ସଙ୍ଗୀତ ଜଗତର କିମ୍ବଦନ୍ତୀଙ୍କୁ ୯୨ ଛୁଇଁଲା
ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତ ଜଗତର କୋକିଳ କଣ୍ଠୀ ତଥା ସମସ୍ତଙ୍କ ପ୍ରିୟ ଲତା ମଙ୍ଗେସକର ଆଜି ୯୨ ବର୍ଷରେ ପାଦ ଦେଇଛନ୍ତି। ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ ଲତା। ବାପା ଦୀନନାଥ ମଙ୍ଗେସକର ଥିଲେ ତାଙ୍କ ସମୟରେ ଜଣେ ଜଣାଶୁଣା ଶାସ୍ତ୍ରୀୟ!-->…
Read More...
Read More...