ପ୍ରମୁଖ ଖବର

ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋହନ ମାଝୀ
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଅଭିଯୁକ୍ତ
୨ ମାସର ଶିଶୁ ପାଇଁ ଉଛୁଳା ନାଳକୁ ଡେଇଁଲେ ନର୍ସ
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ

ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ମୃତ

ବଲାଙ୍ଗୀର : ଗତକାଲି ଅର୍ଥାତ ମଙ୍ଗଳବାର ମଧ୍ୟରାତ୍ରରେ ବଲାଙ୍ଗୀର ସହରଠାରୁ ୩ କିଲୋମିଟର୍ ଦୂର ଛୁଇଁବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱା ଟ୍ରକ୍‌କୁ ଏକ କାର ପଛପଟୁ ଧକ୍କା ଦେବାରୁ ଗୋଟିଏ ପରିବାରର ୫ ଜଣ
Read More...

ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷାଫଳ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇଛି ଜାତୀୟ ଟେଷ୍ଟିଂ ଏଜେନ୍ସି  ପକ୍ଷରୁ କରାଯାଇଥିବା (ନିଟ୍ ) ୨୦୨୩ ପରୀକ୍ଷାଫଳ। ଚଳିତ ଥର ନିଟରେ ଦୁଇଜଣ ଛାତ୍ର ଟପ୍ କରିଛନ୍ତି । ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ
Read More...

ବିଜୁଳି ପ୍ରସଙ୍ଗରେ ଏମିତି ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର

ଅଘୋଷିତ ବିଦ୍ୟୁତ କାଟ ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ପରେ ବି ଅବ୍ୟବସ୍ଥା ଦୁର୍ଭାଗ୍ୟଜନକଓଡ଼ିଶାରେ ଶାସନ ବିଫଳ ହୋଇଛି, ଶାସକ ଦଳର ନିର୍ବାଚିତ ପ୍ରତିନିଧି ମାନେ ନିଜ କାମରେ ନାହାନ୍ତିଯଦି ଶାସନ
Read More...

ସମ୍ବଲପୁରରେ ପୁଣି ଏକ ଦନ୍ତାହାତୀ ମୃତ

ଭୁବନେଶ୍ବର: ଓଡ଼ିଶାରେ ହାତୀ ପାଇଁ ବିପତ୍ତି ବଢି ବଢି ଚାଲିଛି। ଆଜି ପୁଣି ଏକ ହାତୀର ଅଭାବନୀୟ ଢଙ୍ଗରେ ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦନ୍ତାହାତୀ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ପ୍ରକୃତି ପ୍ରେମୀ ବିଚଳିତ ହୋଇଛନ୍ତି। ଏଯାଏ ଦନ୍ତା ହାତୀ ମୃତ୍ୟୁର କାରଣ
Read More...

ସମର୍ପଣ ଭାବ ନେଇ ରଥଯାତ୍ରା କରିବା: ମୁଖ୍ୟମନ୍ତ୍ରୀ

ରଥଯାତ୍ରା ପୂର୍ବରୁ ଶେଷ ସମନ୍ବୟ କମିଟି ବୈଠକରେ ନବୀନ ସାମିଲ ହେଲେଆଭାସୀ ଜରିଆରେ ସାମିଲ ହୋଇ ସେବାୟତ ଓ ଅଧିକାରୀଙ୍କ କାନରେ ମନ୍ତ୍ର ଫୁଙ୍କିଲେ ପୁରୀ: ପବିତ୍ର ଘୋଷଯାତ୍ରା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମନ୍ବୟ କମିଟିର ଚୂଡ଼ାନ୍ତ ବୈଠକ
Read More...

ଉତ୍ତର ଭାରତରେ ମାଟି ଥରିଲା

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତର ପଶ୍ଚିମ ଭାଗରେ ଅତି ଭୀଷଣ ବେଗରେ ବାତ୍ୟା 'ବିପର୍ଯ୍ୟୟ' ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ଅନ୍ୟପଟରେ ଉତ୍ତର ଭାରତରେ ପ୍ରକୃତି ତାର ପରାକ୍ରମ ଦେଖାଇଛି। ଦିଲ୍ଲୀ ସମେତ ଉତ୍ତର ଭାରତରେ ଆଜି ଅପରାହ୍ନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ମୋହାଲି,
Read More...

ରଜଭେଟି ଦେଲେ ନବୀନ; ମହଙ୍ଗା ଭତ୍ତା ୪% ବଢ଼ିଲା

ଭୁବନେଶ୍ବର: ଆସନ୍ତାକାଲି ପହଲି ରଜର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ପେନସନଧାରୀ ମଧ୍ୟ ଏହି ସୁବିଧା ପାଇପାରିବେ। ଏଥିସହିତ ରାଜ୍ୟ ସରକାରୀ
Read More...

ନାଚୁଥିବା ବେଳେ ଟଳିପଡ଼ିଲେ ନୃତ୍ୟୁଗୁରୁ ଶ୍ରୀ ଗଣେଶନ

ଭୁବନେଶ୍ବର: ଭୁବନେଶ୍ବର ଭଞ୍ଜକଳା ମଣ୍ଡପର ମଞ୍ଚରେ ଟଳିପଡିଲେ ଭାରତ ନାଟ୍ୟମ ନୃତ୍ୟଗୁରୁ ଶ୍ରୀ ଗଣେଶନ। ମାଲେସିଆରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଆସିଥିଲେ ନୃତ୍ୟଗୁରୁ ଶ୍ରୀ ଗଣେଶନ। ଭଞ୍ଜକଳା ମଣ୍ଡପରେ ଚାଲିଥିବା ତିନି ଦିନିଆ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ କାର୍ଯ୍ୟକ୍ରମର ଆଜିଥିଲା
Read More...

ବାଲେଶ୍ୱର ବାହାନଗା ହାଇସ୍କୁଲର ନବକଳେବର

ଭୁବନେଶ୍ବର: ବଦଳିବ ବାଲେଶ୍ୱର ବାହାନଗା ହାଇସ୍କୁଲ। ଭଙ୍ଗାଯିବ ସ୍କୁଲ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟ। ୫ଟି ଉପକ୍ରମରେ ମଡେଲ ସ୍କଲ ଭାବେ ଗଢା ହେବ । ଏନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ଆଦର୍ଶ ବିଦ୍ୟାଳୟ ବାହାନଗା ହାଇସ୍କୁଲକୁ
Read More...