ପ୍ରମୁଖ ଖବର

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ବସ୍‌ରେ ମାଗଣା ଯିବେ ଛାତ୍ରୀଛାତ୍ର
ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ
ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ
ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କଲେ ଦୃର୍ବୁତ୍ତ

ଗୋଲ୍ ବର୍ଷା କରି କାନାଡାକୁ ଧୋଇଦେଲା ଭାରତ

ଭୁବନେଶ୍ବର: ଦ୍ବିତୀୟ ମ୍ୟାଚରୁ ଆୟୋଜକ ଭାରତ କନିଷ୍ଠ ପୁୁରୁଷ ହକି ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର କାନାଡାକୁ ୧୩-୧ରେ ପରାସ୍ତ କରି ନିଜର ଦମଦାର ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଛନ୍ତି ଖେଳାଳି। ଅନ୍ୟପକ୍ଷରେ କାନାଡା ଲଗାତାର ଦ୍ବିତୀୟ
Read More...

ବିଜେପିକୁ ଟକ୍କର ଦେବାକୁ ପାଗ ଭିଡୁଛନ୍ତି ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାହା ହାତକୁ ଯିବ, ତା ଉପରେ ବି ସମଗ୍ର ଦେଶରେ ରାଜନୈତିକ ଚର୍ଚ୍ଚା ଆଲୋଚନା ବଢ଼ିବାରେ ଲାଗିଛି। ନିର୍ବାଚନ କିଛି ମାସ ବାକି ଥିଲେ ହେଁ, ରାଜନୈତିକ ଦଳଗୁଡିକ ସମର ସଜ୍ଜା ଆରମ୍ଭ କରିସାରିଲେଣି। ବିଜେପି-ସମାଜବାଦୀ ପାର୍ଟି ଭିତରେ ମୁଖ୍ୟତଃ ଲଢ଼େଇ ହେବ ବୋଲି
Read More...

ଶକ୍ତି ବଢ଼ାଇଲେଣି ମମତା, ଓଡ଼ିଶା ଉପରେ ବି ଆଖି

ନୂଆଦିଲ୍ଲୀ: ଧୀରେ ଧୀରେ ପଶ୍ଚିମବଙ୍ଗରୁ ପାଦ ବାହାର କରି ତୃଣମୂଳକ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଅନ୍ୟସବୁ ରାଜ୍ୟରେ ପାଦ ରଖିବାକୁ ଯୋଜନା କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରାଣାସୀ ଏବଂ ମୁମ୍ବାଇ ଉପରେ ବି ତାଙ୍କର ଆଖି ପଡ଼ିିଛି। ମେଘାଳୟରେ ପୂର୍ବତନ ବିଧାୟକ
Read More...

ଗମ୍ଭୀରଙ୍କୁ ଆଇଏସଆଇଏସର ହତ୍ୟା ଧମକ

ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀ ନିର୍ବଚନମଣ୍ଡଳୀର ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ତାଙ୍କ ହତ୍ୟା ଧମକ ଦିଆଯାଇଥିବା ସେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଡିସିପି କେନ୍ଦ୍ରୀୟ ଶ୍ୱେତା ଚୌହ୍ୱାନ କହିଛନ୍ତି, ଏନେଇ ଆମେ
Read More...

ମହାପ୍ରଭୁଙ୍କ ପାଇଁ ମହାଯୋଜନା

ଚମକିବ ଶ୍ରୀମନ୍ଦିର ପରିକ୍ରମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ ଏବଂ ମହାଯଜ୍ଞରେ ପୂର୍ଣ୍ଣାହୂତି ମଧ୍ୟ ଦେଇଛନ୍ତି । ପ୍ରକଳ୍ପର ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆଜିର ଦିନ ଓଡିଶା ପାଇଁ
Read More...

ହଠାତ କ’ଣ ହେଲା ,ଲୋକେ କାହିଁକି ଛାଡିଲେ ମୋବାଇଲ୍

ଗୋଟିଏ ମାସରେ ଓଡ଼ିଶା ହରାଇଲା ସାଢେ ୧୧ଲକ୍ଷ ଉପଭୋକ୍ତାଜିଓରୁ କଟିଲେ ସର୍ବାଧିକ ୯ ଲକ୍ଷ ୯୮ ହଜାର ଉପଭୋକ୍ତାବିଏସଏନଏଲ୍ ବି ପ୍ରଭାବିତ ହୋଇଛି ସେପ୍ଟେମ୍ବର ରିପୋର୍ଟରେଦେଶର ବିଭିନ୍ନ ଟେଲିଫୋନ୍ ସେବାରୁ ଦୂରେଇଲେ୨.୭୦କୋଟିଟେଲିକମ୍ କମ୍ପାନି ଚିନ୍ତାରେ, କାହିଁକି ଏମିତି ହେଲା
Read More...

ଜିତିଗଲା ଯମ, ହାରିଗଲା ଜୀବନ

ଭୁବନେଶ୍ବର: ହେ ଭଗବାନ! ତମେ କେଡେ ନିଷ୍ଠୁର! ଭେଣ୍ଡିଆ ପୁଅକୁ ହରାଇବା ପରେ ମାଆର କୋଳଶୂନ୍ୟ କରିଦେଲ! ଗୋଟେ ବେସାହାରା ବାପାର ବିଶ୍ୱାସ ଭାଙ୍ଗିଦେଲ! ମୃତ୍ୟୁ ସହ ଲଢିଲଢି ଶେଷରେ ହସ୍ପିଟାଲ ବେଡରେ ହାରିଗଲେ ଅମ୍ରିତ। ଜୀବନ ଯୁଦ୍ଧରେ ପରାଜିତ ହେଲେ। ବଞ୍ଚାଇ ପାରିଲାନି ବ୍ୟୟ
Read More...

ଦେଇଥିବା କଥା ରଖିଲେ ନିର୍ମଳା

ଓଡ଼ିଶାକୁ ମିଳିଲା ୪୩୦୫. ୩୨ କୋଟି ଟଙ୍କାସବୁଠାରୁ ଅଧିକ ପାଇଲା ଉତ୍ତରପ୍ରଦେଶଦୁଇଟି କିସ୍ତି ଏକକାଳୀନ ପ୍ରଦାନ କଲେ କେନ୍ଦ୍ର ନୂଆଦିଲ୍ଲୀ: ରାଜ୍ୟମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ କେନ୍ଦ୍ର ସରକାର ପାଳନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତମାସରେ କେନ୍ଦ୍ରୀୟ
Read More...

କୃଷି ଆଇନ ପ୍ରତ୍ୟାହାରରେ ଆଜି ଲାଗିବ ମୋହର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ। ସଂସଦରେ ଶୀତକାଳୀନ ଅଧିବେଶନ ଆଗରୁ ଆଜି ଦିନ ୧୧ଟାରେ ବସିବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ବାଜିବ। ତିନି କୃଷି ଆଇନ ପ୍ରତ୍ୟାହାର ସଂପର୍କିତ ପ୍ରସ୍ତାବ
Read More...

ଛାଡପତ୍ର ନେବେ କି ପ୍ରିୟଙ୍କା?

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ବଲିଉଡ଼ରୁ ନେଇକି ହଲିଉଡ଼ ଯାଏଁ ସମସ୍ତଙ୍କ ପ୍ରିୟ ଯୋଡି । କିନ୍ତୁ ଏବେ ଦୁଇ ଜଣଙ୍କୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ସୋମବାର ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମର ବାୟୋରେ ପରିବ ର୍ନ କରିଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।
Read More...