ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଜି ପୁଣି ଏନସିବିରେ ହାଜର ହେବେ ଅନନ୍ୟା

ଆଜି ପୁଣି ଏନସିବିରେ ହାଜର ହେବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଆଜି ତାଙ୍କୁ ପୁଣି ଡକାଯାଇଛି । ଗତକାଲି ଶାହାରୁଖ ଖାନ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ପହଞ୍ଚିଥିଲା । ଏହା ପରେ ଅନନ୍ୟାଙ୍କ ଏନସିବି ଅଫିସରେ ହାଜର ପାଇଁ ସମନ…
Read More...

ଜେସିବିରେ ଖଣ୍ଡ ଖଣ୍ଡ କରିଥିଲା ମୃତଦେହ

ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ କେମିତି କରିଥିଲା ହତ୍ୟା ? ହତ୍ୟା ପରେ ମୃତଦେହକୁ କେମିତି ପୋଡିଥିଲା? ପୋଡିବା ପରେ ଗାତରେ କେମିତି ପୋତିଥିଲା? ସମସ୍ତ ଘଟଣାର କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ । ହତ୍ୟାକାରୀ ଗୋବିନ୍ଦ ସାହୁକୁ ଘଟଣା ସ୍ଥଳକୁ ଅଣାଯାଇଥିଲା ।…
Read More...

ଅମୀର ଖାନ୍‌ଙ୍କ ବିଜ୍ଞାପନକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା

ବଲିଉଡ଼ ଅଭିନେତା ଅମୀର ଖାନଙ୍କ ଏକ ବିଜ୍ଞାପନ ବେଶ ଭାଇରାଲ ହେବାରେ ଲାଗିଛି । ବିଜ୍ଞାପନରେ ଅମୀର ଖାନ ରାସ୍ତାରେ ଲୋକଙ୍କୁ ବାଣ ନଫୁଟାଇବାକୁ ଅପିଲ କରୁଛନ୍ତି । ଏହି ବିଜ୍ଞାପନଟି ଟାୟାର କମ୍ପାନୀ ସିଟ ଲିମିଟେଡର ଅଟେ । ତେବେ ଏବେ ଏହି ବିଜ୍ଞାପନଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ…
Read More...

ଶେଷରେ ଆର୍ୟନଙ୍କୁ ଭେଟିଲେ ଶାହାରୁଖ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କ ସମେତ ୩ ଜଣଙ୍କ ଜାମିନ ଆବେଦନ ବୁଧବାର କୋର୍ଟ ଖାରଜ କରିଦେଇଛନ୍ତି। ସ୍ପେଶାଲ କୋର୍ଟ ବିଚାରପତି ଭି.ଭି ପାଟିଲ କହିଛନ୍ତି ଯେ, ୩ ଅଭିଯୁକ୍ତ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଅଛନ୍ତି।ଏବେ ତାଙ୍କୁ ଜାମିନ ଦିଆଗଲା ଆଗକୁ ସେ ପୁଣି ଅପରାଧ…
Read More...

ଦୀପାବଳି ପୂର୍ବରୁ ହୋଇପାରେ ଆତଙ୍କୀ ଆକ୍ରମଣ!

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁରକ୍ଷାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କ କରାଇଦେଇଛି। ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି ଆଲର୍ଟ ଜାରି ହେବା ପରେ ଅହମ୍ମଦାବାଦ ପୁଲିସକୁ ହାଇଆଲର୍ଟ ରଖିବାକୁ କୁହାଯାଇଛି। ଅହମ୍ମଦାବାଦ ପୁଲିସ କମିସନର ସଞ୍ଜୟ ଶ୍ରୀବାସ୍ତବ ଆତଙ୍କୀ…
Read More...

ତଥାପି ବିଜେଡି ବଢୁଛି…

ଭୁବନେଶ୍ବର: ବର୍ଷେ କି ଦୁଇବର୍ଷ ନୁହେଁ, ପୂରା ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ରାଜନୀତି କ୍ୟାରିଅରକୁ ୨୫ବର୍ଷ ଛୁଇଁବ। ଗୋଟିଏ ପରେ ଗୋଟିଏ ବଡ ପ୍ରସଙ୍ଗ ଆଣି ବିରୋଧୀ ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଲେଣି।…
Read More...

ଆର୍ୟନଙ୍କୁ ଝଟ୍‌କା

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ଼ ବାଦଶାହା ଶାହାରୁଖ ଖାନଙ୍କ ପୁଅକୁ ବଡ଼ ଝଟକାା ଜେଲରେ ରହିବେ ଆର୍ୟନ ଖାନ । ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ମୁମ୍ବାଇ କୋର୍ଟ । ଜଜ୍ ବିବି ପଟେଲ ଆର୍ୟନ ଖାନଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତଙ୍କ ଜାମିନ ଅରବାଜ ମର୍ଚା ଓ ମୁନମୁନ…
Read More...

ସଇତାନ କହିଲା ସତ

ମମିତାଙ୍କ କେମିତି ହୋଇଛି ହତ୍ୟା? ଗାତ ଖୋଳି ମାଟି ଭିତରେ ତାଙ୍କୁ କିଏ ପୋତିଲା? କଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା ? ଏଭଳି ଅନେକ ପ୍ରଶ୍ନ ଉଠିବା ପରେ ଏବେ ସମସ୍ତ ସତ ଧିରେ ଧିରେ ସାମନାକୁ ଆସିବାର ଲାଗିଛି । ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ସ୍କୁଲର ମାଲିକ ଗୋବିନ୍ଦ…
Read More...

ଯେବେ ସନ୍ନିଙ୍କ ପରାମର୍ଶ ନେଉଥିଲେ ସଲମାନ

ମୁମ୍ବାଇ: ବଲିଉଡ଼ ଅଭିନେତା ସଲମାନ ଖାନ୍ ଆଜି ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ସୁପରଷ୍ଟାର। ତାଙ୍କ ଫିଲ୍ମ ଗୁଡିକ ବକ୍ସ ଅଫିସରେ ସୁନ୍ଦର ବ୍ୟବସାୟ କରେ। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକ ସଲମାନଙ୍କ ଫିଲ୍ମ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଏଭଳି ସମୟ ଥିଲା ଯେତେବେଳେ ସଲମାନଙ୍କ ଫିଲ୍ମ…
Read More...

ଆର୍ୟନଙ୍କୁ ଜେଲ ନା ବେଲ? ନିଷ୍ପତ୍ତି ଆଜି

ମୁମ୍ବାଇ: ବଲିଉଡ଼ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବ। ଆର୍ୟନ ଜେଲରେ ରହିବେ ନା ତାଙ୍କୁ ଜାମିନ ମିଳିବ ଆଜି କୋର୍ଟ ରାୟ ଶୁଣାଇବେ। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ୧୭ ଦିନ ହେବ ଗିରଫ ହୋଇଥିବା ଆର୍ୟନ ଏବେ ଜେଲରେ ଅଛନ୍ତି। ଗତ…
Read More...