ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସୀମାରେ ଅପେକ୍ଷା କରିଛନ୍ତି ଆତଙ୍କୀ, ପଶିବେ!

ପାର୍ବଣରେ ଭାରତରେ ଅଘଟଣ ଘଟାଇବା ପାଇଁ ଯୋଜନା, ସତର୍କ କଲା ଗୁଇନ୍ଦା ଜମ୍ମୁ ଓ କାଶ୍ମୀର: ଭାରତ ଉପରେ ଆଫଗାନୀ ଆତଙ୍କୀ ବିପଦ। ପାର୍ବଣ ଋତୁ ପୂର୍ବରୁ ଭାରତରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ନେଇ ଯୋଜନା କରାଯାଉଛି। ଭାରତରେ ଅନୁପ୍ରବେଶ କରିପାରନ୍ତି ପାକ ସମର୍ଥିତ ୪୦ ଆଫଗାନି ଆତଙ୍କୀ।
Read More...

ମୁଖ୍ୟମନ୍ତ୍ରୀଙ୍କ କଥା ବି ଶୁଣୁନାହାନ୍ତି ମନ୍ତ୍ରୀ!

ଭୁବନେଶ୍ବର: କରୋନା ପ୍ରଭାବ ଆଉ ସେମିତି ନାହିଁ, ଡରେଇବା ଭଳି। ଏବେ ସବୁକିଛି ସ୍ବାଭାବିକ ଆଡକୁ ଯାଉଛି। କଟକଣା ଧୀରେ ଧୀରେ କୋହଳ ହୋଇଗଲାଣି। ଦୋକାନ, ବଜାର ଖୋଲୁଛି, ସଭା ସମିତି ବି କଟକଣା ଭିତରେ ହେଲାଣି। କିନ୍ତୁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ପାଇଁ ଏସବୁର କିଛି ପ୍ରଭାବ
Read More...

ଆଜି ବାଇଡେନ-ମୋଦୀ ବୈଠକ; କେଉଁ ପ୍ରସଙ୍ଗ ଉଠିବ?

ଓ୍ବାସିଂଟନ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଦୁଇ ଦେଶର ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ୱର ନଜର ରହିଛି। ବାଇଡେନ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ମୋଦୀ ତାଙ୍କୁ ଆଜି ଭେଟିବେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ
Read More...

ଆତଙ୍କବାଦ ପ୍ରସଙ୍ଗରେ ଗର୍ଜିଲେ କମଲା-ମୋଦୀ

ଓ୍ବାସିଂଟନ: ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିଛନ୍ତି । ହ୍ୱାଇଟ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଏହା
Read More...

ନଭେମ୍ବର ୨୪ରୁ ଓଡିଶାରେ ହକି ମହାକୁମ୍ଭ

ଭୁବନେଶ୍ୱର: ଓଡ଼ିଶା କଳିଙ୍ଗ ଷ୍ଟାଡିୟମରେ ଜୁନିୟର ପୁରୁଷ ବିଶ୍ୱକପ ହକି ଆୟୋଜନ କରାଯିବ। ଲୋକସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୪ ନଭେମ୍ବରରୁ ୫ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ FIH ଜୁନିୟର
Read More...

ପୁଣି ଖେଳ ଆରମ୍ଭ କରିଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ତିନିଟି ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଥମେ ମାଲକାନଗିରି, ଏହା ପରେ ସୁନ୍ଦରଗଡ ଏବଂ ବୁଧବାର ବଲାଙ୍ଗୀର। ଏହି ଗସ୍ତ କାଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନସ୍ଥ ସ୍ମାର୍ଟ ହେଲ୍‌ଥ କାର୍ଡ ନିଜେ ମୁଖ୍ୟମନ୍ତ୍ରୀ
Read More...

କ’ଣ ଥିଲା ସେହି ଭିଡିଓରେ? ଯାହାର ଭୟରେ ମହନ୍ତ ନେଲେ ଏଭଳି ନିଷ୍ପତ୍ତି…

ଲକ୍ଷ୍ନୌ: ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଯୋଗୀଙ୍କ ରାଜ୍ୟରେ ଜଣେ ସାଧୁ ଓ ମଠର ମହନ୍ତଙ୍କ ଆତ୍ମହତ୍ୟା ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି
Read More...

ବାଲକୋନିରୁ ମୋବାଇଲ ଫିଙ୍ଗିଲେ ଶାହାରୁଖ, କାହିଁକି?

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖ ସୋସିଆଲ ମିଡିଆରେ ବହୁତ କମ ଆକ୍ଟିଭ୍ ରହିଥାନ୍ତି। ଗତ କିଛି ଦିନହେବ ସେ ନିଜର ଫିଲ୍ମ ସଂପର୍କରେ କିଛି ବି ଘୋଷଣା କରିନାହାନ୍ତି। ଶେଷ ଥର ସେ ନିଜର ଫିଲ୍ମ ‘ଜିରୋ’ରେ କ୍ୟାଟ୍ରିନା କୈଫ ଓ ଅନୁଷ୍କାଙ୍କ ସହ ନଜର ଆସିଥିଲେ। ଶାହାରୁଖଙ୍କ ଫ୍ୟାନ୍ସ ତାଙ୍କ
Read More...

ଉତ୍ତରପ୍ରଦେଶରେ ଆଉ ଜଣେ ଯୋଗୀ; ପାଖେ ପାଖେ ବ୍ଲାକ୍ କମାଣ୍ଡୋ

ଲକ୍ଷ୍ନୌ: ଜୁନିୟର ଯୋଗୀ ଆଦିତ୍ୟନାଥ। ରାଜରାସ୍ତା ଉପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ କୁନି ପିଲା। ଯାହାର ଦୁଇ ପଟେ ଦୁଇ ଜଣ ପିଲା ଯିଏ କି କଳା ଡ୍ରେସରେ ବ୍ଲାକ କମାଣ୍ଡେ ପରି ଚାଲୁଛନ୍ତି। ଆଉ ପଛରେ ଜୟ ଶ୍ରୀ ରାମ ଜୟ ଶ୍ରୀରାମ ନାରା ଦେଉଥିବା ଲୋକଙ୍କ ଭିଡ଼।
Read More...

ଆମେରିକାରେ ମୋଦୀ, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ..

ଓ୍ବାଂଶିଟନ୍: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିନି ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆମେରିକାରେ ପହଞ୍ଚିଯାଇଛନ୍ତି। ମୋଦୀ ଆମେରିକାରେ ପହଞ୍ଚିବା ପରେ ଟୁଇଟ କରି , ୱାଶିଂଟନ ଡିସିରେ ଭାରତୀୟ ସମୁଦାୟ ପକ୍ଷରୁ କରାଯାଇଥିବା ଜୋରଦାର ସ୍ୱାଗତକୁ ପ୍ରଶଂସା କରିଛନ୍ତି।
Read More...