ପ୍ରମୁଖ ଖବର

କାଲି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ
ସୌମ୍ୟାଶ୍ରୀଙ୍କ ମୃତ୍ୟୁର ‘କଠୋର ପଦକ୍ଷେପ ନିଆଯିବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ’ : ରାଜ୍ୟପାଳ
ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍କା
୩ ମାସରେ ଇ-କେୱାଇସି ନ କଲେ କଟାଯିବ କାର୍ଡ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ରେଭେନ୍ସା କେବଳ ଇଟା ସିମେଣ୍ଠରେ ଗଢା ନୁହେଁ ,ଏହା ଏକ ଶାଳ ଗ୍ରାମ :ରାଷ୍ଟ୍ରପତି
ଗାଁ ଶ୍ମଶାନରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

କାହିଁକି ଟଙ୍କା ଖର୍ଚ୍ଚ ହେଉନି ବାବୁଙ୍କ ଉପରେ ବର୍ଷିଲେ ନେତା

ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ପୂରା ୧୨୦୮ କୋଟି ୪୨ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରେ ଆଦାୟ ହୋଇଛି। ୧୦୯୮ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ପାଇଲାଣି। କିନ୍ତୁ ଟଙ୍କା ବିନିଯୋଗରେ କାହିଁକି ପଛୁଆ ବୋଲି ଅନୁଗୁଳ ଜିଲ୍ଳା ଖଣିଜ ପାଣ୍ଠି ସପ୍ତମ ବୋର୍ଡ଼ ବୈଠକରେ ଉଦବେଗ ପ୍ରକାଶ
Read More...

ଅସଲ ବିରୋଧୀ କିଏ?

ବିଧାନସଭା ଶୀତ ଅଧିବେଶନ ଉପରେ ଆଖିଅଧାରେ ଅଟକିଲା ବିଜେପି ବିଧାୟକ ଦଳ ବୈଠକମଙ୍ଗଳବାର ଏକାଠି ବସିପାରନ୍ତି କଂଗ୍ରେସ ନେତା୧୩ ତାରିଖ ଦିନ ବିଜେଡି ବିଧାୟକ ଦଳ ବସିବେ ଭୁବନେଶ୍ୱର: ଯାଜପୁର ଜିଲ୍ଲାର ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା ମାମଲା ବିଧାନସଭାରେ ଉଠିବ । ପ୍ରଧାନମନ୍ତ୍ରୀ ଆବାସ
Read More...

ଉର୍ମିଳା ବି କରୁଥିଲେ ସାଧନା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ଅାଶାରେ ୧୯୯୨ରୁ ଅନ୍ନ ସ୍ପର୍ଶ କରିନାହାନ୍ତି ଉର୍ମିଳା ଚତୁର୍ବେଦୀ । ସେ ରାମ ମନ୍ଦିର ନିର୍ମାଣ ଲାଗି ଅନନ୍ୟ ଉତ୍ସାହ ଦେଖାଇଛନ୍ତି । ୮୭ ବର୍ଷୀୟ ଏହି ମହିଳା ଜଣକ ଦୀର୍ଘ ୨୭ ବର୍ଷ ଧରି ଉପବାସ କରି ଆସୁଛନ୍ତି । ରାମ ମନ୍ଦିର ନିର୍ମାଣ ହେଲେ ସେ ଉପବାସ
Read More...

ନିରଞ୍ଜନଙ୍କ ସପକ୍ଷରେ ଅଣ୍ଟା ଭିଡିଲେ ଜିତେନ୍ଦ୍ର

ପିସିସି ସଭାପତି ପରିବର୍ତନ ପ୍ରଶ୍ନ ଉଠୁନାହିଁବୟାନବାଜି କଲେ କାର୍ଯ୍ୟାନୁଷ୍ଠାନ ଡର ଦେଖାଇଲେନିରଞ୍ଜନଙ୍କ ସପକ୍ଷବାଦୀ ଏକ ହୋଟେଲରେ ମେଳି କରିଛନ୍ତିପୂର୍ବରୁ ମୋକିମ୍‍ଙ୍କୁ ସଭାପତି କରିବାକୁ ଚାପ ସୃଷ୍ଟି ହୋଇଥିଲା ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦରେ ଥିବା ନିରଞ୍ଜନ
Read More...

ଆଯୋଧ୍ୟା ସହ ଯୋଡି ହେଲା କିଛି ରେକର୍ଡ଼

ନୂଆଦିଲ୍ଲୀ: ଆଯୋଧ୍ୟା ମାମଲା ସହ କିଛି ରେକର୍ଡ ମଧ୍ୟ ଯୋଡି ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ୬୯ ବର୍ଷ ଇତିହାସରେ ସମ୍ଭବତଃ ଏହା ପ୍ରଥମ ମାମଲା ଯାହା ଶନିବାର ପ୍ରକାଶ ପାଇଛି। କୋର୍ଟ ସାଧାରଣତଃ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥାଏ। ଅତି ଜରୁରୀ ସ୍ଥିତିରେ ଶନିବାର, ରବିବାର ବା ରାତି
Read More...

ଆଯୋଧ୍ୟା ରାୟରେ କୋଉଠି ରହିଗଲା ରହସ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଯୋଧ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ହେଲେ ୧୦୪୫ ପୃଷ୍ଠାର ବିଶାଳ ରାୟ କିଏ ଲେଖିଲେ ତା ଉପରୁ ସୁପ୍ରିମକୋର୍ଟ ପରଦା ହଟାଇନାହାନ୍ତି। ସାଧାରଣତଃ ଖଣ୍ତପୀଠ ତରଫରୁ ଯେଉଁ ବିଚାରପତି ରାୟ ଉଲ୍ଲେଖ କରିଥାନ୍ତି, ତାହା ଦର୍ଶାଯାଇଥାଏ।
Read More...

ଆଯୋଧ୍ୟା ରାୟ ପରେ ଦେଶ ଉଦ୍ଦେଶ୍ୟରେ କଣ କହିଲେ ମୋଦୀ ଶୁଣନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ 1.ସାରା ବିଶ୍ୱ ଏହା ଗ୍ରହଣ କରିଥାଏ ଯେ ଭାରତ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ କିନ୍ତୁ ଆଜି ବିଶ୍ୱ ଏହା ମଧ୍ୟ ଜାଣିଲା ଯେ ଭାରତର ଗଣତନ୍ତ୍ର କେତେ ଜୀବନ୍ତ ଏବଂ ମଜବୁତ । 2.ଆଜି ରାୟ ପ୍ରକାଶ ପାଇବା ପରେ,ଯେପରି ଭାବେ ପ୍ରତ୍ୟେକ
Read More...

ସବୁବେଳେ ମୋବାଇଲ୍‍ ଦେଖୁଛନ୍ତି କି? ଏମିତି ବିପଦ ଆସିବ

ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରିବା କିମ୍ୱା କମ୍ପ୍ୟୁଟର ସ୍କ୍ରିନ୍‍ କାମ କରିବାଦ୍ୱାରା ଅାପଣ ନେମୋଫୋବିୟାର ଶିକାର ହୋଇପାରନ୍ତି । ଅାଜିକାଲିର ଲାଇଫ୍‍ ଷ୍ଟାଇଲ୍‍ ହିଁ ମଣିଷକୁ ସବୁବେଳେ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଉପକରଣ ଉପରେ ନିର୍ଭରଶୀଳ କରାଇଛି । ବିଶେଷକରି ପ୍ରାୟ
Read More...

ରାତି ସୁଦ୍ଧା ସୁନ୍ଦରବନ ଛୁଇଁବ ବୁଲ୍‍ବୁଲ୍‍

ଭଦ୍ରକରେ ୧୧୦ କିଲୋମିଟର ବେଗରେ ପବନବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପାଡିଛି, ଘର ଭାଙ୍ଗିଛିଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡାରେ ବେଶୀ ବର୍ଷା୬ଲକ୍ଷ ହେକ୍ଟର ଜମିରେ ଚାଷ ପ୍ରଭାବିତ ଆଶଙ୍କା ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ବାତ୍ୟା ବୁଲ୍‍ବୁଲ୍‍ ଓଡ଼ିଶା ସୀମାରେ ବିପùାତ କରି ଘଣ୍ଟା ପ୍ରତି
Read More...

ବଡ଼ ବିବାଦର ବଡ଼ ରାୟ

ଅଯୋଧ୍ୟା ବିବାଦର ସମାଧାନ ରାସ୍ତା କାଢିଲେ କୋର୍ଟବିଚାରପତି ଗୋଗଇ ଓ ଚାରି ବିଚାରପତି ସହମତ୧୦୪୫ ପୃଷ୍ଠାର ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତରାମଲୀଲାଙ୍କୁ ମିଳିବ ବିବାଦୀୟ ୨.୭୭ ଏକର ଜମି୩ ମାସ ମଧ୍ୟରେ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିବେସୁନି ଵାକଫ୍‍ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି
Read More...