ହାତ ଟେକିଦେଲା ଆମେରିକା, କହିଲା ୟୁକ୍ରେନକୁ ପଠାଇବ ନାହିଁ ସେନା
ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷକୁ ନିନ୍ଦା କରିଛନ୍ତି । ବାଇଡେନ କହିଛନ୍ତି ଯେ, ଆମକୁ ପ୍ରଥମରୁ ଜଣାଥିଲା ଯେ ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବ । ପୁଟିନ ହେଉଛନ୍ତି ଆକ୍ରମଣକାରୀ, ସେ ଯୁଦ୍ଧର ରାସ୍ତା ବାଛିଲେ । କିନ୍ତୁ ପୁଟିନ ଆଉ ତାଙ୍କ ଦେଶ!-->…
Read More...
Read More...