ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦ୍ୱିତୀୟ ଦିନରେ ପୁଣି ବଢିଲା ତୈଳ ଦର

ଦେଶରେ ଲଗାତର ଦ୍ୱିତୀୟ ଦିନରେ ବଢିଲା ତୈଳ ଦର । ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବାର କିଛି ଦିନ ପରେ ହିଁ ପେଟ୍ରୋଲ ଓ ଡିଜେଲ ଦରବଢିବା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ଆସିବା ପରେ ୨୨ ମାର୍ଚ୍ଚରୁ ତୈଳ ଦର ବୃଦ୍ଧି ହୋଇଛି । ଆଜି ପୁଣି ଥରେ ପେଟ୍ରୋଲ ଓ ଡିଜେଲ…
Read More...

ନେତାଙ୍କ ଆଚରଣରେ ରାଗିଗଲେଣି ବିଜେପି କର୍ମୀ

ପଞ୍ଚାୟତ ନିର୍ବାଚନ ସରିଥିଲା, ପୌର ନିର୍ବାଚନ ବି ଗଲାବିଜେପିର ତୁଙ୍ଗ ନେତାଙ୍କୁ ଦେଖପାରିଲେନି କର୍ମୀପ୍ରଚାରକୁ ଆସିଲେ ନାହିଁ କି ଭରସା ଦେଲେ ନାହିଁ ଭୁବନେଶ୍ବର: ପୌର ନିର୍ବାଚନ ପ୍ରଚାର ସରିଗଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ…
Read More...

ପୁଲିସ କବଜାରେ ଶର୍ମିଷ୍ଠାଙ୍କ ଭାଇ

କ୍ୟାମେରାମ୍ୟାନ ମାନଓ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇକୁ ଉଠାଇ ଆଣିଲା ପୁଲିସ । ଶର୍ମିଷ୍ଠାଙ୍କ ଭାଇପରମେଶ୍ୱରଙ୍କୁ ଗିରଫ କରିଛି ପୁଲିସ । ଶର୍ମିଷ୍ଠାଙ୍କୁ ଫେରାର କରାଇବା ପଛରେ ତାଙ୍କ ଭାଇର ହାତ ଅଛି । ଶର୍ମିଷ୍ଠାଙ୍କ ଭାଇ ତାଙ୍କୁ ଫେରାଇ…
Read More...

ସ୍ୱାମୀଙ୍କ ପରେ ଆଖିବୁଜିଲେ ସ୍ତ୍ରୀ

ସ୍ୱାମୀଙ୍କ ଦଶାହରେ ଆଖି ବୁଜିଲେ ସ୍ତ୍ରୀ । ଟାହିଟପରା ଉଜାଡିଦେଲା ସୁଖର ସଂସାର। ଭଦ୍ରକ ବାସୁଦେବପୁରରେ ପରାଜିତ ପ୍ରାର୍ଥୀଙ୍କୁ ଟାହିଟପରା ଘଟଣାରେ ସ୍ୱାମୀଙ୍କ ପରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସ୍ତ୍ରୀ ।କଟକରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୁମତିଙ୍କ ଆଜି ସକାଳେ ମୃତ୍ୟୁ…
Read More...

ସେବାୟତଙ୍କୁ ଗୁଳି: ସବୁ ଅଭିଯୁକ୍ତ ଗିରଫ

ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଆଉ ୪ ଅଭିଯୁକ୍ତଙ୍କ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହରି ପଣ୍ଡା, ଟୁଟୁ ମହାପାତ୍ର, କୁନୁମୁନି ସୁଆର ଓ ଜଗନ ଖଟେଇ । ଏମାନଙ୍କୁ ସମସ୍ତଙ୍କୁ କୋରାପୁଟ ସୀମାରୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଫେରାର କରାଇବା ଓ…
Read More...

ପ୍ରଧାନମନ୍ତ୍ରୀ ପଦରୁ ହଟିବେ ଇମ୍ରାନ, ନୱାଜଙ୍କ ଦଳ ଜାରି କଲା ନୂଆ ପ୍ରାର୍ଥୀଙ୍କ ନାଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । କୌଣସି ସମୟରେ ତାଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ଖସିପାରେ । ଇମ୍ରାନ ଖାନ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ପାକିସ୍ତାନ ସେନା ମଧ୍ୟ ଇସାରା ଦେଇଛି । ଏହାରି ଭିତରେ ପାକ୍‌ର ପୂର୍ବତନ…
Read More...

ଗିରଫ ହୋଇପାରନ୍ତି ଶର୍ମିଷ୍ଠା, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଖୁବ ଶୀଘ୍ର ଗିରଫ ହୋଇପାରନ୍ତି । ତେବେ ହାଇକୋର୍ଟରେ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ…
Read More...

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ବଢିଲା ରୋଷେଇ ଗ୍ୟାସ ଦର

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହ ଏଲପିଜି ଗ୍ୟାସ ଦର ମଧ୍ୟ ବୃଦ୍ଧି ହୋଇଛି । ଋଷ-ୟୁକ୍ରେନ ମଧ୍ୟ ଯୁଦ୍ଧ ହେତୁ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଘରୋଇ ସ୍ତରରେ ପଡିଛି। ଏଲପିଜି ସିଲିଣ୍ଡର ୫୦ ଟଙ୍କା ମହଙ୍ଗା ହୋଇଛି । ଗ୍ୟାସ ସିଲିଣ୍ଡର ଦର…
Read More...

ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ପରେ ତେଲରେ ନିଆଁ । ବଢିଲା ପେଟ୍ରୋଲ ଓ ଡିଜେଲ ଦର । ୧୩୭ ଦିନ ପରେ ବୃଦ୍ଧି ପାଇଛି ତୈଳ ଦର । ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଅଶୋଧିତ ତୈଳ ଦର ବୃଦ୍ଧି ଓ ଋଷ-ୟୁକ୍ରେନ ମଧ୍ୟରେ…
Read More...