ପାରାଦୀପରେ ଚୋରା ତେଲ ଡଙ୍ଗା ଜବତ
୫ ହଜାର ଲିଟରରୁ ଅଧିକ ଡିଜେଲ ଠାବ
ପାରାଦୀପ: ପାରାଦୀପ ସାମୁଦ୍ରିକ ଥାନା ପୋଲିସ ଶନିବାର ଏକ ଚୋରା ତେଲ ଡଙ୍ଗା ଜବତ କରି ବଡ଼ ରାକେଟର ପର୍ଦାଫାସ କରିଛି। ଡଙ୍ଗାରୁ ପ୍ରାୟ ୫ ହଜାରରୁ ଅଧିକ ଲିଟର ହାଇସ୍ପିଡ ଡିଜେଲ ଜବତ କରାଯାଇଥିବାବେଳେ ଏହି ଘଟଣାରେ ଜଡିତ ଜଣେ ଆନ୍ଧ୍ରପ୍ରଦେଶ!-->!-->!-->…
Read More...
Read More...