ପ୍ରମୁଖ ଖବର

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବାଣ୍ଟିଲେ ଯୋଗୀ
Browsing Category

TOP STORIES

ଆଇନ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ବର: ଓଡ଼ିଶା ପାଇଁ ଖୁସି ଖବର। ଶେଷରେ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ଯାଳୟରେ ଓଡ଼ିଆ ପିଲାମାନଙ୍କ ପାଇଁ ୨୫% ଆସନ ସଂରକ୍ଷଣ ରହିବ। ଆଜି ଏକ ସ୍ବତନ୍ତ୍ର ବୈଠକରେ ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଆଇନ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ…
Read More...

ଆଇଏଏସ୍ ବାବୁଙ୍କୁ ‘ମୋ ସରକାର’ ଛାଟ; ଟଙ୍କା ନେବା ବେଳେ ଧରାପଡିଲେ ବିଜୟ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବାବୁଙ୍କୁ ବଡ଼ ଝଟକା ଦେଇଛନ୍ତି। ଲାଞ୍ଚ ନେଉଥିବା ଅଭିଯୋଗରେ ଯୁବ ଆଇଏଏସ୍ ଅଫିସର ତଥା ଉଦ୍ୟାନ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଧରିଛି। ସେ ଏକ ବିଲ ଅନୁମୋଦନ ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…
Read More...

ରେକର୍ଡ ଭାଙ୍ଗୁଛି ସୋନପୁର, ଥରୁଛି ଓଡ଼ିଶା

ଭୁବନେଶ୍ବର: ସୋନପୁରରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଠାରୁ ବି କମ୍। ରାତିର ତାପମାତ୍ରା ୩.୪ ଡିଗ୍ରି ସେଲସିୟସକୁ ଛୁଇଁଛି। ଅନୁଗୁଳ ତାପମାତ୍ରା ରେକର୍ଡ ପଛରେ ଧାଇଁଛି। ଶନିବାର ରାତିରେ ସେଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରିରେ ପହଞ୍ଚିଛି। କନ୍ଧମାଳରେ…
Read More...

ବଡ଼ କଥାଟିଏ କହିଦେଲେ ସୋରେନ୍

ଓଡ଼ିଶା ବିଜେପି ଓ କଂଗ୍ରେସ ନେତା ଏଇଠୁ ଶିଖିବା କଥାଆନ୍ଧ୍ରରେ ରାଜଶେଖର ସମାନ ନୀତି ପ୍ରୟୋଗ କରିଥିଲେ୧୯୯୫ରେ ଜାନକୀବଲ୍ଲଭଙ୍କ ଗଣିତ ବି ସେୟା ଥିଲା ଭୁବନେଶ୍ବର: ୨୦୧୪ ନିର୍ବାଚନରେ ଝାଡଖଣ୍ଡରେ ବିଜେପି ୩୧.୨୬% ଭୋଟ ପାଇଥିଲା। ଏଥର ଏହା ବୃଦ୍ଧିପାଇ ୩୩.୩୭% %ରେ ପହଞ୍ଚିଛି। ଦଳର…
Read More...

ଖଣି ସୁରକ୍ଷା ପାଇଁ ପୁରସ୍କୃତ

ଭୁବନେଶ୍ବର: ଚଳିତ ବର୍ଷର ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ଏସେଲ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡର କୋଇଡା ଲୌହ ଖଣି ଖଣି ସୁରକ୍ଷାର ବିଭିନ୍ନ ବର୍ଗରେ ଉତ୍କର୍ଷତା ପ୍ରତିପାଦନ କରି ଚାଇଁବସା ଖଣି ସୁରକ୍ଷା ମଣ୍ଡଳରେ ପ୍ରତିଷ୍ଠା ଅର୍ଜନ କରିପାରିଛି। ଚଳିତ ମାସ ୨୨ ତାରିଖରେ…
Read More...

୨୭ ପରେ ଥଣ୍ଡା ଫେରିବ

ଭୁବନେଶ୍ବର: ଆସନ୍ତା ୨୭ ତାରିଖ ପରେ ରାଜ୍ୟରେ ପୁଣି ଥଣ୍ଡା ବଢିବ। ଶୀତରେ କମ୍ପିବ ଓଡ଼ିଶା। ପାଣିପାଗ ବିଜ୍ଞାନୀ ଏମିତି ପୂର୍ବାନୁମାନ କରୁଛନ୍ତି।ତେବେ ଏକ ଗୁରୁଚାପ ପ୍ରଭାବର ୨୭ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିପାରେ। ସାର୍ଥକ ମିଶ୍ରଙ୍କ ପୂର୍ବାନୁମାନ କହୁଛି, ୨୬ରୁ ଉତ୍ତର…
Read More...

କାହା ସପକ୍ଷରେ ଯିବ ବାରବାଟୀ

ଭୁବନେଶ୍ବର: ଆଉ କିଛି ମୁହୂର୍ତ ପରେ ବାରବାଟୀରେ ଭାରତ ଓ ଵେଷ୍ଟଇଣ୍ଡିଜ୍ ମୁକାବିଲା। ୩ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତି ବରାବର ସ୍ଥିତିରେ ଅଛନ୍ତି। ଏଣୁ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଅତି ହାଇଭୋଲଟେଜ୍ ମ୍ୟାଚରେ…
Read More...

ନବୀନଙ୍କ ବିରୋଧରେ ଲଢିବ କିଏ?

ମୁକାବିଲା ସ୍ଥିତିକୁ ଆସିବାକୁ ପ୍ରସ୍ତୁତ ନୁହେଁ ବିରୋଧୀଅନ୍ତଃକନ୍ଦଳରେ ମାତିଛନ୍ତି ବିଜେପି ଓ କଂଗ୍ରେସଲୋକଙ୍କର ବିଶ୍ବାସଭାଜନ ହୋଇପାରୁନାହାନ୍ତିବଢିବା ବଦଳରେ ଦିନକୁ ଦିନ ଦୁର୍ବଳ ହେଉଛନ୍ତି୨୦୨୦ରେ ପୌର ନିର୍ବାଚନ ସାମ୍ନା କରିବେ କେମିତି? ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ…
Read More...

ନବୀନଙ୍କ ଟିମକୁ ମୁକାବିଲା କରିବେ?

ଭୁବନେଶ୍ବର: ବିଜେପି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପ୍ରକ୍ରିୟାରେ ପହଞ୍ଚିଛି। ଦଳ ଶୁକ୍ରବାର ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା କରିଛି। ଖୁବ ଶୀଘ୍ର ରାଜ୍ୟ ସଭାପତି ନାମ ଘୋଷଣା କରାଯିବ। ବିଜେପି ଉପସଭାପତି ସମୀର ମହାନ୍ତି ସଭାପତି ହେବା ସମ୍ଭାବନା ଅଧିକ ବୋଲି ଦଳୀୟ ନେତାମାନେ…
Read More...

ବିଜେପି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର, ତା.୨୦/୧୨ : ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ…
Read More...