ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତବର୍ଷର ମର୍ଯ୍ୟାଦାଜନକ ମହୁରି ସମ୍ମାନ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟ ସାଧିକା ତଥା ଆଗଧାଡିର କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ‘ମହୁରି ସମ୍ମାନ’ ପାଇବେ। ଚୟନ କମିଟି ଏ ସଂକ୍ରାନ୍ତ ନିଷ୍ପତ୍ତିରେ ମୋହର ମାରିବାପରେ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନିଜର ୧୧ଟି କବିତା ସଂକଳନ, ୨ଟି…
Read More...

ଓଡ଼ିଶାରେ ବଂଶଲ, ଆଜି ନୂଆ ମୁଖିଆ ପାଇବ ପୁଲିସ ବିଭାଗ

ଅବସର ପରେ ଅଭୟଙ୍କୁ ମିଳିପାରେ ପ୍ରାଇଜ ପୋଷ୍ଟମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ହୋଇପାରନ୍ତି କଟକ: କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସ୍ବତନ୍ତ୍ର ନିର୍ଦେଶକ ଦାୟିତ୍ବ ଛାଡି ଗୁରୁବାର ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ସୁନୀଲ କୁମାର…
Read More...

ଶୋକସଭାରେ ବସିଥିଲେ, କିଛି କ୍ଷଣ ପରେ ତାଙ୍କ ପାଇଁ ଶୋକରେ ରାଜ୍ୟ

ହୃଦଘାତରେ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକଶୁକ୍ରବାର ଅନ୍ତ୍ୟେଷ୍ଟି, ବିଜୁ ଜନତା ଦଳକୁ ଶକ୍ତ ଧକକାଅଢେଇ ବର୍ଷ ଭିତରେ ଚାରି ବିଧାୟକ ପ୍ରାଣ ହରାଇଲେଣିଜଣେ ବିଜେପିର, ଅନ୍ୟ ତିନି ଜଣ ବିଜେଡି ବିଧାୟକ ଭୁବନେଶ୍ବର: ଦିନ ସାରା ବ୍ରଜରାଜନଗରରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।…
Read More...

ମାଓବାଦୀଙ୍କ ନାଁରେ ରଚିଥିଲା ନାଟକ, ଶେଷରେ…

ମଦ ନେଲା ପୁଣି ଏକ ଜୀବନ; ଶୁକନାଥ ସିଂ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ ସୁନ୍ଦରଗଡ: ହାତ ଧରି ସାଙ୍ଗରେ ଆସିବା ବେଳେ କେତେ ସ୍ବପ୍ନ ଦେଖିଥିଲା ସରସ୍ବତୀ ସିଂ। ସ୍ବାମୀ ଶୁକନାଥ ସହିତ ସାତ ଜନ୍ମ ରହିବ, ପାଦରେ ପାଦ ମିଶାଇ ଚାଲିବ, ଦୁଃଖ, ସୁଖକୁ ଏକାଠି କରି ପରିସ୍ଥିତିର ଉଭୟ ମୁକାବିଲା…
Read More...

ଆଜି ଏସବୁ ଜିଲ୍ଲାରେ ଭାରି ବର୍ଷା, ତା ପରେ କୁହୁଡି

ନୂଆବର୍ଷରୁ ବଦଳିଯିବ ପାଣିପାଗ, ରାଜ୍ୟକୁ ଶୀତ ଫେରିବ ଭୁବନେଶ୍ବର: ଚଳିତବର୍ଷର ପାଣିପାଗ ମୁଣ୍ଡ ବିଗାଡି ଦେଲାଣି। ମୌସୁମୀ ଆରମ୍ଭରୁ ଏମିତି ପରିସ୍ଥିତି ସୃଷ୍ଟି ହେଲା, ଯେମିତି ରାଜ୍ୟରେ ଚଳିତବର୍ଷ ଭୀଷଣ ମରୁଡି ପରିସ୍ଥିତି ସୃଷ୍ଟି ହେବ। ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏ ସବୁଠାରେ…
Read More...

କୋଭିଡ୍ ପାଇଁ ତନାଘନା କଲେ ନବୀନ

ଅଧିକାରୀମାନଙ୍କୁ ୮ ସୂତ୍ରୀ ଫର୍ମୁଲା ଧରାଇଲେପିଲାମାନେ ବେଶୀ ହସ୍ପିଟାଲ ଯାଉଥିବାରୁ ଚିନ୍ତାବିଏସକେଓ୍ବାଇ ଯୋଜନା ତଦାରଖ କରିବେ ଏସପି, ଜିଲ୍ଲାପାଳତୁରନ୍ତ ବକେୟା କାର୍ଡ ପ୍ରଦାନ ଉପରେ ଗୁରୁତ୍ବାରୋପ ଭୁବନେଶ୍ବର: ଟୀକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା…
Read More...

ପଛୁଆ ବର୍ଗଙ୍କ ପାଇଁ ବଡ଼ କାର୍ଡ ଖେଳିଲେ ନବୀନ

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ଐତିହାସିକ ନିଷ୍ପତ୍ତିପଞ୍ଚାୟତ ଓ ପୌର ନିର୍ବାଚନରେ ୪୦ ପ୍ରତିଶତ ପଛୁଆ ବର୍ଗରୁ ହେବେ ପ୍ରାର୍ଥୀ ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଐତିହାସିକ…
Read More...

ଖଣ୍ଡଗିରିରେ ଓଟିଡିସିର ୱୁଡେନ୍ କାଫେ ଓ ରେଷ୍ଟୁରାଣ୍ଟ, ସେଲ୍‌ଫି ଜୋନ

ଭୁବନେଶ୍ୱର: ରାଜ୍ୟରେ ଆଧୁନିକ ମାନର ଯୁଗପଯୋଗୀ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ଓ ଉନ୍ନତିକରଣ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବାବେଳେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ପାହାଡ଼ ପାଦଦେଶସ୍ଥିତ…
Read More...

ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟଙ୍କୁ ସମନ୍‌

ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟଙ୍କୁ ସମନ । ପାନାମା ପେପର୍ସ ଲିକ୍ ମାମଲାରେ ଏଶ୍ୱର୍ଯ୍ୟାଙ୍କୁ ଇଡି ସମନ କରିଛି । ଏଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଡକାଯାଇଛି। ପୂର୍ବରୁ ମଧ୍ୟ ଏଶ୍ୱର୍ଯ୍ୟାଙ୍କୁ ଦୁଇ ଥର ଡକାଯାଇଥିଲା । କିନ୍ତୁ ଦୁଇଥର ସେ ନୋଟିସକୁ…
Read More...

ଓଡିଶାର ସବୁଠାରୁ ଦୀର୍ଘତମ ସେତୁ ଉଦ୍ଘାଟିତ କଲେ ମୁଖ୍ୟମନ୍ତ୍ରୀ

ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବର ଏବଂ ମହାନଦୀରେ ସିଂହନାଥ ମନ୍ଦିରକୁ ସଂଯୋଗ କରୁଛି ଏହି ସେତୁ୩.୪ କିଲୋମିଟର ଦୀର୍ଘ ଏହି T-ଆକାରର ସେତୁ ପାଇଁ ବିନିଯୋଗ ହୋଇଛି ୧୧୧ କୋଟି ଟଙ୍କା ୨୦.୧୨.୨୧ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ…
Read More...