ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

TOP STORIES

ଯୁବକଙ୍କ ପ୍ରତି ଅଧିକ ବିପଦ!

ମାର୍ଚ ସୁଦ୍ଧା ସବୁ ବ୍ଲାକସ୍ପଟ୍ ଚିହ୍ନଟ ହେବଚଳିତବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛିଦୁର୍ଘଟଣାରେ ମୃତ୍ୟୁ ହାର ୧୨ ପ୍ରତିଶତ କମିଛିଆଗକୁ ଯାନବାହନ ଯାଞ୍ଚ ପୁଣି କଡାକଡି ନିଷ୍ପତ୍ତି ଭୁବନେଶ୍ବର: ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ଵିତୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।
Read More...

ନାଗରିକତା ସଂଶୋଧନ ଆଇନ: ଏକ ଦୃଷ୍ଟିପାତ

।। ସୁଜାତା ପାଢ଼ୀ।। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ମଧ୍ଯ। ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଲୋକ ଏଠାକୁ ଆସିଛନ୍ତି। ଆମକୁ ଶାସନ କରିଛନ୍ତି। ସମୟକ୍ରମେ ଦୁଃଖଦ ପରିସ୍ଥିତିରେ ଆମ ଦେଶ ବିଭାଜନ ହୋଇଛି । ହିନ୍ଦୁ, ଜୈନ, ବୌଦ୍ଧ ଅନେକ ଧର୍ମ ଯାହାଙ୍କ
Read More...

ଏବେ ଶୀତ ଲେଉଟିବ

ଭୁବନେଶ୍ବର: ପୁଣି ଥରେ ଓଡ଼ିଶାକୁ ଶୀତ ଫେରିବ। ଆଜିଠାରୁ ଶୀତ ମୁହଁ ଫେରାଇବା ଆରମ୍ଭ କରିଛି। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ୨-୪° ସେଣ୍ଟିଗ୍ରେଡ୍ ଯାଏ କମିଯିବ। ୧୯ ଓ ୨୦ ତାରିଖ ବେଳକୁ ରାତିରେ ପାରଦ ପଶ୍ଚିମ ଓ ଅଭ୍ୟନ୍ତର ଜିଲ୍ଲାରେ ୩-୪° ଯାଏ କମିଯାଇଥିବ। ସେହିପରି
Read More...

ଓହରିଗଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ବେଞ୍ଚରୁ ଆଜି ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଓହରିଯାଇଛନ୍ତି। ଏହି ମାମଲାର ଦୋଷୀ ଅକ୍ଷୟ ସିଂଙ୍କ ରିଭ୍ୟୁ ପିଟିସନ ଶୁଣାଣି ପୂର୍ବରୁ ପ୍ରଧାନ ବିଚାରପତିଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଏହି ମାମଲାରେ ପୀଡିତାଙ୍କ ପକ୍ଷରୁ ଏକଦା
Read More...

ଶ୍ରୀଧରଙ୍କ ହାତରେ ନାଲକୋ ଦାୟିତ୍ବ

ଭୁବନେଶ୍ବର: ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ କେନ୍ଦ୍ର ସରକାର ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲଗାଇବା ପରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ
Read More...

କିଛି କଥା ଯେବେ ମୁଖ୍ୟମନ୍ତ୍ରୀଙ୍କ ନଜରରେ ପଡେ…

କୋରାପୁଟର ନକୁଳ ପେଣ୍ଠିଆ ପରିବାର ପାଖରେ ପହଞ୍ଚିଲେ ସରକାରନକୁଳଙ୍କ ପୁଅର ଚିକିତ୍ସା କଟକରେ ବଡ଼ ମେଡିକାଲରେ ଆରମ୍ଭ କରାଗଲାପୂର୍ବରୁ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଏମସ ଯାଇ ନେଇଥିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ଗଣମାଧ୍ୟମ ଯେବେ ସାଧାରଣ ଲୋକଙ୍କ କଥା କୁହେ, ଆଉ ସରକାର
Read More...

ଏସଆଇଟି ଦେଲା କୁନ୍ଦୁଲି ରିପୋର୍ଟ

ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ସପ୍ତାହେ ସମୟ ମାଗିଥିଲେଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସମୟ ଦେଲେ ହାଇକୋର୍ଟ୩ଜଣ ଏସଆଇଟି ଗଠନ କରି ତଦନ୍ତ କରାଉଥିଲେ କୋର୍ଟବହୁ ଚର୍ଚ୍ଚିତ ଏହି ମାମଲାରେ ସରକାର ପୂର୍ବରୁ କମିସନ ବସାଇଥିଲେ ଭୁବନେଶ୍ବର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ
Read More...

ନିଜ ଗୋଡରେ ଚୋଟ ମାରୁଛି ବିଜେପି!

ଭୁବନେଶ୍ବର: କାହା ଦୟାରେ ନୁହେଁ, ଲଢି ଲଢି ରାଜ୍ଯ ବିଜେପି ତିନି ନମ୍ବରରୁ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ବିଜେପି ଏହି ସଫଳତା ପାଇଛି, ଏଥିରେ କେହି ଦ୍ବିମତ ହେବେ ନାହିଁ। କିନ୍ତୁ ସାଧାରଣ ନିର୍ବାଚନ ପରେ ବିଜେପିର
Read More...

ଚିଲିକାକୁ ମାଡ଼ି ଆସୁଛି ବିପଦ!

ମହାନଦୀ କାରଣରୁ ଜୈବ ବିଭିଦତା ପ୍ରତି ବିପଦ ରହିଛିବିପର୍ଯ୍ୟୟ କାରଣରୁ ଅଧିକରୁ ଅଧିକ ମୁହାଣ ଖୋଲୁଛିଶୀତ ହେଲାନି, ଅଧାରୁ କମ୍ ପକ୍ଷୀ ଏଯାଏ ଆସିଛନ୍ତିମାତିଲେଣି ଶିକାରୀ, ୬୦ରୁ ଅଧିକ ପକ୍ଷୀଙ୍କୁ ମାରିଦେଲେ ଭୁବନେଶ୍ବର: ନୀଳାମ୍ବୁ ଚିଲିକାକୁ ବିପଦ ମାଡି ଆସୁଛି। ମହାନଦୀରେ ଜଳସ୍ତର
Read More...

ଦିନଗଡୁଛି, ବିପଦ ବଢୁଛି

ମହାନଦୀ ଜଳବିବାଦ ଶୁଣାଣି ଫେବୃଆରି ପହିଲାକୁ ଘୁଞ୍ଚିଲାଜାନୁଆରି ଦ୍ବିତୀୟ ଥର କ୍ଷେତ୍ର ପରିଦର୍ଶନ ପାଇଁ ନିଷ୍ପତ୍ତି ଭୁବନେଶ୍ବର: ମହାନଦୀ ମହାବିବାଦ ପ୍ରସଙ୍ଗ ଏବେ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ। ଆଜି ମାମଲାର ଶୁଣାଣି ଥିଲା। ଉଭୟ ରାଜ୍ୟ ତାଙ୍କ ମତ ରଖିବାପରେ ଟ୍ରିବ୍ୟୁନାଲ ଏହାର
Read More...