ପ୍ରମୁଖ ଖବର

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କଲେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ
ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍
ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି
ଗିରଫ ହେଲେ କୋଟିପତି ଡିଏଫଓ ନିତ୍ୟାନନ୍ଦ ନାୟକ

ନବୀନ କରିସ୍ମା: ରେକର୍ଡ ମୁହାଁ ଓଡ଼ିଶା

ଭାରତରେ ଦ୍ରୁତଗତିରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟାମହାରାଷ୍ଟ୍ର ସ୍ଥିତି ସଙ୍ଗିନ୍, ମୃତ୍ୟୁ ସଂଖ୍ୟା ୩୪୩୮ ଛୁଇଁଲାଣି ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଏବେ ନିଦ ହଜାଇବା ଆରମ୍ଭ କଲାଣି। ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରାଳୟ ଯେଉଁ ତଥ୍ୟ ରଖିଛନ୍ତି, ତାହା ସୂଚାଉଛି ଯେ ୨୪ ଘଣ୍ଟା
Read More...

ପ୍ଲେଗରୁ କରୋନା ଯାଏ…

ମୁମ୍ବାଇ ପାଇଁ କେତେ ଘାତକ ହୋଇପାରେ ମହାମାରୀ ମୁମ୍ବାଇ: ମୁମ୍ବାଇକୁ ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଏ। ଯେଉଁଠାରେ ୧୮୯୬ ମସିହାରେ ଜଳ ଜାହାଜ ଦ୍ୱାରା ମହାମାରୀ ଆରମ୍ଭ ହୋଇଥିଲା। ଆଜି ମୁମ୍ବାଇ ବିଶ୍ୱରେ କରୋନା ଜୀବାଣୁ ମହାମାରୀର ସମ୍ମୁଖୀନ ହୋଇଛି। ଏଠାରେ ରୋଗୀ ଏବଂ ମୃତ୍ୟୁ
Read More...

ଆଇସିଏମଆରରୁ ଆସିଲା ପୁଣି ବଡ଼ ଖବର

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ କୋଭିଡ -୧୯ ର ସମ୍ପ୍ରସାରଣ ଜାଣିବା ପାଇଁ ଜନସଂଖ୍ୟା ଉପରେ କରାଯାଇଥିବା ସର୍ଭେରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟ ପ୍ରକାଶ କରିଛି ଯେ କଣ୍ଟେଣ୍ଟମେଣ୍ଟ ଜୋନ୍ ଏବଂ ହଟସ୍ପଟ ନିକଟରେ ରହୁଥିବା ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ
Read More...

ଜୁନ୍ ୨୧ ସୂର୍ଯ୍ୟପରାଗକୁ ନେଇ ଏମିତି କହୁଛନ୍ତି

ସୂର୍ଯ୍ୟପରାଗ ଭାରତ ସମେତ ଅନେକ ଦେଶରେ ଦେଖାଯିବଏହାର ଖରାପ ପ୍ରଭାବ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ୮ ରାଶିକୁ ଅଶୁଭ, ୪ ରାଶି ପ୍ରତି ପରାଗର ଶୁଭ ପ୍ରଭାବ ପଡ଼ିପାରେ ଭୁବନେଶ୍ବର: ଜୁନ୍ ୨୧ ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଯାହା ଭାରତରେ ଦେଖାଯିବ। କଣ ରହିବ,
Read More...

କରୋନା କେତେ ଏମାନଙ୍କ ପାଇଁ ବିପଦ

ବ୍ରିଟେନ: ନବଜାତକ ଜନ୍ମର ୧୨ ଘଣ୍ଟା ମଧ୍ୟରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାକୁ ବିଶ୍ବର ପ୍ରଥମ ଘଟଣା ବୋଲି କୁହାଯାଉଛି। କରୋନା ସଂକ୍ରମିତ ୬ଜଣ ଗର୍ଭବତୀ ମହିଳାଙ୍କ ଶିଶୁଙ୍କ ଠାରେ କରୋନା ଚିହ୍ନଟ କରିଛନ୍ତି। ଏଥିସହିତ ବୈଜ୍ଞାନିକମାନେ ପିଲାମାନଙ୍କ
Read More...

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଛନ୍ତି। ଆଜି କ୍ୟାବିନେଟ ସ୍ବତନ୍ତ୍ର ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
Read More...

ଓଡ଼ିଶା ସଂପର୍କରେ ବଡ଼ କଥାଟେ କହିଦେଲେ ପ୍ରଫେସର ଶ୍ରୀନାଥ ରେଡ୍ଡି

କରୋନା ସଂକ୍ରମଣ ବୃଦ୍ଧି ପାଇବା ଉଦବେଗଜନକ, ଚିନ୍ତାଜନକ ବିମେ' ପରିବର୍ତେ ମାର୍ଚ୍ଚରେ ପ୍ରବାସୀଙ୍କୁ ଫେରାଇବା ଉଚିତ୍ ଥିଲାଫେରିଥିବା ପ୍ରବାସୀ ସଂକ୍ରମଣରେ ଏକ ବଡ଼ ଧରଣର ବୃଦ୍ଧି ଘଟାଇବା ସମ୍ଭାବନା କମ୍ଗ୍ରାମୀଣ ଭାରତରେ ସହରୀ ଭାରତ ତୁଳନାରେ ଗତିଶୀଳତା ବହୁତ କମ୍ ଅଟେ ଓଡିଶା ପରି ରାଜ୍ୟ
Read More...

ସପୁରୀ ଶରୀର ପାଇଁ କେତେ ଉପକାରୀ

ଗ୍ରୀଷ୍ମ ଋତୁରେ, ବିଭିନ୍ନ ପ୍ରକାର ଫଳ ମିଳିଥାଏ, ଯେଉଁଥିରେ ପାଣିର ପରିମାଣ ଅଧିକ ଥାଏ। | ବିଶେଷକରି ତରଭୁଜ, ଧନିଆ ପତ୍ର, ଆମ୍ବ ସପୁରୀ ଏବଂ କାକୁଡିରେ ଅଧିକ ଜଳ ଥାଏ | ଗ୍ରୀଷ୍ମ ଋତୁରେ ସେଗୁଡିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ବିଶେଷକରି କରୋନା ଜୀବାଣୁ
Read More...

ମହାପ୍ରଭୁ ଅସୁସ୍ଥ, ଭୀଷଣ ଜ୍ବରରେ କମ୍ପୁଛନ୍ତି

ଶ୍ରୀମନ୍ଦିରରେ ବିଜେ ହେଲେ ପଟି ଦିଅଁ, ଅଲାରନାଥଙ୍କ ଠାରେ ୧୪୪ ଧାରା ଜାରିଅସୁସ୍ଥତା ଯୋଗୁଁ ଅଣସର ପିଣ୍ଡିରେ ଅଟକିଯାଇଛନ୍ତି ମହାପ୍ରଭୁ, ଗୁପ୍ତନୀତି ଆରମ୍ଭ ପୁରୀ: ସ୍ନାନ ବେଦୀରେ ‌୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ଶୁକ୍ରବାର ତାଙ୍କୁ
Read More...

ପୁଣି ଡରାଇଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ

ଗୋଟିଏ ସପ୍ତାହରେ ୬୧ହଜାର କରୋନା ସଂକ୍ରାନ୍ତ ମାମଲାକେବଳ ଶୁକ୍ରବାର ଭାରତରେ ୯୮୫୧ଟି ମାମଲା ରୁଜୁସ୍ଥିତି ନ ବଦଳିଲେ, ପୁଣି ତାଲା ବନ୍ଦ ଏକମାତ୍ର ବାଟ ଓଡ଼ିଶାରେ ସର୍ବାଧିକ ୧୭୩ କରୋନା ସଂକ୍ରମିତ ଚିହ୍ନଟଶନିବାର ଓ ରବିବାର ଦୁଇଦିନ ୧୧ଟି ଜିଲ୍ଲା ସଟଡାଉନ୍ ନୂଆଦିଲ୍ଲୀ: ଦୀର୍ଘ ସମୟର
Read More...