ଭିଜିଲାନ୍ସ ଜାଲରେ ଆରଆଇ ଶରତ କୁମାର ଜେନା
ବନ୍ତ: ଭିଜିଲାନ୍ସ ଜାଲରେ ଫସିଲେ ଭଦ୍ରକ ଜିଲ୍ଲା ବନ୍ତ ତହସିଲର କେନ୍ଦୁଆପଦା ଆରଆଇ ଶରତ କୁମାର ଜେନା। ଜଣେ ବ୍ୟକ୍ତିଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଅର୍ଥ ଜବତ କରାଯାଇଛି।
ସୂଚନାଯୋଗ୍ୟ; ଖାନାବାଡ଼ି!-->!-->!-->…
Read More...
Read More...