Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category
Uncategorized
ଖସିବ ପାରଦ, ଫେରିବ ଶୀତ
ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟ ରେ ବିଶେଷ ଶୀତ ଅନୁଭୂତ ହେଉନାହିଁ । ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ପ୍ରାୟତଃ ସ୍ଵାଭାବିକ କିମ୍ବା ଏହା ଠାରୁ ଅଧିକ ରହୁଛି । ଡିସେମ୍ବର ମାସ ଅଧା ହେଲାଣି କିନ୍ତୁ ଶୀତର ଦେଖା ନାହିଁ। ଏଭଳି ଏକ ଚର୍ଚ୍ଚା ଚାଲିଥିବା ବେଳେ ପାଣିପାଗ!-->…
Read More...
Read More...
ଅତି ପ୍ରବଳ ବର୍ଷା ଧରି ଆସିବ ଲଘୁଚାପ
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହି କ୍ଷେତ୍ର ଘନୀଭୂତ ହୋଇ ଚିହ୍ନିତ ଲଘୁଚାପ ରେ ପରିଣତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ।
ପାଣିପାଗ ଚିତ୍ର ସଂପର୍କରେ!-->!-->!-->…
Read More...
Read More...
ବର୍ଷା ସମ୍ପର୍କରେ ଆସୁଛି ଏମିତି ବଡ ଖବର
ଆଗାମୀ ୨୪ ଘଣ୍ଟା ଯାଏ ବର୍ଷା ସମ୍ଭାବନା
ଅକ୍ଟୋବରରେ ଏଯାଏ ୭୯% ଅଧିକ ବର୍ଷା
୧୭-୧୮ ବେଳକୁ ଆଉ ଏକ ଲଘୁଚାପ ଆସୁଛି
ଭୁବନେଶ୍ୱର: ଅବପାତ ପ୍ରଭାବରେ ଗତ ୪୮ ଘଣ୍ଟା ଧରି ବର୍ଷା ଜାରି ରହିଛି । ବିଶେଷକରି ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇଛି। ତେବେ ଆସନ୍ତା ୨୪ ଘଣ୍ଟା ଯାଏ!-->!-->!-->!-->!-->!-->!-->…
Read More...
Read More...
ବିଜ୍ଞପ୍ତି ଜାରି: ଡେରା ପକାଇଲାଣି ବିଜେଡି
ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।ପ୍ରାର୍ଥୀମାନେ ୧୬ ତାରିଖ ସୁଦ୍ଧା ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ୧୭ ତାରିଖ ଦିନ ଯାଞ୍ଚ ଓ ୧୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି।!-->…
Read More...
Read More...
କଳାହାଣ୍ଡିରେ ୩ ଶକ୍ତି ପ୍ରକଳ୍ପ ଲୋକାର୍ପିତ
ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍ଷ୍ଟେସନକୁ ଉଦ୍ଘାଟନ!-->!-->!-->…
Read More...
Read More...
ଚିଡିଆଖାନା ପାଇଁ ଏତେ କଟକଣା
ଭୁବନେଶ୍ବର: ରାଜ୍ୟରେ ଚିଡ଼ିଆଖାନା ସମେତ ହରିଣ ପାର୍କ ଅକ୍ଟୋବର ୪ରୁ ଖୋଲିବ। ଆଜି ଏ ସଂକ୍ରାନ୍ତରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ ନିର୍ଦେଶନାମା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ସାମାଜିକ ଦୂରତା ରଖି ପର୍ଯ୍ୟଟକ ଯେପରି ଛିଡା ହେବେ, ସେ ନେଇ ବ୍ୟବସ୍ଥା ହେବ। ପ୍ରବେଶ ପଥ!-->…
Read More...
Read More...
କରୋନା ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଉ ପାଦେ
ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ୭ ତାରିଖ ଯାଏ ଚାଲିବପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜଙ୍କ ସମେତ ୧୮ଜଣଙ୍କ ପାଇଁ ଶୋକ ପ୍ରସ୍ତାବପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପାଇଁ ବିଧାନସଭାରେ ଶୋକ ପ୍ରସ୍ତାବ ଆସିଲାନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂରେ ବିଧାନସଭାରେ ସାମିଲ!-->…
Read More...
Read More...
ବୈତରଣୀରେ ବନ୍ୟା, ବୁଢାବଳଙ୍ଗ ଫୁଲୁଛି
କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା ରେକର୍ଡ୯ ଜିଲ୍ଲାରେ ହାରାହାରି ବୃଷ୍ଚିପାତ ୧୦୦ମିମି ଉପରେଆଜି ବ୍ରାହ୍ମଣୀ ଓ ମହାନଦୀ ଅବବାହିକାରେ ବର୍ଷା ଜାରି
ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବଡ଼ ବର୍ଷା ଏବେ ବନ୍ୟା ସୃଷ୍ଟି କଲାଣି।!-->!-->!-->…
Read More...
Read More...
ୟୁପିଏସସି ପରୀକ୍ଷାରେ ଓଡିଆଙ୍କ ବାାଜିମାତ୍
ଭୁବନେଶ୍ବର: ୟୁନିୟନ ପ୍ଲବିକ ସର୍ଭିସ କମିସନ ବା ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୮ଶହ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଦୀପ ସିଂହ ଟପର ହୋଇଥିବା ବେଳେ ଓଡିଶାକୁ ପ୍ରଥମ ୧୦ଜଣଙ୍କ ମଧ୍ୟରେ ଦୁଇଟି ସ୍ଥାନ ମିଳିଛି। ଅଭିଷେକ ସରାଫ୍ ଅଷ୍ଟମ ଓ ସଞ୍ଜିତା!-->…
Read More...
Read More...