ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

ଉଦ୍ଧାର ମିଶନରେ କେନ୍ଦ୍ର ମନ୍ତ୍ରୀ, ୨୬ ବିମାନରେ ଫେରିବେ ଭାରତୀୟ

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଅନେକ ଭାରତୀୟ ଏବେ ବି ୟୁକ୍ରେନରେ ଫସିରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଉଦ୍ଧାର ମିଶନରେ ୪ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ
Read More...

ଆମେରିକା ଟାର୍ଗେଟରେ ପୁଟିନ୍‌

ୟୁକ୍ରେନ ଉପରେ ଋଷର ଘନଘନ ଆକ୍ରମଣ ନେଇ କଠୋର ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ଆଜି ଷ୍ଟେଟ ଅଫ ୟୁନିୟନକୁ ସମ୍ବୋଧିତ କରି ଋଷ ବିରୋଧରେ ଗର୍ଜନ କରିଛନ୍ତି । ସେ କହିଛନ୍ତି, ପୁଟିନ ୬ ଦିନ ପୂର୍ବେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଭୁଲ । ଋଷର ଏଭଳି ମନଇଛା କାମକୁ ଆଉ
Read More...

ଆଜିଠୁ ପୌର ନାମାଙ୍କନ

ସରିଲା ଗାଁ ଭୋଟ, ଏବେ ସହର ପାଳି । ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଆସନ୍ତା ୭ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । ରାଜ୍ୟର ୧୦୬ଟି ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ । ଏଥର ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ
Read More...

ଋଷ ଆକ୍ରମଣରେ ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଦୁଃଖଦ ଖବର। ୟୁକ୍ରେନ ଉପରେ ଋଷ ଆକ୍ରମଣ ଚାଲିଗଲା ଭାରତୀୟ ଛାତ୍ରଙ୍କ ଜୀବନ। ବୈଦେଶିକ ମନ୍ତ୍ରାଳୟପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକ ନବୀନ କୁମାର ବୋଲି ଜଣାପଡିଛି । ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ
Read More...

ଜୁନ୍‌ରେ କୋଭିଡର ଚତୃର୍ଥ ଲହର!

ଦେଶରେ କରୋନାର ତୃତୀୟ ଲହର କମିଆସୁଥିବା ବେଳେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆଶ୍ୱସ୍ତି ଭିତରେ ପୁଣି ଆସିଛି ଭୟର ଖବର । ଖୁବ ଶୀଘ୍ର ଆସିପାରେ କରୋନାର ଚତୃର୍ଥ ଲହର । ଆଇଆଇଟି କାନପୁରର ଗବେଷକଙ୍କ ଅଧ୍ୟୟନରୁ ଜଣାପଡିଛି, ଜୁନ ମାସ ସୁଦ୍ଧା ଦେଶରେ କୋଭିଡର ଚତୃର୍ଥ ଲହର
Read More...

ମାସ ଆରମ୍ଭରୁ ଝଟ୍‌କା, ପୁଣି ବଢିଲା ଏଲପିଜି ଦର

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମାର୍ଚ୍ଚ ପହିଲାରୁ ଗ୍ରାହକଙ୍କ ଉପରେ ପଡିଛି ଚଡ଼କ । ପୁଣି ବଢିଛି ଏଲପିଜି ସିଲିଣ୍ଡର ଦର । ତେବେ ଏହି ବର୍ଦ୍ଧିତ ମୂଲ୍ୟ ୧୦୫ ଟଙ୍କା କମର୍ସିଆଲ ସିଲିଣ୍ଡର ପାଇଁ ଲାଗୁ ହୋଇଛି । ଫେବୃଆରୀ ପହିଲାରେ ଏହାର ଦର ୯୧ ଟଙ୍କା ୫୦ ପଇସାରେ ବୃଦ୍ଧି ପାଇଥିବା ବେଳେ ଏବେ
Read More...

ପଞ୍ଚାୟତ ନିର୍ବାଚନରେ ହାରିଗଲେ ପୂର୍ବତନ ମନ୍ତ୍ରୀ

ପଞ୍ଚାୟତ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ । ଅଧିକାଂଶ ସ୍ଥାନରେ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କେଉଁ ଆସନ କାହା ହାତକୁ ଗଲା ତାହା ସାମନାକୁ ଆସିବାରେ ଲାଗିଛି । ତେବେ ଗାଁ ରାଜନୀତିରେ ଚର୍ଚ୍ଚିତ ଚେହେରା ଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସମିତି ସଭ୍ୟ
Read More...

ସୈନ୍ୟ ଶିବିର ଉପରେ ଋଷର ବଡ଼ ଆକ୍ରମଣ, ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ

ୟୁକ୍ରେନ-ଋଷ ମଧ୍ୟରେ ଆଜି ଯୁଦ୍ଧର ଷଷ୍ଠ ଦିନ । ଦୁଇ ଦେଶ ମଧ୍ୟ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ଋଷ ସେନାଙ୍କ ଆକ୍ରମଣରେ ୟୁକ୍ରେନର ୭୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି । ଓଖର୍ଟିକାରେ ଅବସ୍ଥିତ ମିଲିଟ୍ରି ବେସକୁ ଟାର୍ଗେଟ କରାଯାଇଥିଲା । ଓଖର୍ଟିକା ସହର ଖାର୍କିଭ ଓ କିବ୍ ମଧ୍ୟରେ
Read More...