ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ବିହାର: ବିହାରର ସାହାରସା ଜିଲ୍ଲା ଅନ୍ତର୍ଗତ ମହିଷୀ ବ୍ଲକର ବାଲୁଆହା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ପରେ ସ୍କୁଲ ପରିସରରେ ହଟ୍ଟଗୋଳ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।ସୂଚନା ଅନୁସାରେ, ମଧ୍ୟାହ୍ନ!-->…
Read More...
Read More...