ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଛି ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ରେଜଲ୍ଟ। ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି। ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍‌. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର
Read More...

ପୁରୀ ବାଣ ବିସ୍ଫୋରଣ ଘଟଣା, ୪ ଦିନରେ ୧୩ ମୃତ

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ବର୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ପୁରୀ ବାଣ ମୃତ୍ୟସଂଖ୍ୟାରେ
Read More...

ମାତା ପିତାଙ୍କ ଆଶୀର୍ବାଦ ନେଇ ଜେଲ ଫେରୁଛନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ : ସରିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଅବଧି। ଆଜି ତିହାର ଜେଲ ଫେରୁଛନ୍ତି କେଜ୍ରିୱାଲ। ୨୧ ଦିନିଆ ଜାମିନରେ ଆସିଥିଲେ କେଜ୍ରିୱାଲ। ଜାମିନ ଅବଧି ଶେଷ ପରେ ସେ ନିଜେ ଯାଇ ତିହାର ଜେଲରେ ସରେଣ୍ଡର କରିବେ ବୋଲି କୁହାଯାଉଛି। ଜେଲ ଫେରିବା ପୂର୍ବରୁ ସେ
Read More...

ଆଜି ମାରାଥନ ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରି ଓ ଆଧ୍ୟାତ୍ମିକ ବିରତିରୁ ଫେରି ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ପ୍ରଧାନମନ୍ତ୍ରୀ। ସୂଚନାଯୋଗ୍ୟ, ସରକାରକୁ ଆସିଲେ, ପ୍ରଥମ ୧୦୦
Read More...

ବିଜେଡି କହିଲା, ଭୁଲ୍ ହେବ ଆକଳନ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ୪୮ ଘଣ୍ଟା ବାକି ରହିଛି। ଏହା ପୂର୍ବରୁ ପ୍ରକାଶ ପାଇଥିବା ବୁଥ୍ ବାହୁଡ଼ା ମତକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। ଏମିତି ସମୟରେ ବିଜୁ ଜନତା ଦଳ ଗୋଟିଏ ବଡ଼ ବୟାନ ଦେଇଛି। ବିଜେଡି ନେତା ତଥା ଦଳର ସାମାଜିଣ ଗଣମାଧ୍ୟମ ଓ୍ବିଙ୍ଗ୍‌ର
Read More...

ଧମକାଇଲା ବିଜେପି: ରାସ୍ତାକୁ ଓହ୍ଲାଇବୁ, ଅଣ୍ଡା ମାଡ଼ କରିବୁ

ଭୁବନେଶ୍ବର: ନିର୍ବାଚନ ଶେଷ ପରେ ବି ରାଜନୀତି ତାତି କମିନି। ଆଜି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଇଛି। ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ସଂଗ୍ରାମ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ଯୁବ ସଭାପତି ଅଭିଳାଷ ପଣ୍ଡାଙ୍କ ଆକ୍ରମଣ ଘଟଣାରେ ସେମାନେ ଆନ୍ଦୋଳନ କରିବେ। ଡିଜି
Read More...

ପଞ୍ଜାବରେ ବଡ଼ ଟ୍ରେନ୍‌ ଦୁର୍ଘଟଣା: ଦୁଇ ଲୋକୋ-ପାଇଲଟ ଗୁରୁତର

ଚଣ୍ଡିଗଡ଼: ଆଜି ଅର୍ଥାତ ରବିବାର ପଞ୍ଜାବରେ ପୁଣି ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଲୋକୋ-ପାଇଲଟ ଗୁରୁତର ହୋଇଛନ୍ତି। ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇ ମାଲବାହୀ ଟ୍ରେନ୍‌ ପରସ୍ପର ଧକ୍କା ହୋଇଛି ।
Read More...

ପୋଷ୍ଟମର୍ଟମ କହିଲା ୬ଜଣ ମରିଛନ୍ତି

ରାଉରକେଲା: ପ୍ରାଣଘାତୀ ତାତି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। ରାଉରକେଲାରେ ୩୫ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଶବ ବ୍ୟବଚ୍ଛେଦ କରି ଭିନ୍ନ ରିପୋର୍ଟ ସହିତ ସାମ୍ନାକୁ ଆସିଛି। ଏଯାଏ ମୋଟ ୨୪ ଜଣଙ୍କର ଶବ
Read More...

ପୁରୀ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା

ପୁୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଜଣେ ନାବଳକ ମଧ୍ୟ ଅଛନ୍ତି। ବିଭିନ୍ନ ମେଡିକାଲରେ ଅନ୍ୟ ୧୭ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ଗତ ୨୯ ତାରିଖ ରାତିରେ ଭଉଁରୀ
Read More...

ତାତି ଥମିବା ନାଁ ଧରୁନି, ଯନ୍ତ୍ରଣା ଆଉ ୭୨ ଘଣ୍ଟା

ଭୁବନେଶ୍ବର: ରାଜ୍ୟରେ ତାତି ଥମିବାର ନାଁ ଧରୁନି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ଆଜି ପୁଣି ଥରେ ଗଣମାଧ୍ୟମକୁ ସୂଚନା ଦେଇ ତାତିର ଭୟାବହତା ସଂପର୍କରେ ସତର୍କ କରାଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆଭ୍ୟନ୍ତରୀଣ ଓଡିଶାରେ
Read More...