Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକ୍ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା: ଗଛରେ ପିଟିହେଲା ବସ୍, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ
Browsing Category
Uncategorized
କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଓପିଡି । ଅପରାହ୍ନରେ ୧ଟା ଠାରୁ ୨ଟା ପର୍ଯ୍ୟନ୍ତ କେବଳ ଘଣ୍ଟାଏ ଭୋଜନ ବିରତି ପାଇଁ ବନ୍ଦ ରହିବ। ତେବେ ନିର୍ଦ୍ଧାରିତ ସମୟର ୩୦ମିନିଟ ପୂର୍ବରୁ ଅର୍ଥାତ୍ ସକାଳ ସାଢେ ୮ଟା ଠାରୁ ସାଢେ ୧୨ଟା ଓ!-->…
Read More...
Read More...
ପୁଣି ମାସେ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଅବଧି
ଭୁବନେଶ୍ବର; ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ପୁଣି ଥରେ ମାସେ ଯାଏଁ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ର ଅବଧି । ଅର୍ଥାତ ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍ର ଶେଷ ଅଙ୍କ!-->…
Read More...
Read More...
ଡିସେମ୍ବର ୯ରୁ ମାଟ୍ରିକ୍ ଖାତା ମୂଲ୍ୟାୟନ
କଟକ; ଶେଷ ହୋଇଛି ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଡିସେମ୍ବର ୯ ତାରିଖରୁ ମୂଲ୍ୟାୟନ ହେବ ମାଟ୍ରିକ୍ ଖାତା । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ। ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଖାତା ଦେଖା । ୧୦ ଦିନରେ ଖାତା ଦେଖା ସାରିବା ଲକ୍ଷ୍ୟ ରଖା ଯାଇଥିବା!-->…
Read More...
Read More...
ଆଦାନିଙ୍କ ଦଖଲରେ ଏନଡିଟିଭି, ଇସ୍ତଫା ଦେଲେ ପ୍ରଣୟ ଓ ରାଧିକା ରାୟ
ନୂଆଦିଲ୍ଲୀ: ଖୁବଶୀଘ୍ର ଏନଡିଟିଭିର ମାଲିକାନା ପରିବର୍ତ୍ତନ ହେବ। ଅର୍ଥାତ୍ ଜାତୀୟ ନ୍ୟୁଜ ଚ୍ୟାନେଲ ଏନଟିଭିକୁ ନିଜ ଦଖଲକୁ ନେବେ ଶିଳ୍ପପତି ଗୌତମ ଆଦାନି। ନ୍ୟୁ ଦିଲ୍ଲୀ ଟେଲିଭିଜନ ଅଧିଗ୍ରହଣ କରିବାକୁ ଆଦାନୀ ଗ୍ରୁପର ଖୋଲା ପ୍ରସ୍ତାବ ପରେ ଏବେ ଆରଆରପିଆର ହୋଲଡିଂ ପ୍ରାଇଭେଟ ଲିମିଟେଡ!-->…
Read More...
Read More...
ଡିସେମ୍ବର ମାସର ଛୁଟି ତାଲିକା ଘୋଷଣା କଲା ଆରବିଆଇ
ନୂଆଦିଲ୍ଲୀ; ଆସନ୍ତା ମାସ ଅର୍ଥାତ୍ ଡିସେମ୍ବରରେ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି । ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ । ତେବେ ଛୁଟି ତାଲିକା!-->…
Read More...
Read More...
ଆଜିଠୁ ଆରମ୍ଭ ହେବ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ
ଭୁବନେଶ୍ବର; ଓଡ଼ିଶା ଶିଳ୍ପ ଜଗତରେ ସୃଷ୍ଟି ହେବ ନୂଆ ଅଧ୍ୟାୟ ।ଆଜିଠୁ ଆରମ୍ଭ ହେବ ରାଜ୍ୟର ସବୁଠାରୁ ବଡ଼ ନିବେଶ ମେଳା ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀର ତୃତୀୟ ସଂସ୍କରଣ । ରାଜଧାନୀର ଜନତା ମଇଦାନରେ ଜମିବ ଦେଶ ବିଦେଶର ୧୦୦ରୁ ଅଧିକ ଶିଳ୍ପପତି ସମାଗମ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ!-->…
Read More...
Read More...
ସ୍ମାର୍ଟ ଫୋନ୍ ବ୍ୟବହାର ନେଇ ଲାଗିଲା କଟକଣା
ପୁରୀ; ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ବ୍ୟବହାର ନେଇ ଲାଗିଲା କଟକଣା । ଏଣିକି ଜଗନ୍ନାଥଙ୍କ ମନ୍ଦିର ଭିତରକୁ ପୁଲିସ କର୍ମଚାରୀ ସ୍ମାର୍ଟ ଫୋନ ନେଇ ଯାଇପାରିବେ ନାହିଁ । ଏନେଇ ପୁରୀ ଏସପି କଡ଼ା ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ, ପୁଲିସ!-->…
Read More...
Read More...
ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସ୍ରେ ଇ-ସ୍କୁଟର ବ୍ୟବସ୍ଥା
ଭୁବନେଶ୍ୱର: କ୍ୟାମ୍ପସ୍ ଭିତରେ ବୁଲିବା ହେଉ ଅଥବା ସହର ମଧ୍ୟରେ ଯିବା ଆସିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏବେ ଇ-ସ୍କୁଟର ଉପଲବ୍ଧ । ପୂର୍ବରୁ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ୧୦୦ ଇ-ସ୍କୁଟର ବ୍ୟବହାର!-->…
Read More...
Read More...
ଭୁବନେଶ୍ବରରେ ଖୋଲିଲା ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର, ଭୁବନେଶ୍ୱର ଶାଖା ଉଦ୍ଘାଟିତ
ଏକ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ କ୍ଷମତାସମ୍ପର୍ଣ୍ଣ ଏହି ଡେଭେଲପମେଣ୍ଟ ସେଣ୍ଟର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ସମଗ୍ର ଭାରତବର୍ଷରେ ଓଡ଼ିଶାର!-->!-->!-->…
Read More...
Read More...
ପାକିସ୍ତାନର ନୂଆ ସେନାଧ୍ୟକ୍ଷ ହେବେ ସୟଦ ଆସିମ ମୁନିର
ଇସଲାମବାଦ; ବଦଳିଲେ ପାକିସ୍ତାନ ସେନା ମୁଖ୍ୟ । କମର ଜାବେଦ ବାଜୱାଙ୍କ ସ୍ଥାନ ନେବେ ସୟଦ ଆସିମ ମୁନିର । ନୂତନ ସେନା ମୁଖ୍ୟଙ୍କ ନାମ ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପାକିସ୍ତାନର ସୂଚନା ମନ୍ତ୍ରୀ ଏକ ଟ୍ୱିଟ!-->…
Read More...
Read More...