ପ୍ରମୁଖ ଖବର

ମହିଳା ଆରକ୍ଷଣ ବିଲ୍ ବିଫଳ, ପରିଣାମ ଭୋଗିବେ : ନରେନ୍ଦ୍ର ମୋଦୀ
ହର୍ମୁଜ ପ୍ରଣାଳୀରେ ଭାରତୀୟ ସୁପରଟ୍ୟାଙ୍କର୍‌ ଉପରେ ଗୁଳିମାଡ଼
ଗ୍ରୀଷ୍ମ ପ୍ରବାହ ପାଇଁ ଆସିଲା ନୂଆ ଏସ୍‌ଓପି
ମହିଳା ବିଲ୍ ବିଫଳ,ବିରୋଧୀଙ୍କ ଆକ୍ରମଣ, ‘ଗଣତନ୍ତ୍ରର ବିଜୟ’: ପ୍ରିୟଙ୍କା ଗାନ୍ଧୀ
‘ଏନର୍ଜି କ୍ୟାପିଟାଲ’ ହେବ ଅନୁଗୁଳ : ମୁଖ୍ୟମନ୍ତ୍ରୀ

ଓମିକ୍ରନ ଚିହ୍ନଟ ପାଇଁ ଓଡିଶା ଆସିବ ‘ଓମିସିୟୋର’

ଦେଶ ସହ ରାଜ୍ୟରେ ମଧ୍ୟ ଓମିକ୍ରନ ଭ୍ୟାରିଆ ଯୋଗୁଁ ସଂକ୍ରମଣ ବଢିଚାଲିଛି । କରୋନା ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି,ସେମାନଙ୍କ ଜେନମ ସ୍ୱିକେନ୍ସଂ ପାଇଁ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି
Read More...

ପଞ୍ଚାୟତ ନିର୍ବାଚନ: ବିଜେଡିର ହଁ, ବିରୋଧୀଙ୍କ ନା…

ଭୁବନେଶ୍ବର; ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଦାବି କରିଛନ୍ତି । କରୋନାର ତୃତୀୟ ଲହର ଚାଲିଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ତେଣୁ ନିର୍ବାଚନ ସ୍ଥଗିତ
Read More...

ଦେଶରେ ଦ୍ରୁତ ଗତିରେ ମାଡୁଛି କରୋନା

ଦେଶରେ କରୋନା ସଂକ୍ରମଣ ଥମିବାର ନାନଉନି। ରକେଟ ସ୍ପିଡରେ ମାଡିଚାଲିଛି ମହାମାରୀ । ଗତ ୨୪ ଘଣ୍ଟା ରେ ଦେଶରେ ଲକ୍ଷେ ୭୯ ହଜାର ୭୨୩ ନୂଆ ମାମଲା ସାମନାକୁ ଆସିଛି । ଯାହା ସୋମବାର ତୁଳନାରେ ୧୨.୬ ପ୍ରତିଶତ ଅଧିକ । ତେବେ ଚିନ୍ତାର ବିଷୟ ହେଉଛି ମହାରାଷ୍ଟ୍ରରୁ କେବଳ ୪୪ ହଜାର ୩୮୮ ଆକ୍ରାନ୍ତ
Read More...

କୁଲଗାମରେ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର କୁଲଗାମରେ ଆଜି ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ତରଫରୁ ଜୋରଦାର ଗୁଳିମାଣ୍ଡହୋଇଛି । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ପୁଲିସ ଅନୁସାରେ, ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସକାଳୁ ହିଁ ଗୁଳିମାଡ଼ ଆରମ୍ଭ
Read More...

ରାଜ୍ୟରେ ଦିନକରେ ୪୮୨୯ ଆକ୍ରାନ୍ତ..ଜାଣନ୍ତୁ କେଉଁ ଜିଲ୍ଲାରେ କେତେ?

ରାଜ୍ୟରେ କରୋନା ସଂକ୍ରମଣ ସମସ୍ତଙ୍କ ନିଦ ହଜାଇଦେଇଛି । ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବ ବୋଲି ସମସ୍ତେ ଅନୁମାନ କରିଥିଲେ, କିନ୍ତୁ ଯେଭଳି ଭାବରେ ଏହା ବୃଦ୍ଧି ପାଉଛି ତାହା ସମସ୍ତଙ୍କ ଅନୁମାନ ବାହାରେ । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୫ ହଜାର ମୁହାଁ । ଗତ
Read More...

ଆଜିଠୁ ବୁଷ୍ଟର ଡୋଜ..ଜାଣନ୍ତୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର

ଦେଶରେ ତୃତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଏହାରି ଭିତରେ ସାରା ଦେଶ ସହ ରାଜ୍ୟରେ ଆଜିଠୁ ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟକର୍ମୀ,ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ଯେଉଁମାନେ ବହୁବିଧ ରୋଗରେ
Read More...

୧୧ ଥର ଟିକା ନେଇ ଗିରଫ ହେବେ

ଭୁଲ ତରିକାରେ ୧୧ ଥର ଟିକା ନେଇଥିଲେ । ଆଉ ଏବେ ଗିରଫ ହୋଇପାରନ୍ତି ବିହାର ମଧେପୁର ଜିଲ୍ଲାର ୮୪ ବର୍ଷୀୟ ବୃଦ୍ଧ ବ୍ରହ୍ମାଦେବ ମଣ୍ଡଳ । ବ୍ରହ୍ମାଦେବ ମଣ୍ଡଳଙ୍କ ବିରୋଧରେ ପୁରେନୀ ଥାନାରେ ମାମଲା ରୁଜୁ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୟ କୃଷ୍ଣ ପ୍ରସାଦଙ୍କ ଅଭିଯୋଗ ପରେ
Read More...

ହଜାରେରୁ ଅଧିକ ଡାକ୍ତରଙ୍କୁ କରୋନା

ଦେଶରେ ଗତ ୨୪ ଘଣ୍ଟା ରେ ଲକ୍ଷେ ୫୯ ହଜାର ୬୩୨ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ତୁଳନାରେ ରବିବାର ୧୨.୪ ପ୍ରତିଶତ ଅଧିକ ମାମଲା ସାମନାକୁ ଆସିଛି । ତେବେ ଚିନ୍ତାର କଥା ହେଉଛି ଯେ, କରୋନାର ଏହି ତୃତୀୟ ଲହରରେ ବଡ଼ ସଂଖ୍ୟାରେ ଡାକ୍ତର ସଂକ୍ରମିତ ହେଉଛନ୍ତି । ଦିଲ୍ଲୀ ଓ
Read More...

ଏପଟେ କରୋନା, ସେପଟେ ବର୍ଷା

ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ଥିବା ବେଳେ ଏବେ ଅଦିନିଆ ବର୍ଷା ସ୍ଥିତିକୁ ଆହୁରି ବିଗାଡିଦେଇଛି । ସଂକ୍ରମଣ ବଢିଚାଲିଥିବା ଏବେ ବର୍ଷା ଚିନ୍ତା ବଢାଇଛି । ବିଭିନ୍ନ ସ୍ଥାନରେ ପାଣି ଜମିଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଦିଲ୍ଲୀ ଓ ଏନସିଆର ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ
Read More...

ଦେଶରେ ସଂକ୍ରମଣ ଦେଢ଼ ଲକ୍ଷ ପାର୍

ଓମିକ୍ରନ ସକ୍ରିୟ ହେବା ପରେ କରୋନା ସଂକ୍ରମଣରେ ବ୍ରେକ ଲାଗୁ ନାହିିଁ । ପ୍ରତିଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ଦେଢ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଲକ୍ଷେ ୫୯ ହଜାର ୬୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର
Read More...