Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
୪ ରାଜ୍ୟସଭା ଆସନ ପାଇଁ ଭୋଟ ୨୬ରେ
ଭୁବନେଶ୍ବର: ଓଡ଼ିଶାର ୪ଟି ଆସନ ସମେତ ଆଗକୁ ଖାଲି ପଡୁଥିବା ପ୍ରାୟ ୫୫ଟି ରାଜ୍ୟସଭା ପଦବି ଲାଗି ଆଜି ଭାରତର ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ଜାରି ହେବ। ସେହିଦିନ ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ!-->…
Read More...
Read More...
ନବୀନଙ୍କ ନିର୍ବାଚନ ମନ୍ତ୍ର ବୁଝିପାରୁନାହାନ୍ତି
ଭୁବନେଶ୍ବର: ୨୦୧୪ ନିର୍ବାଚନରେ ୩୫ ବିଧାୟକଙ୍କ ଟିକେଟ୍ କାଟିଥିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ୬ ଜଣ ସାଂସଦଙ୍କର ବି ଟିକେଟ୍ କଟିଥିଲା। ୨୦୧୯ରେ ଦଳର ଅନେକ ତୁଙ୍ଗ ନେତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ଦେବା ପରେ ୪୧ ନୂଆ ବିଧାୟକଙ୍କୁ ଗୃହକୁ ଜିତାଇ ଆଣିବାରେ ସକ୍ଷମ!-->!-->!-->…
Read More...
Read More...
ନବୀନଙ୍କ ସାମ୍ନାରେ ବିରୋଧୀ ନିଷ୍ପ୍ରଭ କାହିଁକି?
ଭୁବନେଶ୍ବର: ଆସନ୍ତା ୨୬ ତାରିଖ ଦିନ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ଦଳରେ ରାଜାଭିଷେକ ହେବ। ବିଜେଡି ଫୁଲଦମରେ ଏଥିପାଇଁ ପ୍ରସ୍ତୁତି ଚଳାଇଛି। ଅନ୍ୟ ଜାତୀୟ ଓ ଆଞ୍ଚଳିକ ଦଳ ଭିତରେ ନେତୃତ୍ବ ବିରୋଧରେ କିଛି ଶକ୍ତି ମୁଣ୍ଡ ଟେକିବା ଆଦୌ ନୂଆ କଥା ନୁହେଁ। ହେଲେ ନବୀନ ପଟ୍ଟନାୟକଙ୍କ!-->!-->!-->…
Read More...
Read More...
ସବୁ ରେକର୍ଡକୁ ଅତିକ୍ରମ କରିଗଲେ
ଭୁବନେଶ୍ବର: ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ଆଜି ଦଳୀୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଲଗାତାର ଅଷ୍ଟମ ଥର ଲାଗି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କୁ ବିଧିବଦ୍ଧ ଭାବେ!-->!-->!-->…
Read More...
Read More...
ଗୋଳମାଳିଆ ଧରୁଛି ବିଜେପି ରଣନୀତି
ଓଡ଼ିଶାର ଭୋଟର ବାର୍ତା ଦେଲେ, ବିଜେପି ଶୀର୍ଷ ନେତୃତ୍ବ ଶିଖିଲେନିପ୍ରତି ରାଜ୍ୟରେ ବିଜେପିକୁ ଲୋଡା ହେଲାଣି ମିନି ମୋଦୀ
ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନରେ ବିଜେପିର ଶକ୍ତ ପରାଜୟ ପରେ ଭାରତ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବିଜେପି ପରାଜୟର କାରଣ ଖୋଜିବା ଲାଗି!-->!-->!-->!-->!-->…
Read More...
Read More...
ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?
ଭୁବନେଶ୍ବର: ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପୁରୀ ଗସ୍ତ ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ରକ୍ତ ପଡିଲା ପୁରୀ କଂଗ୍ରେସ କାର୍ଯ୍ୟାଳୟରେ। ୨ଟା ଦିନ ବିତିନି, ଭଦ୍ରକ କଂଗ୍ରେସ କାର୍ଯ୍ୟାଳୟରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ!-->!-->!-->…
Read More...
Read More...
ନୂଆ ସହର ଗଢିବେ ସରକାର
ଭୁବନେଶ୍ବର: ରାଜ୍ୟ ସରକାର ଅଧିକ ସହରାଞ୍ଚଳ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଅର୍ଥମନ୍ତ୍ରୀ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ସେଥିରୁ ଏଭଳି ସଙ୍କେତ ମିଳୁଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ!-->!-->!-->…
Read More...
Read More...
ଚାପ ବଢାଉଥିବା ଗୋଷ୍ଠୀରେ ପୁଡୁଚେରି ସାମିଲ
ସିଏଏ ରଦ୍ଦ ପାଇଁ ସଂକଳ୍ପ ପାରିତ ହେଲା ବିଧାନସଭାରେବିଜେପିର ସିଏଏ ସପକ୍ଷ ଅଭିଯାନ ପ୍ରଭାବହୀନ ହେଉଛିଓଡ଼ିଶାରେ ବି ଚାପରେ ସରକାର, ଏକାଠି ହେଉଛନ୍ତି ଲୋକେ
ନୂଆଦିଲ୍ଲୀ: ଦିଲ୍ଲୀ ଆସନ ହରାଇବାର ଚାପରେ ସନ୍ତୁଳି ହେଉଥିବା ବେଳେ କେନ୍ଦ୍ର ସରକାରଙ୍କୁ ପୁଣି ଏକ ଜବରଦସ୍ତ ଧକ୍କା!-->!-->!-->!-->!-->…
Read More...
Read More...
ଗାନ୍ଧୀ ପରିବାରକୁ ଛାଡିବା ବେଳ ଆସିଗଲା?
ଦିଲ୍ଲୀକୁ ଛାଡି ନିଜେ ବାଛିବାକୁ ପଡିବ ନେତାଦିଲ୍ଲୀ ଭଳି ହୋଇପାରେ ପୌର, ପଞ୍ଚାୟତ ଫଳ
ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନ ଫଳାଫଳ ଏବେ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ଯାହା ଆଶା କରାଯାଉଥିଲା, ତାହା ଘଟିଲା। ସାଧାରଣ ନିର୍ବାଚନରେ ଯେଉଁ ଭୋଟର ପ୍ରଧାନମନ୍ତ୍ରୀ!-->!-->!-->!-->!-->!-->!-->!-->!-->…
Read More...
Read More...
ଚିନ୍ତା ବଢାଇଲା ଚତୁର୍ଥ ଆସନ
ବିଧାନସଭା ସଂଖ୍ୟା ଦୃଷ୍ଟିରୁ କାହା ସପକ୍ଷରେ ଯାଉନି ଚତୁର୍ଥ ଆସନପ୍ରଥମ ତିନିଟି ଆସନ ବିଜେଡିକୁ ଯିବା ନିଶ୍ଚିତ, ଅକଳରେ କଂଗ୍ରେସବିଜେଡିକୁ ସମର୍ଥନ କଲେ ମନା, ଅନୁପସ୍ଥିତ ରହିଲେ ସମାଲୋଚନା ଡରବିଜେପି-ବିଜେଡି ମିଶିକି ଲଢିଲେ, ଚତୁର୍ଥ ଆସନ ପଦ୍ମ ନେଇପାରେନବୀନଙ୍କ ପାଇଁ ସମ୍ମାନଜନକ!-->…
Read More...
Read More...