ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଖସୁଛି ସଂକ୍ରମିତଙ୍କ ସଂଖ୍ୟା, ବଢୁଛି ମୃତ୍ୟୁ ତାଲିକା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ଯାହା ଆଶ୍ୱସ୍ତ କରିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ମୃତ୍ୟୁ ସଂଖ୍ୟାର ତାଲିକା ଲମ୍ବିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ସଂକ୍ରମଣ
Read More...

ଆଜି ରଥଯାତ୍ରା: ସ୍ମରଣ କରନ୍ତୁ ମହାପ୍ରଭୁଙ୍କୁ

ନୀଳାଦୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନସିଂହାସନସ୍ଥମ୍।ସର୍ବାଳଙ୍କାରଯୁକ୍ତଂ ନବଘନ ରୁଚିରଂସଂଯୁତଂଚାଗ୍ରଜେନ।।ଭଦ୍ରାୟା ବାମଭାଗେ ରଥଚରଣ ଯୁତଂବ୍ରହ୍ମରୁଦ୍ରେନ୍ଦ୍ର ସେବ୍ୟମ୍।ବେଦାନାଂ ସାରମୀଶଂ ସ୍ବଜନ ପରିବୃତ୍ତଂ ବ୍ରହ୍ମଦାରୁ ସ୍ମରାମି।।
Read More...

ଭାଗ ଭାଗ ହୋଇଯିବ କି ପ୍ରଶାସନ, ଅମଲା?

ଭୁବନେଶ୍ବର କ୍ଲବକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଲାଣିବିଜୟ ଓ ଅସିତଙ୍କ ପ୍ରାର୍ଥିତ୍ବକୁ ନେଇ ସବୁଠାରେ କମ୍ପନମୁଖ୍ୟମନ୍ତ୍ରୀ ଜାଣିଲେଣି ନା ନାହିଁ, କଣ ହେବାକୁ ଯାଉଛି ଭୁବନେଶ୍ବର: ଓଡ଼ିଶାରେ ଆଇଏଏସ୍ ଅଫିସର ଏବେ ଦୁଇଭାଗ। କିଛି ପ୍ରାଶାସନିକ ଅଧିକାରୀ, ବ୍ୟବସାୟୀ, କର୍ପୋରେଟ୍ ସଂସ୍ଥାର
Read More...

‘ମାନବସମ୍ବଳ ଅଭାବ ଏବେ ବଡ ସମସ୍ୟା’

ଭାରତୀୟ ମାନବ ସମ୍ବଳ ନେତୃତ୍ୱ ପୁରସ୍କାର ଉତ୍ସବ ୨୦୨୧ ନୂଆଦିଲ୍ଲୀ: ଦୁଇବର୍ଷ ତଳେ ଭାରତୀୟ ମାନବ ସମ୍ବଳ ସଂଗଠନ ଆରମ୍ଭ କରିଥିଲେ ସମର ମହାପାତ୍ର।ଏହି ସଂସ୍ଥାର ଉଦ୍ଦେଶ୍ୟ ଥିଲା, ମାନବ ସମ୍ବଳ କର୍ମଜୀବୀଙ୍କର ଜ୍ଞାନ ଓ ଅନୁଭବର ଆଦାନ ପ୍ରଦାନ କରିବ। କ୍ୟାରିଅର ତିଆରିକୁ ସୁବିଧା ଜନକ
Read More...

ଖୋର୍ଧା: ତୃତୀୟ ଲହର ଛୁଇଁଲା କି? କାହିଁକି କମୁନି ସଂକ୍ରମଣ??

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ବି ଅଧିକ, ମୃତ୍ୟୁ ସଂଖ୍ୟା ବିରାଜ୍ୟରେ ଖସୁଛି ସଂକ୍ରମଣ ହାର, ଲମ୍ବୁଛି ମୃତ୍ୟୁ ତାଲିକା ଭୁବନେଶ୍ବର: ଲାଲବଳୟରୁ ହଟିବନି କି ଖୋର୍ଦ୍ଧା? କମିବନି କି ସଂକ୍ରମଣ ? ନା ତୃତୀୟ ଲହର ଏହା ଭିତରେ ଛୁଇଁଗଲାଣି। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଆରମ୍ଭ
Read More...

ଓଡ଼ିଶାରେ ରାଜନୈତିକ ଦଳଙ୍କୁ କି ରୋଗ ହୋଇଛି?

କେଉଁ ରାସ୍ତାରେ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସଓଡ଼ିଶା ଲୋକଙ୍କ ପାଇଁ କିଏ ଲଢ଼ିବ? ସେମାନଙ୍କ ପାଇଁ କିଏ କହିବ? ଭୁବନେଶ୍ବର: ରାଜ୍ୟରେ ସମବାୟ ନିର୍ବାଚନ ହେଲାନି। ଇତିମଧ୍ୟରେ ବର୍ଷାଧିକ ସମୟ ବିତିଗଲାଣି। ରାଜ୍ୟର ସବୁ ସମବାୟ ସଂସ୍ଥା ଏବେ ପ୍ରଶାସନିକ ଅଧିକାରୀଙ୍କ
Read More...

ପ୍ରତ୍ୟକ୍ଷ ଭଗବାନ ହେଉଛନ୍ତି ସୂର୍ଯ୍ୟଦେବତା

ଗ୍ରହ, ନକ୍ଷତ୍ର ନିର୍ବିଶେଷରେ ରବିବାର ସମସ୍ତଙ୍କୁ ଆମିଷ ଭକ୍ଷଣ ମନା ନମଃ କମଳରୂପାୟ ନମଃ କମଳଧାରିଣେ।ନମଃ କମଳଯନ୍ତ୍ରାୟ ପଦ୍ମବଲ୍ଲଭ! ତେ ନମଃ।।
Read More...

ସୋସିଆଲ ମିଡିଆରେ ଭାଇରାଲ ଖବର ମିଛ, ମୋର କିଛି ହୋଇନି…

ଭୁବନେଶ୍ବର: 'ମୁଁ ଜୀବିତ ଅଛି। ପୁରା ସୁସ୍ଥ ଅଛି । ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଗୁରୁତର ହୋଇଥିବା ନେଇ ଭାଇରାଲ ଖବର ମିଛ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏକଥା ଆଉ କେହି ନୁହେଁ, ନିଜେ ଅସୀମା ଏକ ଭିଡିଓ ସେୟାର କରି କହିଛନ୍ତି।
Read More...

ଜଙ୍ଗଲରେ ସକ୍ରିୟ ହେଲେଣି ଶିକାରୀ

କଳାହାଣ୍ଡିରୁ ୩ ବାଘ ଛାଲ ଓ ଦାନ୍ତ ଜବତ, ଅନ୍ତଃରାଜ୍ୟ ରାକେଟ୍‌ର ୪ ଗିରଫ କଳାହାଣ୍ଡି: ବନ ବିଭାଗ ଅଧିକାରୀ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ଶିକାରୀ। ବନ ବିଭାଗକୁ ସଫଳତା ମିଳୁଛି, କିନ୍ତୁ ଶିକାରୀ ଶିକାର କରିସାରିବା ପରେ। ଏବେ ସେମିତି ଏକ ଖବର କଳାହାଣ୍ଡି ଜିଲ୍ଲାରୁ ଆସିଛି।
Read More...

ମହାପ୍ରଭୁଙ୍କ ପାଇଁ ସମସ୍ତେ ପ୍ରସ୍ତୁତ

ଶ୍ରୀକ୍ଷେତ୍ରରେ ହେବ ପୁଲିସ ଛାଉଣୀ, ବରିଷ୍ଠ ପୁଲିସ ଅଧିକାରୀ କଲେ ସମୀକ୍ଷାଆଜିଠାରୁ ହୋଟେଲ୍ ଛାଡି଼ିବେ, ଆସନ୍ତାକାଲିଠାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବ ପୁରୀ: ଦିନକ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଦେଉଳ ଭିତରୁ ବାହାରିବେ ପରଂବ୍ରହ୍ମ। ଏକାକାର ହେବେ ରଥ, ପଥ ଜଗନ୍ନାଥ। ଏଥିପାଇଁ
Read More...