ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭଡା ଘରୁ ମିଳିଲା ପୁଳା ପୁଳା ଜାଲ ନୋଟ୍‌

ଭୁବନେଶ୍ବର: ଘର ଭିତରୁ ମିଳିଲା ପୁଳା ପୁଳା ଜାଲ ନୋଟ। ଲକ୍ଷେ କି ଦୁଇ ଲକ୍ଷ ଟଙ୍କାର ନୁହେଁ ୧୩ ଟଙ୍କାର ଜାଲ ନୋଟ ଜବତ କରିଛି ପୁଲିସ। ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରୁ ଲକ୍ଷାଧିକ ଟଙ୍କାର ଜାଲ ନୋଟ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏତେ ଟଙ୍କାର ଜାଲ ନୋଟ କେଉଁଠୁ ଆସିଲା…
Read More...

ଆସନ୍ତା ୮ ତାରିଖ ପରେ ମାଟ୍ରିକ୍ ପିଲାଙ୍କୁ ଟିକା

ଭୁବନେଶ୍ବର: ଆସନ୍ତାକାଲିଠୁ ସାରା ଦେଶରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି। ତେବେ ଏହାରି ଭିତରେ ବଡ଼ ଖବର ଆସିଛି ଯେ, ରାଜ୍ୟରେ ଆସନ୍ତା ୮ ତାରିଖ ପରେ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…
Read More...

ମାଡ଼ିଆସିଲା ବିପଦ! ରାଜ୍ୟରେ ଏକାଥରକେ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଲା ଆଇଏଲ୍ଏସ୍୨୩ ଜଣଙ୍କ ମଧ୍ୟରେ ବିଦେଶ ଫେରନ୍ତା ଅଛନ୍ତିପାଖାପାଖି ୫୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚଲା ଭୁବନେଶ୍ବର: ପୂର୍ବାହ୍ନରେ କରୋନା ସଂକ୍ରମିତଙ୍କ ଚିତ୍ର ଚିନ୍ତା ବଢ଼ାଇ ଦେଇଥିଲା।…
Read More...

ପୁରୀ: ଧନ୍ୟରେ ପୁଅ ଧନ୍ୟ… ପିଲାବେଳେ ଯେଉଁ ମାଆ ଉପାସ ରହି ତୁମ ମୁହଁରେ ଦାନା ଗଣ୍ଡେ ଦେଇଥିଲା,ମଲାବେଳେ ସେହି ମାଆର ମୁହଁକୁ ଚାହିଁଲନି! ଶବକୁ ଛୁଇଁଲାନି କି ତାକୁ ମଶାଣି ନେଲନି?ଧିକ୍ ତୁମ ପୁଅ ପଣିଆକୁ ଧିକ୍‌.. ଯେତେବେଳେ ଘର ଭିତରେ ମଲା ମାଆର ଶବ ପଡି ରହିଛି ଆଉ ତା ଅନ୍ତିମ…
Read More...

ଖୋଲିବ ଏହି ଯୁବ ଖେଳାଳିଙ୍କ ଭାଗ୍ୟ

ଟିମ୍ ଇଣ୍ଡିଆରେ ସାମିଲ ହେବେ ୫ ଯୁବ କ୍ରିକେଟର !ସଙ୍କେତ ଦେଲେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ୫ ଖେଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏହି ୫ ଖେଳାଳି…
Read More...

ଦେଶରେ ସାଂଘାତିକ ହେଉଛି ସ୍ଥିତି

୩୦ ହଜାର ମୁହାଁ ଦୈନିକ ସଂକ୍ରମଣ ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହା ସହିତ କରୋନାର ନୂଆ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ ୩୦ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ…
Read More...

ଡରାଇଲା କରୋନା; ସ୍କୁଲ ଖୋଲିବା ନିଷ୍ପତ୍ତି ପୁଣି ସ୍ଥଗିତ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିରୁ ଓହରିଲେ ସରକାର ଭୁବନେଶ୍ବର: କରୋନା ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ଦେଖି ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ…
Read More...

ହଠାତ୍ କାହିଁକି ମହଙ୍ଗା ହେଲା କାର୍

ନୂଆବର୍ଷରୁ ମହଙ୍ଗା ହେଲା ଅନେକ କମ୍ପାନିର ଗାଡିଭଲଭୋ ଗାଡି ଗୁଡିକର ମୂଲ୍ୟ ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧିକଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ମୂଲ୍ୟ ବୃଦ୍ଧି ପାଇଥିବା ସୂଚନା ନୂଆଦିଲ୍ଲୀ: ଲୋକମାନେ ନୂଆ ବର୍ଷ ଉତ୍ସାହର ସହ ସ୍ବାଗତ କରୁଛନ୍ତି । ନୂଆ ବର୍ଷରେ ଅନେକ ଜିନିଷର ଦାମ ଖସିଥିବା…
Read More...

ପୁଣି ପଞ୍ଝା ମେଲାଇଲା କରୋନା, ଏକାଥରକେ ୪୦୦ ଡେଇଁଲା

ପିଲାଙ୍କୁ ମହଙ୍ଗା ପଡୁଛି, ୦-୧୮ ବର୍ଷ ବୟସ ମଧ୍ୟରେ ୬୭ ଆକ୍ରାନ୍ତ ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହର ଆଡକୁ ଧୀରେ ଧୀରେ ମାଡ଼ିଚାଲିଛି କରୋନା। ପୂର୍ବ ୨୪ ଘଣ୍ଟାରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୨୯୮ ଥିଲା। ଗତ ୨୪ ଘଣ୍ଟା ଭିତରେ ସଂକ୍ରମଣ ହଠାତ୍ ଭୟଙ୍କର ରୂପ ନେଇଛି।…
Read More...

ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ କ’ଣ? ସାମନାକୁ ଆସିଲା ବଡ଼ ସୂଚନା

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପୂରା ଦେଶକୁ ଦୋହଲାଇଦେଇଥିଲା। ହେଲିକପ୍ଟର ଦୁର୍ଘଟଣା କେମିତି ହେଲା, ଏହାକୁ ନେଇ କେବଳ ଭାରତ ନୁହେଁ ପୁରା ବିଶ୍ୱରେ ଚର୍ଚ୍ଚାରେ ଆରମ୍ଭ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ଗଠିତ ହୋଇଥିବା କୋର୍ଟ ଅଫ ଇନକ୍ୱାରି…
Read More...