ପ୍ରମୁଖ ଖବର

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବାଣ୍ଟିଲେ ଯୋଗୀ
Browsing Category

TOP STORIES

ଥରୁଛି ସାରା ଓଡ଼ିଶା, ଆଉ ତିନି ଦିନ

ଭୁବନେଶ୍ବର: ସାରା ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି। ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ତିନି ଚାରିଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢିବ, ନିସ୍ତାର ନାହିଁ। ଏବର୍ଷ ଡିସେମ୍ବର ଉଷ୍ଣମାସ ଭାବେ ପରିଗଣିତ ହୋଇ ଆସୁଛି। ଏହି ଶୀତ ଲୋକଙ୍କ ଭିତରେ ଆନନ୍ଦ…
Read More...

ଲଟେରି ପାଇଁ ରାଜ୍ୟ ଭିତରେ କଳି

ଲଟେରି ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ପାଇଁ ନିଷ୍ପତ୍ତିବିରୋଧ କଲେ ୮ ରାଜ୍ୟ, ସପକ୍ଷରେ ୨୧ ରାଜ୍ୟ ଦେଲେ ଭୋଟ ନୂଆଦିଲ୍ଲୀ: ଲଟେରି ଉପରେ ୨୮% ଜିଏସଟି ଲାଗୁ ହେବ। ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବିଭିନ୍ନ ରାଜ୍ୟ ମଧ୍ୟରେ ଏ ନେଇ ସହମତି ପ୍ରକାଶ ପାଇନଥିଲା। ଫଳରେ…
Read More...

ନୂଆବର୍ଷ ଆରମ୍ଭରୁ ଫାଶୀ ପାଇପାରନ୍ତି ନିର୍ଭୟା ଦୋଷୀ

ସର୍ବୋଚ୍ଚ ଅଦାଲତରେ ଅକ୍ଷୟ ସିଂର ରିଭ୍ୟୁ ପିଟିସନ ଖାରଜସାତ ଦିନ ମଧ୍ୟରେ ରାଜକ୍ଷମା ପାଇଁ ଆବେଦନ ନିର୍ଦେଶ ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟ ଅନ୍ୟତମ ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନ ଖାରଜ କରିଦେଇଛନ୍ତି। ଚିନିଜଣିଆ ଖଣ୍ଡପୀଠ ଏହି ପିଟିସନକୁ…
Read More...

ଯୁବକଙ୍କ ପ୍ରତି ଅଧିକ ବିପଦ!

ମାର୍ଚ ସୁଦ୍ଧା ସବୁ ବ୍ଲାକସ୍ପଟ୍ ଚିହ୍ନଟ ହେବଚଳିତବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛିଦୁର୍ଘଟଣାରେ ମୃତ୍ୟୁ ହାର ୧୨ ପ୍ରତିଶତ କମିଛିଆଗକୁ ଯାନବାହନ ଯାଞ୍ଚ ପୁଣି କଡାକଡି ନିଷ୍ପତ୍ତି ଭୁବନେଶ୍ବର: ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ଵିତୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।…
Read More...

ନାଗରିକତା ସଂଶୋଧନ ଆଇନ: ଏକ ଦୃଷ୍ଟିପାତ

।। ସୁଜାତା ପାଢ଼ୀ।। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ମଧ୍ଯ। ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଲୋକ ଏଠାକୁ ଆସିଛନ୍ତି। ଆମକୁ ଶାସନ କରିଛନ୍ତି। ସମୟକ୍ରମେ ଦୁଃଖଦ ପରିସ୍ଥିତିରେ ଆମ ଦେଶ ବିଭାଜନ ହୋଇଛି । ହିନ୍ଦୁ, ଜୈନ, ବୌଦ୍ଧ ଅନେକ ଧର୍ମ ଯାହାଙ୍କ…
Read More...

ଏବେ ଶୀତ ଲେଉଟିବ

ଭୁବନେଶ୍ବର: ପୁଣି ଥରେ ଓଡ଼ିଶାକୁ ଶୀତ ଫେରିବ। ଆଜିଠାରୁ ଶୀତ ମୁହଁ ଫେରାଇବା ଆରମ୍ଭ କରିଛି। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ୨-୪° ସେଣ୍ଟିଗ୍ରେଡ୍ ଯାଏ କମିଯିବ। ୧୯ ଓ ୨୦ ତାରିଖ ବେଳକୁ ରାତିରେ ପାରଦ ପଶ୍ଚିମ ଓ ଅଭ୍ୟନ୍ତର ଜିଲ୍ଲାରେ ୩-୪° ଯାଏ କମିଯାଇଥିବ। ସେହିପରି…
Read More...

ଓହରିଗଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ବେଞ୍ଚରୁ ଆଜି ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଓହରିଯାଇଛନ୍ତି। ଏହି ମାମଲାର ଦୋଷୀ ଅକ୍ଷୟ ସିଂଙ୍କ ରିଭ୍ୟୁ ପିଟିସନ ଶୁଣାଣି ପୂର୍ବରୁ ପ୍ରଧାନ ବିଚାରପତିଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଏହି ମାମଲାରେ ପୀଡିତାଙ୍କ ପକ୍ଷରୁ ଏକଦା…
Read More...

ଶ୍ରୀଧରଙ୍କ ହାତରେ ନାଲକୋ ଦାୟିତ୍ବ

ଭୁବନେଶ୍ବର: ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ କେନ୍ଦ୍ର ସରକାର ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲଗାଇବା ପରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ…
Read More...

କିଛି କଥା ଯେବେ ମୁଖ୍ୟମନ୍ତ୍ରୀଙ୍କ ନଜରରେ ପଡେ…

କୋରାପୁଟର ନକୁଳ ପେଣ୍ଠିଆ ପରିବାର ପାଖରେ ପହଞ୍ଚିଲେ ସରକାରନକୁଳଙ୍କ ପୁଅର ଚିକିତ୍ସା କଟକରେ ବଡ଼ ମେଡିକାଲରେ ଆରମ୍ଭ କରାଗଲାପୂର୍ବରୁ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଏମସ ଯାଇ ନେଇଥିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ଗଣମାଧ୍ୟମ ଯେବେ ସାଧାରଣ ଲୋକଙ୍କ କଥା କୁହେ, ଆଉ ସରକାର…
Read More...

ଏସଆଇଟି ଦେଲା କୁନ୍ଦୁଲି ରିପୋର୍ଟ

ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ସପ୍ତାହେ ସମୟ ମାଗିଥିଲେଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସମୟ ଦେଲେ ହାଇକୋର୍ଟ୩ଜଣ ଏସଆଇଟି ଗଠନ କରି ତଦନ୍ତ କରାଉଥିଲେ କୋର୍ଟବହୁ ଚର୍ଚ୍ଚିତ ଏହି ମାମଲାରେ ସରକାର ପୂର୍ବରୁ କମିସନ ବସାଇଥିଲେ ଭୁବନେଶ୍ବର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ…
Read More...