ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି

ବିଶ୍ବର ଟପ୍‌-୧୦ ଧନୀଙ୍କର ଖସିଲା ସମ୍ପତିମସ୍କ ସହିଲେ ୮୫ ହଜାର କୋଟିର କ୍ଷତିଅମ୍ବାନୀ ଓ ଆଦାନୀଙ୍କର ବି କମିଲା ସମ୍ପତି ମୁମ୍ବାଇ: ବିଶ୍ବର ପ୍ରଥମ ୧୦ ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବିଶ୍ବର ଏକନମ୍ବର ଧନୀ ତଥା ଟେସଲା ସିଇଓ ଏଲନ ମସ୍କ ।
Read More...

ଜାଣନ୍ତୁ, କେବେ ଜଣାପଡ଼ିବ ବାତ୍ୟା ଆସିବ କି ନାହିଁ ?

ଭୁବନେଶ୍ବର: ଆସନ୍ତା ୧୭-୨୪ ଅକ୍ଟୋବର ମଧ୍ୟରେ ବଙ୍ଗୋପସାଗର ରେ ଏକ ସିଷ୍ଟମ୍ ସୃଷ୍ଟି ଓ ଘନୀଭୂତ ହେବାର ସମ୍ଭାବନା ରହିଛି। ଏକ ଘୂର୍ଣ୍ଣିବଳୟ ୧୭ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳ ରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟ ରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ଲଘୁଚାପ/ଡିପ୍ରେଶନ ର
Read More...

ଫିଲ୍ମ ଦୁନିଆରେ ପାଦ ଦେଲେ ଧୋନୀ, ନିର୍ମାଣ କରିବେ ଚଳଚ୍ଚିତ୍ର

ଭୁବନେଶ୍ବର: ଭାରତୀୟ କ୍ରିକେଟ ଜଗତରେ ମହେନ୍ଦ୍ର ସିଂ ଧୋନୀ ଜଣେ ପରିଚିତ ଚେହେରା। ସେ ଏକାଧାରାରେ ଜଣେ ସଫଳ ଅଧିନାୟକ, ୱିକେଟ କିପର ଓ ଫିନିସର୍ ମଧ୍ୟ । ସେ ଭାରତୀୟ ଟିମ୍ କୁ ଅନେକ ସଫଳତା ଦେଇଛନ୍ତି । ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ତାଙ୍କର ବହୁତ ଅବଦାନ ରହିଛି।
Read More...

ସ୍କୁଲରେ ଫୁଟବଲ ଖେଳକୁ ଦିଆଯିବ ପ୍ରାଧାନ୍ୟ, ସୂଚନା ଦେଲେ ଧର୍ମେନ୍ଦ୍ର

• ଶିକ୍ଷା ମନ୍ତ୍ରଣାଳୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଫିଫା, ୟୁନିସ୍କୋ, ଏଆଇଏଫଏଫ ମଧ୍ୟରେ ଫୁଟବଲ ପ୍ରୋତ୍ସାହନକୁ ନେଇ ବୈଠକ• ଫିଫା, ୟୁନିସ୍କୋ ଓ ଏଆଇଏଫଏଫ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ• ଦେଶର ୭୦୦ରୁ ଅଧିକ ଜିଲ୍ଲାର ୧୦ ହଜାର ସ୍କୁଲକୁ ୧୦୦ଟି ଲେଖାଁଏ ଫୁଟବଲ
Read More...

ଚିହ୍ନ ବଦଳିବା ନେଇ ଉଦ୍ଧବଙ୍କ ମନ ଉଣା

ମନ ଭାଙ୍ଗିଗଲା, ଚିହ୍ନ ବଦଳିଲାଉଦ୍ଧବ-ସିନ୍ଦେଙ୍କ ବିବାଦରେ ECଙ୍କ ବଡ଼ ନିଷ୍ପତ୍ତିଶିବସେନା ଓ ସିନ୍ଦେ ଦଳର ବଦଳିଲା ନାମଉଦ୍ଧବଙ୍କୁ ମଶାଲ ଚିହ୍ନ, ସିନ୍ଦେ ପୁନଶ୍ଚ କରିବେ ଆବେଦନ ମହାରାଷ୍ଟ୍ର: ମହାରାଷ୍ଟ୍ରରେ ନିର୍ବାଚନୀ ଚିହ୍ନକୁ ନେଇ ହେଉଥିବା କନ୍ଦଳ ଟିକେ ଥମି ଯାଇଛି। ଉଦ୍ଧବ ଠାକରେ
Read More...

ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପୁରୀରେ ହବିଷ୍ୟାଳି ମା ମାନଙ୍କ କାର୍ତ୍ତିକ ବ୍ରତ ଆରମ୍ଭ ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳି ଯୋଜନା ର ମା’ଙ୍କୁ ଗୋଟିଏ ଗୋଟିଏ ଶାଲ୍‌ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଜଗନ୍ନାଥ ମୁଖ୍ୟମନ୍ତ୍ରୀଙ୍କୁ ‘କୋଟିଏ
Read More...

ଆଖିବୁଜିଲା ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ‘ବାବିୟା’

'ବାବିୟା' ଥିଲା ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀରନା ମାଂସ ଖାଉଥିଲା, ନା କାହାକୁ କରୁଥିଲା ଆକ୍ରମଣଭଗବାନଙ୍କ ପ୍ରସାଦ ଖାଏ, ମନ୍ଦିରକୁ ଦେଉଥିଲା ସୁରକ୍ଷା କେରଳ: ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର 'ବାବିୟା'କୁ ପ୍ରାୟ ସମସ୍ତେ ଜାଣିଥିବେ । ଆଜି 'ବାବିୟା' ଶେଷ ନିଶ୍ୱାସ ତ୍ୟାଗ
Read More...

କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆରମ୍ଭ ହେବ ଫିଫା ବିଶ୍ବକପ୍

ଭୁବନେଶ୍ବର: କାଲିଠାରୁ ଆରମ୍ଭ ହେବ ୧୭ ବର୍ଷରୁ କମ୍ ବର୍ଗର ଫିଫା ବିଶ୍ବକପ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ମେଗା ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ
Read More...

ଅର୍ଥନୀତି ପାଇଁ ୩ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ; ଘୋଷଣା ହେଲା ଅର୍ଥନୀତିରେ ନୋବେଲ ପୁରସ୍କାର । ଚଳିତ ବର୍ଷ ଲାଗି ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ବେନ ବର୍ନାନକେ, ଡଗଲସ ଡାଏମଣ୍ଡ, ଫିଲିପ ଡାଇବଭିଗ , ଏହି ୩ ଜଣଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ସମ୍ମାନଜନକ ପୁରସ୍କାର ମିଳିବ । ତେବେ ଏହି ତିନି
Read More...

ଅଳିଆ ପକାଇଲେ ୫ ହଜାର ଫାଇନ୍

୧ ନମ୍ବର ହାଟରେ କୁଢ କୁଢ ଅଳିଆଆକ୍ସନ ମୋଡରେ ବିଏମ୍ସି କମିଶନରଅଳିଆ ପକାଇଲେ ୫ ହଜାର ଜୋରିମାନା ଭୁବନେଶ୍ବର: ଏଣିକି ରାସ୍ତାରେ ଅଳିଆ ପକାଇଲେ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା । ଏଭଳି ନିଷ୍ପତ୍ତି ନେଇଛନ୍ତି ବିଏମ୍ସି କମିଶନର । ଭୁବନେଶ୍ୱର ୧ ନମ୍ବର ହାଟରେ ଦେଖିବାକୁ ମିଳୁଥିବା
Read More...