Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ମୋଦୀ ଆସୁଛନ୍ତି, ପ୍ୟାକେଜକୁ ନଜର
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀ ଆଜି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବେ ଓ ବିମାନବନ୍ଦରରେ ହିଁ ସମୀକ୍ଷା ବୈଠକ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶା ପରିପ୍ରେକ୍ଷୀରେ ଏକ ବଡ଼ ବାର୍ତା!-->…
Read More...
Read More...
ନବୀନଙ୍କ ରାଜନୀତି କାର୍ଡ ଆଜି ବି ସମସ୍ତଙ୍କ ପାଇଁ ଅବୁଝା
ଗୁରୁବାର ପଶ୍ଚିମବଙ୍ଗ କ୍ଷୟକ୍ଷତି ନେଇ ଦୁଃଖ ପ୍ରକାଶ କରିଥିଲେ ନବୀନପଶ୍ଚିମବଙ୍ଗ ଲୋକଙ୍କ ସହିତ ଓଡ଼ିଶାବାସୀ ଅଛନ୍ତି ବୋଲି ଜଣାଇଥିଲେଶୁକ୍ରବାର ମମତାଙ୍କ ସହିତ କଥା ହୋଇ ସିଧାସଳଖ ସହଯୋଗ କଥା ଜଣାଇଲେପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନବୀନଙ୍କ ସକ୍ରିୟତା ନେଇ ରାଜନୀତିରେ କମ୍ପନ
!-->!-->!-->…
Read More...
Read More...
ସୁରକ୍ଷା ଦାୟିତ୍ବ ପ୍ରତିହାରୀଙ୍କ ହାତରେ
ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ପ୍ରତିହାରୀ ସେବାୟତଙ୍କ ଉପରେ କାହିଁ କେଉଁ କାଳରୁ ନ୍ୟସ୍ତ ରହିଛି। ଆଜି ଭଳି ଯେତେବଳେ ମାଳ ମାଳ ପୁଲିସ, ଥାନା ଶ୍ରୀମନ୍ଦିର ପାଇଁ ନ ଥିଲା, ସେତେବେଳେ ଶହ ଶହ ବର୍ଷ ଧରି ଏମାନେ ହିଁ ମହାପ୍ରଭୁଙ୍କ ସେବା କରିଆସୁଥିଲେ। ଭୋରରୁ ଦ୍ବାର!-->!-->!-->…
Read More...
Read More...
ଆଜି ନବୀନ, କାଲି ମୋଦୀ ଦେଖିବେ ‘ଅମ୍ଫାନ୍’ କ୍ଷତି
ଓଡ଼ିଶା ବାତ୍ୟା ମୁକାବିଲାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ବାଭାବିକ, ୧୦ ବ୍ଲକରେ କ୍ଷତି ଘଟାଇଲା ବାତ୍ୟାପାଖାପାଖି ୧୫ହଜାରରୁ ଅଧିକ ଘର ଭାଙ୍ଗି ନଷ୍ଟ ହୋଇଛି୪୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ପ୍ରାରମ୍ଭିକ ସୂଚନା
ଭୁବନେଶ୍ବର: ମହାବାତ୍ୟା!-->!-->!-->…
Read More...
Read More...
ଦୁଇଟି ବିପର୍ଯ୍ୟୟ, ଦୁଇଟି ଚ୍ୟାଲେଞ୍ଜ
କଠିନ ସମୟରେ ଗତି କରୁଛନ୍ତି ଓଡ଼ିଶା ସରକାରନବୀନ-ଧର୍ମେନ୍ଦ୍ର ଏକାଠି ବସି କରନ୍ତୁ ଯୋଜନାଗତବର୍ଷ ଦୁଇଟି ବାତ୍ୟା ସାମ୍ନା କରିଥିଲା ଓଡ଼ିଶାଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଲାମହାବାତ୍ୟା ଅମ୍ଫାନ କୋଳରେ ଝୁଲୁଛି ଉପକୂଳ
ଭୁବନେଶ୍ବର: ବଙ୍ଗୋପସାଗରରେ ଆସିଥିବା!-->!-->!-->!-->!-->…
Read More...
Read More...
ମହାପ୍ରଭୁଙ୍କ ସଂପର୍କରେ ଗୋଟିଏ ରୋଚକ କଥା
ଭୁବନେଶ୍ବର: ଯେ କୌଣସି ବଜାରକୁ ଗଲେ, ଦେଖିବାକୁ ମିଳେ ଯେ ବେଶୀ ଗହଳି ଲାଗି ରହିଥାଏ ପାନ ଦୋକାନରେ। କାହାର ଖାଇବା ପରେ ପାନ ଖାଇବାର ଅଭ୍ୟାସ ରହିଛି ତ ଆଉ କାହାର ପାନ ଖଣ୍ଡେ ନ ଜାକିଲେ ଫାଇଲରେ ଦସ୍ତଖତ କରିବାକୁ ହାତ ଯାଏନି। କିଏ ଖଟି କରିବା ବେଳେ ଏକାଧିକ ପାନ ଖାଇବାର ନଜିର ରହିଛି।
!-->!-->!-->…
Read More...
Read More...
ଆରମ୍ଭ ହେଲା ବର୍ଷା, କାଲି ବଡ଼ ପବନ
ଅତି ତୀବ୍ର ସାମୁଦ୍ରିକ ଝଡ଼ ରୂପ ଧରି ଆଗକୁ ବଢୁଛି ଅମ୍ଫାନ୍ଦୁର୍ବଳ ହୋଇଛି, ବୁଧବାର ଅପରାହ୍ନ ୪ଟାରେ ସ୍ଥଳଭାଗ ଛୁଇଁବଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ଆରମ୍ଭ, କାଲି ସକାଳୁ ପବନ ବଢି଼ବରାଜ୍ୟ ସରକାର ପ୍ରସ୍ତୁତି, ନବୀନଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ
ଭୁବନେଶ୍ବର: ଆକାଶରେ!-->!-->!-->…
Read More...
Read More...
ବଡ଼ ଦେଉଳରୁ ଆସିଲା କି ବଡ଼ ସଙ୍କେତ!
ଫନି ପୂର୍ବରୁ ଉଡ଼ିଯାଇଥିଲା ମହାପ୍ରଭୁଙ୍କ ନୀଳଚକ୍ରରୁ ବାନାଅମ୍ଫନ ପୂର୍ବରୁ ପୁଣି ନୀଳଚକ୍ରରୁ ବାନା ଉଡ଼ିଗଲା କାହିଁକି? ୨୧ବର୍ଷ ପରେ ମହାବାତ୍ୟା ଜାଣିଲା ରାଜ୍ୟ ଉପକୂଳ, ହେଲେ ଏଥର ସମୁଦ୍ର ଭିତରେପ୍ରଭାବକୁ ନେଇ କଳ୍ପନାଜଳ୍ପନା ଆରମ୍ଭ, ଉତ୍ତର ଓଡ଼ିଶାକୁ ବଡ଼ ବିପଦବାଲେଶ୍ବର, ଭଦ୍ରକ,!-->!-->!-->…
Read More...
Read More...
ଅଚଳ,ଅବୈଧ ଫାଷ୍ଟଟ୍ୟାଗ ଗାଡିରୁ ୨ଗୁଣା ଟୋଲ ଫି
ଭୁବନେଶ୍ବର: ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୋଲ (ପଥକର) ଆଦାୟ ସଂକ୍ରାନ୍ତ ନିୟମର ସଂଶୋଧନ କରାଯାଇ ଏକ ବିଜ୍ଞପ୍ତି ଚଳିତ ମାସ 15 ତାରିଖରେ ଜାରି କରାଯାଇଛି । ଏହା ଫଳରେ ୨୦୦୮ର ଜାତୀୟ ରାଜମାର୍ଗ ଦେୟ (ଦେୟ ନିର୍ଦ୍ଧାରଣ ଓ ସଂଗ୍ରହ) ଆଇନ ବଦଳିଛି ।
ନୂତନ ବିଜ୍ଞପ୍ତି!-->!-->!-->…
Read More...
Read More...
ଅମ୍ଫାନ୍ ବିଶାଳ ଶରୀର ଧରି ଆଗଉଛି
ଉତ୍ତର ଓଡ଼ିଶାକୁ ବିପଦ ବଢୁଛି, ପବନର ବେଗ ୧୩୫ କିମି ଯାଏ ଘଣ୍ଟାପ୍ରତି ଛୁଇଁପାରେଅଧିକ ଶକ୍ତିଶାଳୀ ହେଉଛି, ଓଡ଼ିଶା ଉପକୂଳରେ ଘଷି ହୋଇଯିବା ଆଶଙ୍କା ବଢିଲା
ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା "ଅମ୍ଫାନ୍" ଶେଷ ୬ ଘଣ୍ଟା ରେ ୬ କିମି ବେଗରେ ଉତ୍ତର!-->!-->!-->…
Read More...
Read More...