ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦେଶରେ ଦିନକରେ ୫୮ ହଜାର ସଂକ୍ରମିତ

ଦେଶରେ ଓମିକ୍ରନ ଜନିତ ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ସରକାରଙ୍କ ନିଦ ହଜିଗଲାଣି । ଗତ ୨୪ ଘ ।ରେ କରୋନା ମାମଲା ୫୫ ଦଶମିକ ୪ ପ୍ରତିଶତକୁ ବୃଦ୍ଧି ପାଇଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢିବା ଆରମ୍ଭ ହୋଇଥିବା ବେଳେ ଆଜି ଏହା ୬୦ ହଜାର ପାଖାପାଖି ପହଁଞ୍ଚିଛି। ଦୈନିକ ପଜିଟିଭ…
Read More...

ଏନ୍‌କାଉଣ୍ଟରରେ ଟଳିଲେ ୩ ଆତଙ୍କୀ

ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଜୈସ ଆତଙ୍କୀ ଥିବା ବେଳେ ଜଣେ ପାକିସ୍ତାନ ଆତଙ୍କୀ । ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ…
Read More...

ଡେଲଟା ଓ ଓମିକ୍ରନ ପରେ, ନୂଆ ପ୍ରଜାତି ‘ଆଇଏଚୟୁ’

‘ଡେଲଟା’ ଓ ଓମିକ୍ରନ ବିପଦ ବିଶ୍ୱରୁ ଟଳିନଥିବା ବେଳେ ଏବେ କରୋନାର ନୂଆ ପ୍ରଜାତି ‘ଆଇଏଚୟୁ’ ଚିହ୍ନଟ । ଫ୍ରାନ୍ସରେ ଏହି ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହି ନୂଆ ଭ୍ୟାରିଆଣ୍ଟରେ ୧୨ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଭ୍ୟାରିଆଣ୍ଟ ର ୪୬ଟି ମ୍ୟୁଟେସନ ରହିଛି । ଜିନୋମ ବ୍ୟବସ୍ଥା…
Read More...

କୋଭିଡ ମୁକାବିଲା ପାଇଁ ସଜବାଜ ହେଲେ ନବୀନ

ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁ ବ୍ୟବସ୍ଥା ହୋଇଥିଲା, ସେହି ପରିମାଣର ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶଜନସାଧାରଣଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମନ୍ତ୍ରୀ ଓ ସାଂସଦ ହାତାହାତି

ମଞ୍ଚ ଉପରେ କଂଗ୍ରେସ ଓ ବିଜେପି ନେତା ଭିଡ଼ାଭିଡ଼ିଇଣ୍ଟରନେଟରେ ଭାଇରାଲ୍ ହେଉଛି କର୍ଣ୍ଣାଟକର ଏହି ଦୃଶ୍ୟ ବେଙ୍ଗାଲୁର: ମୁଖ୍ୟମନ୍ତ୍ରୀଙ୍କ ସାମନାରେ ହାତ ଉଠାଉଠି ହେଲେ ମନ୍ତ୍ରୀ ଓ ସାଂସଦ। ମଞ୍ଚ ଉପରେ ପରସ୍ପର ଦୁଇ ବିରୋଧୀ ରାଜନୀତିକ ଦଳର ଜନ ପ୍ରତିନିଧି ପରସ୍ପରକୁ ପିଟିବା ପାଇଁ…
Read More...

ଭୁବନେଶ୍ବର: ଶେଷରେ ସରିଲା ୪୪ ଦିନର ଧାରଣା। ଏବେ ଘର ବାହାରେ ଆଉ ବସିବେନି ତପସ୍ୱିନୀ। ଡାକ୍ତର ସୁମିତ୍‌ଙ୍କ ସହ ତାଙ୍କ ଘରେ ରହିବେ ପାଖାପାଖି ଦେଢ ମାସ ହେବ ଘରେ ଘରେ ଚର୍ଚ୍ଚା ହେଉଥିବା ସୁମିତ-ତପସ୍ୱିନୀଙ୍କ ବିବାଦ ମାମଲାର ରାୟ ଶୁଣାଇଛନ୍ତି ଜିଲ୍ଲା କୋର୍ଟ। ସୁମିତଙ୍କ ସହ ତାଙ୍କ ଘରେ…
Read More...

କଟକ: ଆସନ୍ତାକାଲିଠାରୁ କରୋନା କଟକଣାରେ ଆରମ୍ଭ ହେବ ମାଟ୍ରିକ ସମେଟିଭ ପରୀକ୍ଷା। ୫ରୁ ୮ ତାରିଖ ଯାଏଁ ସମଟେିଭ-୧ ପରୀକ୍ଷା ଚାଲିବ। ପ୍ରଥମ ୩ ଦିନ ୨ଟି ସିଟିଂରେ ହେବ ଥିଓରୀ ପରୀକ୍ଷା। ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ମାଟ୍ରିକ…
Read More...

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଓମିକ୍ରନ ଭ୍ୟାରିଆଣ୍ଟ ଭୟକୁ ଦ୍ୱିଗୁଣିତ କରିଦେଇଛି। ଟିକା ନେଇସାରିଥିଲେ ବି ଅଧିକରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ କେଉଁ ମାନଙ୍କଠାରେ ଅଧିକ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି? ଏନେଇ…
Read More...

କିଏ ହେବେ ଏ.ଆର.ରେହମାନଙ୍କ ଜ୍ୱାଇଁ?

୨୦୨୨ ମ୍ୟୁଜିକ ଇଣ୍ଡଷ୍ଟ୍ରିର କିଙ୍ଗ୍, ଏ.ଆର.ରେହମାନଙ୍କ ଜୀବନରେ ଖୁସି ନେଇକି ଆସିଛି । ଏଆର ରେହମାନଙ୍କ ଝିଅ ଖତିଜାଙ୍କ ନିକଟରେ ନିର୍ବନ୍ଧ ସରିଛି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଖତିଜା ଏହି ଖୁସି ଖବର ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଖତିଜା ରିୟାସଦ୍ଦିନ ଶେଖ…
Read More...

ଇତିହାସ ରଚିଲେ ଅଳକା

ଦେଶରେ ପୁଣି ଇତିହାସ ରଚିଲେ ମହିଳା ତୈଳ କମ୍ପାନୀ ଓଏନଜିସିର ଅଧ୍ୟକ୍ଷ ହେଲେ ଅଳକା ମିତ୍ତଲ ୨୦୧୮ରୁ ଓଏନଜିସିରେ ଏଚଆର ଭାବେ କାର୍ଯ୍ୟରତ ଦେଶର ପ୍ରଥମଥର ପାଇଁ ଜଣେ ମହିଳା ଓଏନଜିସି ଭଳି ବିରାଟ ତୈଳ କମ୍ପାନୀର ଅଧ୍ୟକ୍ଷ ହୋଇଛନ୍ତି । ସୋମବାର ଓଏନଜିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ…
Read More...