ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ନବୀନଙ୍କ ‘ବବି’ କାର୍ଡ ସଫଳ

ବିରୋଧୀ ତଟକା, ପ୍ରଣବ ପ୍ରକାଶଙ୍କ ସମସାମୟିକ ମଧ୍ୟ ଛାନିଆଅଧିକ ଯୁବ ନେତା ଏବେ ସାମ୍ନାକୁ ଆସିବେ, ପୁରୁଣା ଚେହେରା ବଦଳିବେବିଜେପିଠାରୁ ଯୁବ ଶକ୍ତିଙ୍କୁ ଦୂରେଇବାରେ ବବିଙ୍କର ବଡ ଭୂମିକା ରହିଛି ଭୁବନେଶ୍ବର: ରାଜ୍ୟରେ ବହୁ ଚର୍ଚ୍ଚିତ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।
Read More...

ବିଜେପି ନେତା ଗଲେ କୁଆଡେ ?

ପଞ୍ଚାୟତରେ ଶୋଚନୀୟ ପ୍ରଦର୍ଶନ ପରେ ବି ଆଶ୍ବାସନା ଦେଉନି ଦଳଏଯାଏ କାରଣ ଖୋଜା ବୈଠକ ବସିଲାନି କି କେହି ଦାୟିତ୍ବ ମୁଣ୍ଡାଇଲେନିଧର୍ମେନ୍ଦ୍ର, ବୈଜୟନ୍ତ, ସମ୍ବିତଙ୍କ ଭୂମିକା ନେଇ ସବୁଠାରେ ପ୍ରଶ୍ନ ଉଠିଲାଣିପୌରାଞ୍ଚଳ ହାତଛଡ଼ା ହେଲେ ଆଗକୁ ବଡ ମୂଲ୍ୟ ଦେଇପାରେ ବିଜେପିଦଳର ଶୀର୍ଷ
Read More...

କଂଗ୍ରେସ ପରାଜୟ ନୁହେଁ, ସୋନିଆଙ୍କ ପାଇଁ ବେଶୀ ଚିନ୍ତା!

ସଭାପତି ପଦରେ ରହିବେ ସୋନିଆ, ଗାନ୍ଧୀ ପରିବାର ଇସ୍ତଫା ଖବର ଫୁସ୍ରାହୁଲଙ୍କୁ କଂଗ୍ରେସ ନେତୃତ୍ବ ଦେବା ପାଇଁ ପୁଣି ଥରେ ଦଳରୁ ସ୍ବର ତେଜିଲାସଂସଦ ଅଧିବେଶନ ପରେ କଂଗ୍ରେସ ସଂଗଠନରେ ପରିବର୍ତ୍ତନ ହୋଇପାରେ ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ
Read More...