ପ୍ରମୁଖ ଖବର

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ବସ୍‌ରେ ମାଗଣା ଯିବେ ଛାତ୍ରୀଛାତ୍ର
ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ
ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ
ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କଲେ ଦୃର୍ବୁତ୍ତ

କ୍ୟାଟ୍ରିନାଙ୍କ ବିବାହକୁ ଆସିବେନି ସଲମାନ!

ମୁମ୍ବାଇ: ବଲିଉଡ଼ର ଲଭ ବାର୍ଡ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୭ରୁ ୯ ତାରିଖ ଭିତରେ ଉଭୟ ବିବାହ କରିବା ନେଇ ଖବର ଆସୁଛି। ରାଜସ୍ଥାନର ଜୟପୁର ସ୍ଥିତ ସିକ୍ସ ସେନସନ୍ସ ଆଭିଜାତ୍ୟ ସମ୍ପନ୍ନ ହୋଟେଲରେ ଏହି ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହେବ
Read More...

ମଣିପୁର ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଂଗଠନ

ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣ ଆଖିବୁଜିଛନ୍ତି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ସହିଦ ହୋଇଛନ୍ତି। ଏବଂ କର୍ଣ୍ଣେଲଙ୍କ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣକୁ ନେଇ ସାରା ଦେଶ କ୍ରୋଧିତ। ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚର୍ଚ୍ଚା
Read More...

ଭୟଙ୍କର ଆତଙ୍କୀ ହମ୍‌ଲା

ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଆତଙ୍କୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୬ ଜଣ ସହିହ ହୋଇଛନ୍ତି । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ସ୍ତ୍ରୀ ଓ ପୁଅର ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ମଣିପୁର ଚୁରାଚନ୍ଦ୍ରପୁର ସିଘାଂଟାେ ରେ ଏହି ଆକ୍ରମଣ
Read More...

ବାୟୁପ୍ରଦୂଷଣ ପାଇଁ ହୋଇପାରେ ଲକଡାଉନ

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ଏନସିଆରରେ ଏବେ ବି ପ୍ରଦୂଷଣ ଯୋଗୁଁ ସ୍ଥିତି ଖରାପ ହେବାରେ ଲାଗିଛି । ଏହାରି ଭିତରେ ସୁପ୍ରିମକୋର୍ଟରେ ଆଜି ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି ହୋଇଛି । ପ୍ରଦୂଷଣର ବୃଦ୍ଧି ସ୍ତରକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ
Read More...

ୟୁରୋପରେ କରୋନା କରୁଛି ତାଣ୍ଡବ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମିଳିଥିବା ସୂଚନା ଅନୁସାରେ, ୟୁରୋପରେ ଗତ ଏକ ସପ୍ତାହରେ କରୋନା ସଂକ୍ରମଣର ୨୦ ଲକ୍ଷ ମାମଲା ସାମନାକୁ ଆସିଛି । ଗୋଟେ ସପ୍ତାହ ମଧ୍ୟରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ସର୍ବାଧିକ ମାମଲା । ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କ କରୋନାରେ ଜୀବନ ଯାଇଛି । ଏହା
Read More...

ବିବାଦ ମଧ୍ୟରେ ବାଇଡେନ-ଜିନପିଙ୍ଗ ଆଲୋଚନା

ବିବାଦ ମଧ୍ୟରେ ଆସନ୍ତା ୧୫ ତାରିଖ ଅର୍ଥାତ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ମଧ୍ୟରେ ବୈଠକ ବସିବ । ହ୍ୱାଇଟ ହାଉସ ଅନୁଯାୟୀ, ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ବସିବ । ବାଇଡେନ, ଜିନପିଙ୍ଗଙ୍କ ସାମନାରେ ଆମେରିକାର ଉଦ୍ଦେଶ୍ୟ ଓ ପ୍ରାଥମିକତା
Read More...

ଏନସିବି ଅଫିସରେ ବିତିଲା ଆର୍ଯ୍ୟନଙ୍କ ଜନ୍ମଦିନ

ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ନଭେମ୍ବର ୧୨ ଅର୍ଥାତ୍‌ ଶୁକବ୍ରାର ଜନ୍ମଦିନ ଥିଲା । କିନ୍ତୁ ଜନ୍ମଦିନରେ ସେଲିବ୍ରେସନ ବଦଳରେ ଏନସିବି ଅଫିସରେ ବିତିଥିଲା । ଜନ୍ମଦିନରେ ଏନସିବି ଆର୍ଯ୍ୟନ ଖାନଙ୍କୁ ପାଖାପାଖି ୬ ଘଣ୍ଟ। ଧରି ପଚରାଉଚରା କରିଥିଲା । ଦିନ ୪ଟା ୪୫ରେ
Read More...

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ..ବିଗୁଡିଛି ସ୍ଥିତି

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ । ଆଶ୍ୱସ୍ତି ମିଳିବା ପରିବର୍ତ୍ତେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଆଗାମୀ ଦୁଇ ଦିନରେ ପ୍ରଦୂଷଣ ବହୁ ମାତ୍ରାରେ ବଢିଯିବାର ସମ୍ଭାବନା ରହିଛି । ଫଳରେ ଲୋକଙ୍କ ଆଖି ଜଳିବା, ନିଶ୍ୱାସ ନେବାରେ
Read More...

ଏନକାଉଣ୍ଟରରେ ଟଳିଲା ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁଲଗାମର ଏନକାଉଣ୍ଟର। ଶ୍ରୀନଗର ଓ କୁଲଗାମରେ ଭିନ୍ନ ଭିନ୍ନ ସ୍ଥାନରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକାରୀ ମାନେ କହିଛନ୍ତି ଯେ, ବେମିନା ଅଞ୍ଚଳର ହାମଦାନିଆ କଲୋନୀ ଅ ଳରେ ସନ୍ଧ୍ୟାରେ ଗୁଳିବିନିମୟ
Read More...

ପଦାରେ ପଡିଲା ପାକିସ୍ତାନର ଚାଲ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନେଇ ଭାରତରେ ଏନଏସଏ ସ୍ତରର ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୭ଟି ଦେଶ ଅଂଶଗ୍ରହଣ କରିଥିଲେ ଏବଂ ଆଫଗାନିସ୍ତାନର ବ ର୍ମାନର ସ୍ଥିତି ନେଇ ଆଲୋଚନା କରିଥିଲେ। କିନ୍ତୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ବୈଠକରେ ଯୋଗ
Read More...