Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ଗାଁରେ ବିଜେଡିକୁ ଛକିବ ବିଜେପିି
ନିର୍ବାଚନମଣ୍ଡଳୀକୁ ୟୁନିଟ୍ କରି ବିଜେପି ନେତା ଘେରିବେପ୍ରତି ପଞ୍ଚାୟତରେ ଖୁବ୍ ଶୀଘ୍ର ଖୋଲିପାରେ ଆରଟିଆଇ ସେଲ୍ସରକାରଙ୍କ ବିରୋଧରେ ତଥ୍ୟ ଏକାଠି କରିବା ଲାଗି ଏଭଳି ଅସ୍ତ୍ର
ଭୁବନେଶ୍ବର: ବିଜେଡି-ବିଜେପି ମଧୁର ସଂପର୍କକୁ ନେଇ ରାଜ୍ୟ ରାଜନୀତିରେ ହୁରି ପଡୁଛି। ପରସ୍ପର ପରସ୍ପରକୁ!-->!-->!-->…
Read More...
Read More...
ଗଜପତିଙ୍କ ସହିତ ଯୋଡ଼ିହେଲା ନୂଆ ରେକର୍ଡ
ଭୁବନେଶ୍ବର: ଦେଶ ସ୍ବାଧୀନ ହେବା ପରେ ଶାସନ ବ୍ୟବସ୍ଥାରେ ରାଜା ମହାରାଜାଙ୍କର ଆଉ କୌଣସି ଭୂମିକା ନାହିଁ। ଏହି କ୍ରମରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଶାସନ ବ୍ୟବସ୍ଥାରେ ପ୍ରତ୍ୟେକ୍ଷ ଭାବେ ଆଉ ନାହାନ୍ତି। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ହେବା ପରଠାରୁ ଶ୍ରୀମନ୍ଦିର!-->!-->!-->…
Read More...
Read More...
ଅତ୍ୟନ୍ତ ଭୀଷଣ ରୂପ ଧରି ଆସିବ ‘ଅମ୍ଫାନ୍’
ଓଡ଼ିଶା ପ୍ରତି ସିଧାସଳଖ ବିପଦ ନାହିଁ, ସନ୍ଧ୍ୟାରେ ବାତ୍ୟା ରୂପ ନେବଓଡ଼ିଶା ଅତିକ୍ରମ କରିବା ବେଳେ ସର୍ବୋଚ୍ଚସ୍ତରରେ ଥିବ ବାତ୍ୟାଉପକୂଳରେ ଭାରି ବର୍ଷା, ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନାପବନର ବେଗ ଉପକୂଳରେ ୫୫, ଉତ୍ତର ଓଡ଼ିଶାରେ ୭୫ କିଲୋମିଟର ହୋଇପାରେ
ଭୁବନେଶ୍ବର:!-->!-->!-->…
Read More...
Read More...
ବାତ୍ୟା ଡ଼ର: ୧୨ ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଧା,, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ,!-->…
Read More...
Read More...
ନିଯୁକ୍ତି ପରେ ଅଧିକାଂଶ ସରକାରଙ୍କୁ ବୋଝ
ହାତଗଣତି ଚାରି ପାଞ୍ଚ ରାଜନେତାଙ୍କ ଯୋଗଦାନ ସରକାରରେ ରହିଛିଅନ୍ୟମାନେ ରାଜ୍ୟର ତିରୋଟ ସମୟରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତିଅର୍ଥନୀତି ଦୋହଲୁଥିବା ବେଳେ ଏଭଳି ଅକାମୀ ପଦବି ରଦ୍ଦ ହେବା ଦରକାର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ଗୋଟିଏ ଦଫାରେ!-->!-->!-->!-->!-->…
Read More...
Read More...
ଆଗକୁ ଭୟ ବଢାଇପାରେ ବାତ୍ୟା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟା ବାତ୍ୟା ଓଡ଼ିଶା ପ୍ରତି ବିପଦ ବଢାଇବା ଆଶଙ୍କାରେ ବଢିବାରେ ଲାଗିଲାଣି। ପାଣିପାଗ ବିଜ୍ଞାନୀମାନେ ଏମିତି ଢଙ୍ଗରେ ଏବେ ହିସାବ ଆରମ୍ଭ କଲେଣି। କିଛି ମଡେଲ୍ ସୂଚାଉଛି ଯେ ସୀମାରେ ଘଷି ହୋଇ ଗଲାବେଳେ ଗଞ୍ଜାମ ଠାରୁ ବାଲେଶ୍ବର!-->…
Read More...
Read More...
କଂଗ୍ରେସର ଭାଲୁ, ବିଜେପିର ବୁଲୁ; କେବଳ ଏତିକି
ସବୁ ଦଳର ତୁଙ୍ଗ ନେତା ନିରବ, ପ୍ରଶଂସା ଦିଆନିଆରେ ବ୍ୟସ୍ତ ରାଜ୍ୟ-କେନ୍ଦ୍ର ସରକାରବିରୋଧୀ କାହା ପାଖରେ ଉତ୍ତରଦାୟୀ, ରାଜ୍ୟ ସରକାର ନା ଲୋକଙ୍କପାଖରେକେନ୍ଦ୍ର ସରକାର ସହଯୋଗ କରିବେ ବୋଲି ରାଜ୍ୟ ସବୁକଥାରେ ନିରବ ରହିବେ କାହିଁକି?କଂଗ୍ରେସ ହାରୁଛି ବୋଲି ଲୋକଙ୍କ ସୁଖ ଦୁଃଖରେ ନ ରହେ,!-->…
Read More...
Read More...
ପାଗ ଭିଡ଼ିଲାଣି ବାତ୍ୟା, କେଉଁଆଡେ ମୁହାଁଇବ?
ଭୁବନେଶ୍ବର: ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି କ୍ଷେତ୍ର ୧୫ ତାରିଖ ସୁଦ୍ଧା ଶକ୍ତିଶାଳୀ ହୋଇ ଅବପାତ ରୂପ ନେବ ଓ ୧୬ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ଅଛି । ଏହି କ୍ଷେତ୍ର ୧୭ ତାରିଖ!-->…
Read More...
Read More...
ସଙ୍ଗରୋଧ କେନ୍ଦ୍ରରୁ ଆସୁଛି ବଡ଼ ବିପଦ
୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଗଲାମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଛୁଇଁଲା, ଗଞ୍ଜାମରେ ୨୧୦ପଞ୍ଚାୟତକୁ ୟୁନିଟ୍ କରି ପ୍ରଶାସକ ନିଯୁକ୍ତି କରିବାର ବେଳ ଆସିଲାଣିସଙ୍ଗରୋଧ କେନ୍ଦ୍ର ଭୂତାଣୁ ଡେଇଁଲେ ପରିସ୍ଥିତି ଅଣାୟତ ହୋଇଯାଇପାରେ
ଭୁବନେଶ୍ବର: ମାର୍ଚ୍ଚ ୧୫, ୨୦୨୦।!-->!-->!-->…
Read More...
Read More...
ସମରେ ହେବ କୋଭିଡ ପରୀକ୍ଷା
ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମନୋନୀତ
ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଆଉ ଏକ ବଡ ସଫଳତା ଯୋଡି ହୋଇଯାଇଛିି। ଓଡ଼ିଶାରେ କୋଭିଡ ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି।
ଶିକ୍ଷା ଓ ଅନୁସନ୍ଧାନ ଡିମଡ଼!-->!-->!-->!-->!-->…
Read More...
Read More...