର ୬୩, ୨୨୨ ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩,୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି । ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ!-->…
Read More...
Read More...
ଦେଶରେ ୨୪ଘଣ୍ଟାରେ ଲକ୍ଷେ ରୋଗୀ ସୁସ୍ଥ
ଓଡ଼ିଶାରେ କରୋନା ସୁସ୍ଥତା ହାର ଦେଢ ଲକ୍ଷ ଟପିଲା
ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ସଫଳତା ସ୍ୱରୂପ ଦେଶରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ (୧,୦୧,୪୬୮) ନୂତନ ରୋଗୀ ସୁସ୍ଥ ହୋଇଛନ୍ତି। ଏକ ସଫଳତାର ନିଦର୍ଶନ!-->!-->!-->…
Read More...
Read More...
ଆସନ୍ତାକାଲି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅଧିକ ପ୍ରଭାବିତ ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏସବୁ ରାଜ୍ୟ ବା!-->…
Read More...
Read More...
ବିଜେଡିକୁ ଏ କି ରୋଗ ହୋଇଛି?
ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ପରିଚାଳନା ଠିକ୍ ଭାବେ ହେଉନାହିଁ। ନୂଆଦିଲ୍ଲୀରୁ ଏଭଳି ସଙ୍ଗିନ୍ ଅଭିଯୋଗ ଆଣିଲେ ବିଜେପି ସାଂସଦ ସୁରେଶ ପୂଜାରୀ। ଏହାର ଦୀର୍ଘ ସମୟ ପରେ ରାଜ୍ୟ ସରକାରଙ୍କ ପରିବର୍ତେ ବିଜେଡି ପକ୍ଷରୁ ଲେନିନ୍ ମହାନ୍ତି ପ୍ରତିଜବାବ ଦେଲେ। ସ୍ବାସ୍ଥ୍ୟମନ୍ତ୍ରୀ କୁଆଡେ ଗଲେ?!-->…
Read More...
Read More...
ଗମ୍ଭୀର ହେଉଛି ରାଜନୀତି: ବଡ଼ ଝଟ୍କା ଦେଲା ବିଜେଡି
ଭୁବନେଶ୍ବର: ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଚଢଉ କରିବାର ୪୮ ଘଣ୍ଟା ପୂରିନି, ଆଜି ଜାତୀୟ ରାଜନୀତିରେ ଏହାର ବଡ଼ ଝଟ୍କା ଦେଖିବାକୁ ମିଳିଛି। ରାଜ୍ୟସଭାରେ କୃଷି ବିଲ୍କୁ ବିଜେଡି କଡ଼ା ବିରୋଧ କରିଛି। ସାଂସଦ ଅମର ପଟ୍ଟନାୟକ ଆଜି କହିଛନ୍ତି ଯେ ଏହା ଦ୍ବାରା!-->…
Read More...
Read More...
ଓଡ଼ିଶା ପାଇଁ ପ୍ରଶଂସା ଆଣିଲେ ସସ୍ମିତ୍
୨୦ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ଭାବେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ
ଭୁବନେଶ୍ବର: ଓଡ଼ିଶା ରାଜନୀତି ଇତିହାସରେ ଆଜି ଆଉ ଏକ ଉଲ୍ଲେଖନୀୟ ଦିଗ ହୋଇରହିବ। ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦଙ୍କୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିଛି। ମହାମାରୀ ରୋଗ (ସଂଶୋଧନ)!-->!-->!-->…
Read More...
Read More...
ପୁଣି ଫେରିଲା ସିବିଆଇ, ଦେବୀଙ୍କ ଘରେ ଚଢଉ
ଭୁବନେଶ୍ବର: ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ଥରେ ସିବିଆଇ ଚିଟ୍ଫଣ୍ଡ କେଳେଙ୍କାରୀ ତଦନ୍ତକୁ ଫେରିଛି। ଆଜି ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଘରେ ସିବିଆଇ ରେଡ୍ ଚାଲିଛି। ସିବିଆଇର ଗୋଟିଏ ଟିମ୍ ଏହି ଚଢଉ କରୁଛନ୍ତି।!-->…
Read More...
Read More...