ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

TOP STORIES

ଅପରାଗତା ନା ନବୀନଙ୍କ ବିରୋଧରେ ଷଡ଼ଯନ୍ତ୍ର!

ସମଗ୍ର ରାଜ୍ୟରେ କୁକୁର କାମୁଡା ଇଞ୍ଜେକସନ୍ ସରିଗଲା କିପରି?କେଉଁ ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ, ଔଷଧ ନିଗମ ଜାଣିପାରିଲେନି?ରାଉରକେଲାରେ ଅଭାବନୀୟ ପରିସ୍ଥିତି, ଧାରଣା ଦେଲେଣି ରୋଗୀକାହା ଭୁଲ୍, '୫ଟି'ରେ କିଏ ଦଣ୍ଡ ପାଇବ ତାକ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ଭୁବନେଶ୍ବର: କୁୁକୁର
Read More...

ଜାତୀୟ ରାଜପଥ ଜଗିବେ ଅବସରପ୍ରାପ୍ତ ପୁଲିସ

୧୧୯ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନାମାସିକ ୧୭ ହଜାର ଟଙ୍କା ଦରମାରେ ସେମାନେ କାମ କରିବେସଡକ ସୁରକ୍ଷା ପାଣ୍ଠିରୁ ଖର୍ଚ୍ଚ ହେବ ଗାଡି, ତେଲ ଆଦି ବାବଦ ଅର୍ଥ ଭୁବନେଶ୍ବର: ସଡକ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଜାତୀୟ
Read More...

ସରକାରୀ କର୍ମଚାରୀଙ୍କୁ ଇସ୍ତଫା ମହଙ୍ଗା

ନୂଆଦିଲ୍ଲୀ: କିଛି ବର୍ଷ କାମ କରିବା ପରେ ସରକାରୀ କର୍ମଚାରୀଙ୍କ ଚାକିରି ଉପରୁ ମୋହ ତୁଟିଯାଉଥିଲା। କିଏ ବଡ଼ ଚାକିରି ପାଇଁ , ଆଉ କିଏ ରାଜନୀତି ମଇଦାନରେ ପାଦ ଥାପିବା ଲାଗି ଇସ୍ତଫା ଦେଉଥିଲେ। ସରକାର କର୍ମଚାରୀଙ୍କୁ ଏ କ୍ଷେତ୍ରରେ ବଡ଼ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲଚ ଏକ ରାୟରେ
Read More...

ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଏବେ ନୁହେଁ, କାହିଁକି ଜାଣନ୍ତୁ

ନୂୁଆଦିଲ୍ଲୀ: ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଏବେ ନିକଟରେ ଦିଆଯିବାର ସମ୍ଭାବନା କ୍ଷୀଣ। ନିକଟରେ, ଏପରିକି ଯେ କୌଣସି ମୁହୂର୍ତରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଉଛି, ସେଥିରେ ସତ୍ୟତା କମ୍ ରହିଥିବା ଜଣାପଡୁଛି। କାରଣ ଆମ ବ୍ୟବସ୍ଥାରେ ଏମିତି
Read More...

ବିରୋଧୀ ଘାଣ୍ଟିଲେଣି, ବିଜେଡି ଚୁପ୍

ଭୁବନେଶ୍ବର: ଦଳୀୟ ଫୋରମରେ ମୁହଁ ଖୋଲିଲେ ବଜ୍ର ଭଳି କଥା ବାହାରୁଛି। ସଭାସମିତିରେ ଭାଷଣ ଦେବା ବେଳେ ଅନର୍ଗଳ ଗର୍ଜନ ତର୍ଜନ କରୁଛନ୍ତି। ହେଲେ ଗଣମାଧ୍ୟମରେ କି ବିରୋଧୀ ଶକ୍ତିକୁ ମୁକାବିଲା କରିବାରେ ପଛୁଆ କାହିଁକି? ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିରେ ଦଳୀୟ ନେତା ଖୁସି ନୁହଁନ୍ତି
Read More...

ଶୀତ ଋତୁରେ ବର୍ଷାର ଡର

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟକୁ ଶୀତ ଫେରିବାର ସମ୍ବାବନା ନାହିଁ। ବରଂ ୧୪ ଓ ୧୫ ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଦେବଗଡ ଭଳି ଜିଲ୍ଲାକୁ ବର୍ଷାର ଡର ରହିଛି। ଏସବୁ ଜିଲ୍ଲାରେ ଘଡଘଡି ସହିତ ଅଳ୍ପ ବର୍ଷା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।
Read More...

ହାତୀ ବେକରେ ଲାଗିବ ରେଡିଓ କଲାର

ଭୁବନେଶ୍ବର: ଓଡ଼ିଶାରେ ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଢିଛନ୍ତି। ଭୁବନେଶ୍ବର ଜୟଦେବ ଭବନରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଆନୁକୂଲ୍ୟରେ ହାତୀ-ମଣିଷ ମଧ୍ୟରେ ସୃଷ୍ଟି ହେଉଥିବା ମୁହାଁମୁହିଁ ପରିସ୍ଥିତି ସଂପର୍କରେ ଏକ କର୍ମଶାଳା ଚାଲିଥିବା ବେଳେ ଅନ୍ୟପଟରେ ଆଜି ପ୍ରଧାନ ମୁଖ୍ୟ ବନ
Read More...

ଫେବ୍ରିକ୍ ଷ୍ଟଲରେ ଝଲସିବ ବେଳାଭୂମି

୪ମାସରେ ସରିବ ସ୍ବର୍ଗଦ୍ବାର ନବକଳେବର କାର୍ଯ୍ୟବେଳାଭୂମିରେ ୨୦୦୦ ଉଠାଦୋକାନୀ ଥଇଥାନ ହେବେ ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ସ୍ବର୍ଗଦ୍ବାର ନବୀକରଣ ପାଇଁ ଗୋଟିଏ ପଟେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟରେ ପୁରୀ ବେଳାଭୂମିକୁ ବିଶ୍ବରେ ଅନନ୍ୟ ଭାବେ ଗଢିତୋଳିବା
Read More...

ସହଯୋଗୀ ଏମିତି ଥିଲେ, ସଫଳତା ଆସିବ

ଡିସେମ୍ବର ୧୧ ତାରିଖ ପ୍ରଧାନମନ୍ତ୍ରୀଙ୍କ ପାଇଁ ମନେରଖିବାର ଦିନସଂସଦର ଅନୁମୋଦନ ଲାଭ କଲା ନାଗରିକତା ସଂଶୋଧନ ବିଲ୍ଗୁଜରାଟ ଦଙ୍ଗାରେ ନାନାବତୀ କମିସନ କ୍ଲିନ୍ ଚିଟ୍ ଦେଲେ ମୋଦୀଙ୍କୁରାଜ୍ୟସଭାରେ ସଂଖ୍ୟା ନଥାଇ ବି ତିନି ତଲାକ୍, ଧାରା ୩୭୦ରେ ମୋହରସଂପର୍କ ସୁଧାରିବା କ୍ଷେତ୍ରକରେ
Read More...

କାହା ହାତକୁ ଯିବ ବିଜେଡି ମହିଳା ସଂଗଠନ?

ଦଳରେ ଏଯାଏ ଅବହେଳିତ ହୋଇ ରହିଛି ମହିଳା ସଂଗଠନସରକାରକୁ ସୁରକ୍ଷା ଦେଇପାରିନାହାନ୍ତି ମହିଳା ନେତ୍ରୀସଭାପତି ଦୌଡରେ ସରୋଜିନୀ, ଲତିକା, ସ୍ନେହାଙ୍ଗିନୀଉପଯୁକ୍ତ ନେତ୍ରୀଙ୍କୁ ଖୋଜିବା ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ଲାଗି ପୂରା ଦମରେ ପ୍ରସ୍ତୁତି
Read More...