ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

୮ ସାଂସଦ ପ୍ରାର୍ଥୀ ବଦଳିଲେ, ନବୀନ ଦୁଇ ଆସନରୁ ପ୍ରାର୍ଥୀ

ଏସଜି ପ୍ରତିନିଧି ଭାବେ ପ୍ରମିଳାଙ୍କୁ ମିଳିଲା ଟିକେଟ୍‍ ସିଦ୍ଧାନ୍ତକୁ ଟିକେଟ ମିଳିଲାନି, ଅଚ୍ୟୁତ ପ୍ରାର୍ଥୀ ହେବେ ମାଲକାନଗିରି, ଝରିଗାଁ, ଲାଞ୍ଜିଗଡ, ପଟ୍ଟାଙ୍ଗୀ ପ୍ରାର୍ଥୀ ଘୋଷଣା ନୋହିଲା ତିନି ମହିଳା ପ୍ରାର୍ଥୀ ଆସିଲେ ସାମ୍ନାକୁ, ସୁନୀତାଙ୍କୁ ଥଇଥାନ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ
Read More...

ଅଳ୍ପ ସମୟ ପରେ ପ୍ରାର୍ଥୀ ତାଲିକା: ନବୀନ

ଭୁବନେଶ୍ୱର: ଅଳ୍ପ ସମୟ ପରେ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ । ସୁନ୍ଦରଗଡ ଓ ବଲାଙ୍ଗୀରର କିଛି ନେତାଙ୍କୁ ବିଜେଡିକୁ ସ୍ୱାଗତ କରିବା ବେଳେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଜେ ଏହି ସୂଚନା ଦେଇଛନ୍ତି । କଳହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର
Read More...

ଗମାଙ୍ଗ ଦଳ ଛାଡିଲେ, ପ୍ରଶାନ୍ତ ଦ୍ୱନ୍ଦ୍ୱରେ

ବିଜେଡିରେ ଘଡିକେ ଘୋଡା ଛୁଟୁଛିରଘୁନନ୍ଦନ ଦାସ ବିଜେଡିକୁ ଫେରିବେତ୍ରିନାଥ ଖୁବ୍‍ ଶୀଘ୍ର ବିଜେପି ଯାଇପାରନ୍ତି ଭୁବନେଶ୍ୱର: ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା
Read More...

ବିଜେପୁରରୁ ପ୍ରାର୍ଥୀ ହେବେ ନବୀନ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢିପାରନ୍ତି । ଆଜି ନିଜେ ନବୀନ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି । ପଦ୍ମଶ୍ରୀ ହଳଧର ନାଗଙ୍କର ବିଜେଡି ମିଶ୍ରଣ କାର୍ଯ୍ୟକ୍ରମ ଅବସରରେ ସାମ୍ୱାଦିକମାନଙ୍କୁ ନବୀନ କହିଥିଲେ ଯେ ପଶ୍ଚିମ ଓଡି଼ଶାର ମହିଳା, ଯୁବକ,
Read More...

କଣ ଆଲୋଚନା କଲେ ନବୀନ-ଦିଲ୍ଲୀପ

ଭୁବନେଶ୍ୱର: ଦୀର୍ଘ ୧୭ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ରାଜନୈତିକ ବାର୍ତାଳାପ ହୋଇଛି । ଦିଲ୍ଲୀପ ବିଜେଡିକୁ ଫେରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ୧୦ ମିନିଟ୍‍ର ଏହି ଆଲୋଚନା କିନ୍ତୁ ରାଜ୍ୟ ରାଜନୀତିକୁ ଚର୍ଚ୍ଚା ପାଇଁ
Read More...

ମହରଗରୁ ଯାଇ କାନ୍ତାରରେ ପଡିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଜେପି ରାଜନୀତିରେ ହଠାତ୍‍ କୋଣଠେସା କରି ଦିଆଗଲା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ । ଗୋଟିଏ ଗୋଷ୍ଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଇଦେଲେ ଯେ ବିଜୟ ତାଙ୍କ ରାସ୍ତାରେ କଣ୍ଟା ହୋଇପାରନ୍ତି । ଏକଦା ଅତ୍ୟନ୍ତ ଘନିଷ୍ଠ ଥିବା ବିଜୟ ମହାପାତ୍ର ଓ
Read More...

ରାଜ୍ୟବାସୀଙ୍କ ସାମ୍ନାରେ ନବୀନ ରଖିବେ ହିସାବ

ପ୍ରଥମ ଥର ପାଇଁ ମନ୍ତ୍ରୀ ପରିଷଦର ସିଧା ପ୍ରସାରଣ ହେବଏଥର ଲୋକ ତିଆରି କରିବେ ବିଜେଡିର ନିର୍ବାଚନ ଇସ୍ତାହାର ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କ ପୁଣି ଏକ ଚକମା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ମନ୍ତ୍ରୀ
Read More...

ମାଲକାନଗିରିରୁ ପ୍ରାର୍ଥୀ ହେବେ ମୁକୁନ୍ଦ!

ଭୁବନେଶ୍ୱର: ମାଲକାନଗିରିର ପୂର୍ବତନ ବିଧାୟକ ତଥା ବିଜେପି ନେତା ମୁକୁନ୍ଦ ସୋଡି ନିର୍ବାଚନ ପୂର୍ବରୁ ଘରକୁ ବାହୁଡିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ନିଜ ସମର୍ଥକଙ୍କ ସହିତ ସେ ବିଜେଡିରେ ସାମିଲ ହୋଇଥିଲେ । ମୁକୁନ୍ଦଙ୍କ ବିଜେଡି ଯୋଗଦାନକୁ
Read More...

ଆସ୍କା : ସିଦ୍ଧାନ୍ତଙ୍କୁ ଟକ୍କର ଦେବେ କି ଅନୀତା

ଭୁବନେଶ୍ୱର: ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ କିଏ? ବର୍ତମାନର ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ନା ନିକଟରେ ବିଜେଡିରେ ଯୋଗଦେଇଥିବା କଲ୍ୟାଣୀ ଦେବୀ? ଏହାକୁ ନେଇ ଦକ୍ଷିଣ ଓଡ଼ିଶାରେ ରାଜନୀତି ଜୋର ଧରିଛି । ଚର୍ଚ୍ଚା ଚାଲିଛି, ଚନ୍ଦ୍ରଶେଖରଙ୍କୁ
Read More...

ସମ୍ୱଲପୁରରେ ବିଜେଡିର ବଡ଼ ଖେଳ

ଭୁବନେଶ୍ୱର: ପୂର୍ବତନ ପୂର୍ତ ନଳିନୀ ପ୍ରଧାନ ଖୁବ୍‍ ଶୀଘ୍ର ବିଜେଡିରେ ଯୋଗଦେବେ । ବିଜେଡି ହାଇକମାଣ୍ଡ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ୱଲପୁର ଆସନରେ ପ୍ରାର୍ଥୀ ଏକପ୍ରକାର ସ୍ପଷ୍ଟ । କେବଳ ସେତିକି ନୁହେଁ,ଶ୍ରୀ ପ୍ରଧାନଙ୍କ ସହିତ ସମ୍ୱଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ
Read More...