Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
Browsing Category
Uncategorized
୭୧ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ; ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚ୍ଚୁଆଲ୍ ମାଧ୍ୟମରେ ୭୧ ହଜାର ବେରୋଜଗାରଙ୍କୁ ସରକାରୀ ଚାକିରୀ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ଶିକ୍ଷିତ ବେରୋଜଗାରମାନଙ୍କୁ ନିଯୁକ୍ତି ଦେଇ ସରକାର ନିଜ ସୁଶାସନର ପରିଚୟ ଦେଇଛନ୍ତି ।!-->…
Read More...
Read More...
ସେନାରେ ସାମିଲ ହେବ ଏକେ-୨୦୩ ରାଇଫଲ
ନୂଆଦିଲ୍ଲୀ; ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ଭାରତର ପ୍ରତିରକ୍ଷା କ୍ଷେତ୍ର । ଏବେ ଆହୁରି ସୁଦୃଢ ହେବ ଭାରତର ପ୍ରତିରକ୍ଷା । ନୂଆ ରୂପରେ ସେନାରେ ସାମିଲ ହେବ ଏକେ-୨୦୩ ରାଇଫଲ ।ଭାରତୀୟ ଏକେ ୪୭ ବଦଳରେ ଏହି ରାଇଫଲକୁ ବ୍ୟବହାର କରିବାକୁ ଯାଉଛି । ଉତ୍ତର ପ୍ରଦେଶର ଆମେଠିରେ ୫ ଲକ୍ଷରୁ!-->…
Read More...
Read More...
ଟ୍ରାକ୍ ରୁ ଖସିଲା ଟ୍ରେନ୍
ବିଶାଖାପାଟଣା; ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରେଳଯାତ୍ରୀ । ବିଶାଖାପାଟଣାରୁ କୋରାପୁଟ ଆସୁଥିବା କିରଣ୍ଡୁଲ ପାସେଞ୍ଜର୍ ଟ୍ରେନ ଲାଇନଚ୍ଯୁତ ହୋଇଛି । ଶିବଲିଙ୍ଗପୁରମ ଠାରେ ଟ୍ରେନର ୬ ନଂ ବଗି ଟ୍ରାକରୁ ଖସି ଯାଇଛି । ଖବର ପାଇ ଘଟଣାସ୍ଥଳକୁ ରେଳ ବିଭାଗର ଏକ ଟିମ ସହ ବିଶାଖାପାଟଣା!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବ୍ଷ୍ଟେସନ ଲୋକାର୍ପିତ
୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେବେଜୀବନଧାରଣର ମାନରେ ଉନ୍ନତି ପାଇଁ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି – ମୁଖ୍ୟମନ୍ତ୍ରୀବିଦ୍ୟୁତ ଅପଚୟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନOCPL ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ!-->…
Read More...
Read More...
ମାଛଧରା ଟ୍ରଲରର ପତ୍ତା ମିଳିଲା: ୧୩ ମତ୍ସ୍ୟଜୀବୀ ସୁରକ୍ଷିତ
ପାରାଦ୍ବୀପ; ୫ ଦିନ ପରେ ନିଖୋଜ ହୋଇଥିବା ଦୁଇ ଟ୍ରଲରର ସନ୍ଧାନ ମିଳିଛି। ସୁରକ୍ଷିତ ଅଛନ୍ତି ପାରାଦୀପ ସମୁଦ୍ରରେ ନିଖୋଜ ଥିବା ସମସ୍ତ ୧୩ ମତ୍ସ୍ୟଜୀବୀ । ଏନେଇ ସୂଚନା ଦେଇଛନ୍ତି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା ।
ସୂଚନା ଅନୁଯାୟୀ, ୪ ଦିନ ତଳେ!-->!-->!-->…
Read More...
Read More...
ସିକନ୍ଦରାବାଦ-ବିଶାଖାପାଟନାମକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ
ନୂଆଦିଲ୍ଲୀ; ଆଜିଠୁ ସିକନ୍ଦରାବାଦ ଓ ବିଶାଖାପାଟନାମକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫରନସିଂ ଜରିଆରେ ସବୁଜ ପତାକା ଦେଖାଇ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ନୂଆବର୍ଷରେ ପ୍ରଥମ ଥର ପାଇଁ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ । କିନ୍ତୁ!-->…
Read More...
Read More...
ଯୁଦ୍ଧକ୍ଷେତ୍ରରେ ତୋପ ସମ୍ଭାଳିବେ ସେନା ମହିଳା ଅଧିକାରୀ
ନୂଆଦିଲ୍ଲୀ; ଲଢ଼ୁଆ ରେଜିମେଣ୍ଟରେ ସାମିଲ ହେବାକୁ ଯାଉଛନ୍ତି ଭାରତୀୟ ସେନାର ମହିଳା ଅଧିକାରୀ । ଭାରତୀୟ ସେନା ଆର୍ଟିଲେରି ରେଜିମେଣ୍ଟରେ ମହିଳା ଅଫିସର୍ ସାମିଲ ହେବା ନେଇ ଘୋଷଣା କରିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଜେନେରାଲ୍ ପାଣ୍ଡେ କହିଛନ୍ତି ଯେ, ଭାରତୀୟ ସେନାର!-->…
Read More...
Read More...
ଏସୀୟ ସିଂହୀ ରେବା ଗର୍ଭରୁ ୪ଟି ଶାବକ ଜନ୍ମ
ଭୁବନେଶ୍ୱର; ଆଜି ସକାଳେ ନନ୍ଦନକାନନ ପ୍ରାଣୀଉଦ୍ୟାନ ସିଂହ ସଫାରିରେ ଏସୀୟ ସିଂହୀ ରେବା ୪ଟି ଶାବକଙ୍କୁ ଜନ୍ମ ଦେଇଛି। ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ସିଂହୀ ରେବା ଓ ନନ୍ଦନକାନନ ସିଂହୀ ରାଧା ଗର୍ଭରୁ ଜନ୍ମିତ ଜିତ୍ର ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ରେବାର ଏହା!-->…
Read More...
Read More...
ଆସନ୍ତାକାଲି ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି
ଭୁବନେଶ୍ୱର: ଆସନ୍ତାକାଲି ହକି ବିଶ୍ୱକପ୍ ଉଦଘାଟନୀ ପାଇଁ ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ପିଲାମାନେ ଉଦ୍ଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍କୁଲ ଛୁଟି ଘୋଷଣା!-->…
Read More...
Read More...
ମଧ୍ୟାହ୍ନ ଭୋଜନରେ ସାପ, ୩୦ ଶିକ୍ଷାର୍ଥୀ ଅସୁସ୍ଥ
ଭୁବନେଶ୍ବର; ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ସ୍କୁଲ ପିଲାଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରୁ ମିଳିଲା ସାପ । ଏହି ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ୩୦ ଜଣ ଶିକ୍ଷାର୍ଥୀ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
!-->!-->!-->…
Read More...
Read More...