Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍ଲେଟ୍ ବାଣ୍ଟିଲେ ଯୋଗୀ
Browsing Category
TOP STORIES
୧୩ରେ ଲଘୁଚାପ, ଭୀଷଣ ବାତ୍ୟା ରୂପ ନେବ!
ଭୁବନେଶ୍ବର: ଦକ୍ଷିଣ ଆଣ୍ଡମାନ ସାଗର ରେ ଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗ ରେ ଗତି କରୁଛି। ଏହି କ୍ଷେତ୍ର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସମଗ୍ର ବଙ୍ଗୋପସାଗର ରେ!-->…
Read More...
Read More...
୨୦ରେ ଖାତାଦେଖା, ଜୁଲାଇ ଶେଷରେ ମାଟ୍ରିକ୍ ପରୀକ୍ଷା ଫଳ!
ଭୁବନେଶ୍ବର: ଜୁଲାଇ ଶେଷ ବେଳକୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ଆସନ୍ତା ୨୦ ତାରିଖରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ହେବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ଯୋଜନା ହୋଇଛି। ଖାତା ଦେଖା ବେଳେ!-->…
Read More...
Read More...
ବିଜେଡି-ବିଜେପି ଛାୟା ଯୁଦ୍ଧ ଆରମ୍ଭ
ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କଲେ ଶାରଦା ପ୍ରଧାନ
ଭୁବନେଶ୍ବର: ବିଜେଡି ସରକାର ଯେତେବେଳେ ଯାହା କହୁଥିଲେ, ତାହାକୁ ସମର୍ଥନ କରୁଥିଲା ବିଜେପି। ଫନି ଠାରୁ କରୋନା ଯାଏ, ସବୁକଥାରେ ରାଜ୍ୟ ସରକାରଙ୍କୁ ଆଖିବୁଜା ସମର୍ଥନ ମିଳିଛି। ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ନିଷ୍ପତ୍ତି!-->!-->!-->…
Read More...
Read More...
ପ୍ରବାସୀଙ୍କ ରାସ୍ତା ପୁଣି ଖୋଲିଦେଲେ ସୁପ୍ରିମକୋର୍ଟ
ହାଇକୋର୍ଟଙ୍କ ନିର୍ଦେଶ ଉପରେ ସର୍ବୋଚ୍ଚନ୍ୟାୟାଳୟଙ୍କ ରହିତାଦେଶହାଇକୋର୍ଟ କହିଥିଲେ, ନେଗେଟିଭ୍ ଥିଲେ ହେଁ ପ୍ରବାସୀ ରାଜ୍ୟକୁ ପଶିବେଅକଳରେ ପଡିଗଲେ ରାଜ୍ୟ ସରକାର, ପ୍ରବାସୀଙ୍କ ସହିତ ଆସୁଛି କରୋନା ଭୁତାଣୁ
ଭୁବନେଶ୍ବର: ନେଗେଟିଭ୍ ହେଲେ ହିଁ ପ୍ରବାସୀ ଶ୍ରମିକ ଓ଼ଡ଼ିଶା!-->!-->!-->!-->!-->…
Read More...
Read More...
ସୀତା ଏବେ ସ୍ବାଧୀନତା ସଂଗ୍ରାମୀ!
ନୂଆଦିଲ୍ଲୀ: ଶୀର୍ଷକ ପଢି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ପ୍ରଭୁ ରାମଚନ୍ଦ୍ରଙ୍କର ପତ୍ନୀ ମାତା ସୀତା ସ୍ବାଧୀନତା ସଂଗ୍ରାମୀ ବୋଲି କେହି କହୁନାହାନ୍ତି। ବରଂ କଥାଟି ହେଲା ପୌରାଣିକ କଥାବସ୍ତୁ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିବା ଦୀପିକା ଚିଖଲିଆ ଏବେ ସ୍ବାଧୀନତା!-->…
Read More...
Read More...
କରୋନା କେତେ ଘାତକ, ଜାଣନ୍ତୁ
ସରକାରଙ୍କୁ ସତର୍କ କରାଇଲେ ଡାକ୍ତର ଶ୍ରୀନାଥ ରେଡ୍ଡିଆଶା ଦେଖାଇଲେ, ଖୁବ୍ ଶୀଘ୍ର ଆସିଯିବ କରୋନା ଟିକା
ଭୁବନେଶ୍ବର: କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ। ତା ସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତଃନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ। କେତେକ କ୍ଷେତ୍ରରେ ଏହା!-->!-->!-->…
Read More...
Read More...
ବଦଳିଗଲା କରୋନା ଗଣିତ
ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ସର୍ବନିମ୍ନ ସାମାଜିକ ଦୂରତ୍ବ ନ ରଖି ବସରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଅନୁମତି ଦିଆଯିବା ଘଟଣାର ଏବେ ସାଂଘାତିକ ପ୍ରଭାବ ପଡିଛି। ଏଯାଏ ଆଦୌ ସଂକ୍ରମିତ ହୋଇନଥିବା ଗଞ୍ଜାମ ଜିଲ୍ଲା ଗୋଟିଏ ଧାପରେ ରେଡ୍ ଜୋନକୁ ଯାଇଛି। ଯାଜପୁର,!-->…
Read More...
Read More...
ସୁରତ ଫେରନ୍ତାଙ୍କୁ ଏବେ ବସ ମନା
କୋଭିଡ୍-୧୯ ପ୍ରସ୍ତୁତିକୁ ନେଇ ତନାଘନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପ୍ରତିଦିନ ୧୫ ହଜାର ଟେଷ୍ଟିଂ ହେବ, ଶିଳ୍ପ ପାଇଁ ଆସିବ ଆଦର୍ଶ ନୀତିମିସନ ଶକ୍ତି ମହିଳାଙ୍କୁ ମିଲ୍ ପିଛା ମିଳିବ ୨ ଟଙ୍କାର ପ୍ରୋତ୍ସାହନ ରାଶି ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର!-->…
Read More...
Read More...
ଜୋର ଧରୁଛି ଲୁଲୁ-ବୁଲୁ ଲଢେଇ
କଟକ ଜିଲ୍ଲା ମାହାଙ୍ଗାରେ ମୁହାଁମୁହିଁ ସ୍ଥିତିରେ ବିଜେଡି-ବିଜେପିସାହିତ୍ୟ ମାଟିରେ ରାଜନୀତିର କମ୍ପନ,ବଳ କଷାକଷି ଚାଲିଛିପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀପୂର୍ବରୁ ବିଭିନ୍ନ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର
ଭୁବନେଶ୍ବର: ନିର୍ବାଚନ!-->!-->!-->!-->!-->…
Read More...
Read More...
ଲୋକେ ପ୍ରଶ୍ନ କଲେ, ଧର୍ମେନ୍ଦ୍ର ଉତ୍ତର ଦେଲେ
ଫେସବୁକ ଲାଇଭରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନତୈଳ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ, ଆଶ୍ବସ୍ତ ହେଲେ ପ୍ରଶ୍ନକର୍ତାଲକଡାଉନରେ ଗରିବଙ୍କୁ ସହାୟକ ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାଗ୍ୟାସ ବିତରଣକୁ!-->…
Read More...
Read More...