ପାଟକୁରା ରାୟ: ବିଜେପି ଅଭିଯୋଗ ମିଛ ନଥିଲା!
ଭୁବନେଶ୍ୱର: କିଏ କହିଲା ୩୦ ହଜାରରୁ କମିବନି । କିଏ କହିଲା ୩୫ ହଜାର ନିଶ୍ଚିତ । କିନ୍ତୁ ପାଟକୁରାରୁ ଯେଉଁ ରାୟ ଆସିଲା, ତାହା ସମସ୍ତଙ୍କ ଦମ୍ଭ ଭାଙ୍ଗିଦେଇଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ହାରିଛନ୍ତି । ପାଟକୁରା ସ୍ୱାଭିମାନ କଥା କହିି ଲୋକଙ୍କୁ ଭୋଟ ମାଗୁଥିଲେ । ଲୋକେ ଏହି!-->…
Read More...
Read More...