ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓମିକ୍ରନ ସଂପର୍କରେ ଆସିଲା ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କ ନିଦ ହଜାଇଦେଇଛି। ଓମିକ୍ରନ ଡେଲଟା ଭ୍ୟାରିଆଣ୍ଟଠୁ ତିନି ଗୁଣା ଅଧିକ ବେଗରେ ବ୍ୟାପୁଥିବା କୁହାଯାଉଛି। ଏମିତିରେ ପ୍ରଶ୍ନ ଉଠୁଛି ଏହି ନୂଆ ଭ୍ୟାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ କଣ ଏକମାତ୍ର ରାସ୍ତା? ନା ତୃତୀୟ…
Read More...

ମଡେଲିଂରେ ଡେବ୍ୟୁ କଲେ କ୍ରିକେଟ୍ ତାରକାଙ୍କ ଝିଅ

ମୁମ୍ବାଇ: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଶେଷରେ ମଡେଲିଂରେ ପାଦ ଥୋଇଛନ୍ତି। ସାରା ତେନ୍ଦୁଲକର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ କମ୍ପାନୀର ବିଜ୍ଞାପନରେ ନଜର ଆସିଛନ୍ତି। ସାରା ଏକ ପୋଷାକ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିବା…
Read More...

କୃଷକ କେମିତି ଉଠିବେ ରାସ୍ତା ବାହାରିପାରୁନି

ନୂଆଦିଲ୍ଲୀ: ଆଜି ସକାଳ ୧୧ଟାରେ ସିଘୁଂ ସୀମାରେ କୃଷକ ସଂଗଠନର ବୈଠକ ବସିବ। ବୈଠକ ପୂର୍ବରୁ କୃଷକ ନେତାମାନେ କହିଛନ୍ତି ଯେ, ସରକାର ଆଲୋଚନା ନେଇ ଗମ୍ଭୀର ନୁହଁନ୍ତି। ଡିସେମ୍ବର ୪ରେ କୃଷକ ସଂଗଠନ ପାଞ୍ଚ ଜଣ ସଦସ୍ୟଙ୍କ ଏକ କମିଟି ଗଠନ କରିଥିଲେ, ଅଥଚ ଦୁଇ ଦିନ ମଧ୍ୟରେ ଆଲୋଚନା ପାଇଁ…
Read More...

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ

ଗୋଟେ ପଟେ ପାଞ୍ଚ ଦିନ ହେବ ବିଧାନସଭା ଶୀତ ଅଧିବେଶନ ଦିନଟିଏ ଚାଲିପାରୁନି । ହଟ୍ଟଗୋଳ, ହୋହଲ୍ଲା ମଧ୍ୟରେ ବାରମ୍ବାର ଗୃହ ମୁଲତବି ହେଉଛି । ଏପଟେ ରାଜଧାନୀ ରାଜରାସ୍ତାରେ ଏକାଠି ହୋଇଛନ୍ତି ଶହ ଶହ ଅଙ୍ଗନୱାଡି କର୍ମୀ । ୧୩ ଦଫା ଦାବିରେ ଆଜି ମାଷ୍ଟିର କ୍ୟାଣ୍ଟିନ ଛକରେ ଗର୍ଜିଛନ୍ତି…
Read More...

ପଞ୍ଚମ ଦିନରେ ବି ଗୃହ ଅଚଳ

ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ସ୍ୱାଭାବିକ ହୋଇପାରୁନି ଗୃହ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ପ୍ରବଳ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ…
Read More...

ଆଜି ଭାରତ ଗସ୍ତରେ ଆସୁଛନ୍ତି ପୁଟିନ୍‌

ଆଜି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ନୂଆ ଦିଲ୍ଲୀରେ ୨୧ ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀ ଆୟୋଜିତ କରାଯାଉଛି । ଏହି ଶିଖର ସମ୍ମିଳନୀରେ ସାମିଲ ହେବାକୁ ପୁଟିନ ଭାରତ ଆସୁଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସ-୪୦୦ ବାୟୁ ରକ୍ଷା ପ୍ରଣାଳୀ ମଡେଲ…
Read More...

ବିଦେଶ ପଳାଉଥିଲେ,ବିମାନବନ୍ଦରରେ ଫସିଗଲେ

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଫସିଗଲେ ଅଭିନେତ୍ରୀ। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଗତକାଲି ଦୁବାଇ ଯାଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଇଡି ଅଟକାଇଦେଇଥିଲା। ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାଁରେ ଇଡି ଏହି ଲୁକ୍ ଆଉଟ ନୋଟିସ ଜାରି କରିଥିବା ଜଣାପଡିଛି।…
Read More...

ଡରାଇଲା କାନପୁର ଆଇଆଇଟି; ନୂଆବର୍ଷରୁ ତୃତୀୟ ଲହର!

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଓମିକ୍ରନ ଭ୍ୟାରିଆଣ୍ଟର ଭୟ। ଆଉ ଦେଶରେ ମଧ୍ୟ ଏହି କରୋନାର ଏହି ନୂଆ ପ୍ରଜାତିର ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦ୍ରୁତ ଗତିରେ କରୋନାର ନୂଆ ଭ୍ୟାରିଆଣ୍ଟ ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ନୂଆବର୍ଷରୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ୨୦୨୨…
Read More...

ଜାନୁଆରୀରୁ ମହଙ୍ଗା ହେବ କାର୍‌!

ନୂଆଦିଲ୍ଲୀ: ନୂଆବର୍ଷରୁ ବଢିପାରେ ସବୁ କାରର ମୂଲ୍ୟ। ମହାମାରୀ କରୋନା କାରଣରୁ ୨୦୨୧ ଗାଡି ନିର୍ମାତା ଓ ଗ୍ରାହକଙ୍କ କିଛି ଖାସ ନଥିଲା। ଗାଡି ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡିଛି । ଯାନବାହାନ ଉତ୍ପାଦନ ମୂଲ୍ୟର ବୃଦ୍ଧି ହେତୁ କମ୍ପାନିଗୁଡିକ ମଧ୍ୟ ସେମାନଙ୍କ କାରର ମୂଲ୍ୟ କ୍ରମାଗତ…
Read More...

ଭୁଲରେ ଚୋରି କରିଥିଲୁ, ଏବେ ନେଇଯାଅ

ଲକ୍ଷ୍ନୌ: ଚୋରି କରିଥିବା ମାନିଲେ। ଆଉ ଚୋରି ଜିନିଷ ଫେରାଇଲେ। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ବିଚ ରାସ୍ତା ଉପରୁ ଚୋରି ହୋଇଯାଇଥିବା ଯୁଦ୍ଧ ବିମାନ ମିରାଜର ଚକ ମିଳିଛି। ଯେଉଁମାନେ ଏହି ଯୁଦ୍ଧ ବିମାନର ଚକ ଚୋରି କରିଥିଲେ, ସେମାନେ ନିଜେ ହିଁ ଆସି ଫେରାଇଛନ୍ତି। ଚୋରି କରିଥିବା ଯୁବକ…
Read More...