ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାକିସ୍ତାନ ନାଁ ନ ନେଇ ଗର୍ଜିଲେ ମୋଦୀ

ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେଆଫଗାନ ମାଟି ଆତଙ୍କବାଦ ବିସ୍ତାର ପାଇଁ ବ୍ଯବହାର ହେବା ଉଚିତ୍ ନୁହେଁଭାରତକୁ ବିଶ୍ବର ସବୁଠାରୁ ବଡ ହାଇଡ୍ରୋଜେନ୍ ହବ୍ ନେଇ କାର୍ଯ୍ଯ ଚାଲିଛିନାଜାଲ୍ ଭ୍ଯାକସିନ୍ ନେଇ ଭାରତର ବୈଜ୍ଞାନିକ କାର୍ଯ୍ଯ କରୁଥିବା କହିଲେ ମୋଦୀଯେବେ ଭାରତ…
Read More...

ଆଶ୍ରିତଙ୍କ ପାଇଁ ବୁଲିଲେ ଧର୍ମେନ୍ଦ୍ର

ପିପିଲି ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ଆଶ୍ରି୍‌ତ ପଟ୍ଟନାୟକଙ୍କ ପାଇଁ କଲେ ନିର୍ବାଚନ ପ୍ରଚାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲିରେ ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ଆବାସ ଯୋଜନାରେ ଘର ସମେତ ଅଞ୍ଚଳ ବିକାଶମୂଳକ କାର୍ଯ୍ୟ ପାଇଁ ବିପୁଳ ଅର୍ଥ ଦେଇଛନ୍ତି…
Read More...

କିଏ ଏହି ମହିଳା ଅଫିସର? ଯିଏ ପାକିସ୍ତାନର ଖୋଲିଦେଲେ ପୋଲ୍‌

ଓ୍ବାସିଂଟନ୍: ସାରା ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନକୁ ଦେଲେ କଡ଼ା ଜବାବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ବର୍ଷିବା ସହ ପାକିସ୍ତାନର ମୁଖା ଖୋଲିଦେଲେ। ମିଳିତ ଜାତିସଂଘର ସଚିବ ସ୍ତରୀୟ ବୈଠକରେ ଭାରତରୁ ପ୍ରତିନିଧ୍ୱିତ୍ୱ କରୁଥିବା ୟଙ୍ଗ ଲେଡି ଅଫିସର ସ୍ନେହା ଦୁବେ…
Read More...

ମାଡିଆସୁଛି ବାତ୍ୟା, ଦକ୍ଷିଣ ଓଡ଼ିଶାକୁ ଅଧିକ ବିପଦ

ଭୁବନେଶ୍ବର: ମେ' ମାସରେ ଉତ୍ତର ଉପକୂଳରେ ଧ୍ବଂସର ତାଣ୍ଡବ ରଚନା କରିଥିଲା ଅତି ଭୀଷଣ ବାତ୍ୟା ୟାସ୍। ୪ମାସ ପରେ ପୁଣି ଗୋଟିଏ ବାତ୍ୟା ଭୟ ସୃଷ୍ଟି ହୋଇଛି। ବାତ୍ୟା ଆତଙ୍କରେ ରାଜ୍ୟବାସୀ ଏବେ ପୁିଣି ଆତଙ୍କିତ ହୋଇପଡିଛନ୍ତି। କାହିଁକି ନା ମାଡି ଆସୁଛି ବାତ୍ୟା ଗୁଲାବ୍। ବଙ୍ଗୋପସାଗରରେ…
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି; କଣ କହିଲେ?

ପୁରୀ: କଡା ସୁରକ୍ଷା ମଧ୍ୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନୂଥାଲପତି ଭେଙ୍କଟ ରମଣ। ନିଜ ପରିବାର ସହିତ ସକାଳ ୭ଟା ୫୦ମିନିଟରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସେବାୟତଙ୍କ ଗହଣରେ ପାରମ୍ପରିକ ପୋଷାକ ପରିଧାନ…
Read More...

ସାକ୍ଷାତ ବେଳେ କାହିଁକି ହସିଲେ ମୋଦୀ-ବାଇଡେନ?

ଓ୍ବାସିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରଙ୍ଗରେ ଆଲୋଚନା ବେଳେ ବେଶ ହାସ୍ୟରୋଳ ଦେଖିବାକୁ ମିଳିଥିଲା। ବାଇଡେନଙ୍କ ସହ ହୋଇଥିବା ଆଲୋଚନା ସମୟରେ ମୋଦୀ କିଛି ଏମିତି ନେଇ ଦେଇଥିଲେ,…
Read More...

କ୍ୱାଡ୍ ବୈଠକରେ ତାଲିବାନ ଚିନ୍ତା, ଚୀନ୍ କଥା ବି ଉଠିଲା

ଓ୍ବାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଥିବା ବେଳେ ଉଭୟ ଦେଶର ବନ୍ଧୁତା ସାରା ବିଶ୍ୱ ଦେଖୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ହ୍ୱାଇଟ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ବୈଠକରେ…
Read More...

ଅରିନ୍ଦମ! ଏମିତି କ’ଣ ଯିବାର ଥିଲା…

ଭୁବନେଶ୍ବର: ଆଉ କିଛି ସମୟ ପରେ ବାତ୍ୟା ସ୍ଥଳଭାଗ ଛୁଇଁବ..ଆପଣ ଦେଖୁଛନ୍ତି ପବନର ବେଗ କେମିତି ଧିରେ ଧିରେ ବଢିବାରେ ଲାଗିଲାଣି... ଆଉ ଶୁଣିବାକୁ ମିଳିବନି ଝଡ଼ ମୁହଁରୁ ଏସବୁ ସ୍ୱର। ଦେଖିବାକୁ ମିଳିବନି ବାତ୍ୟା ଓ ବନ୍ୟାର ଲାଇଭ ଚିତ୍ର। ପ୍ରଳୟର ପାଟି ପାଖରୁ ଲୋକଙ୍କୁ ଟିକିନିଖି ଖବର…
Read More...

ସେନସେକ୍ସରେ କମ୍ପନ: ୬୦ହଜାର ପଏଣ୍ଟ ଟପିଲା

ଅର୍ଥନୀତିକୁ ନେଇ ନିବେଶକ ଉତ୍ସାହିତ ମୁମ୍ବାଇ, ୨୪/୯: ଅର୍ଥନୀତିକୁ ନେଇ ନିବେଶକମାନଙ୍କ ମନରେ ଥିବା ଆଶଙ୍କା ଧୀରେ ଧୀରେ ଦୂର ହେବାରେ ଲାଗିଛି। କରୋନା ପ୍ରକୋପ କମିବା ସହିତ ଦେଶରେ ଟିକାକରଣ ଆଗକୁ ବଢ଼ୁଛି। ଏଥିସହିତ ଲକଡାଉନ୍ ଭଳି କଟକଣା ହଟିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ…
Read More...

ସୀମାରେ ଅପେକ୍ଷା କରିଛନ୍ତି ଆତଙ୍କୀ, ପଶିବେ!

ପାର୍ବଣରେ ଭାରତରେ ଅଘଟଣ ଘଟାଇବା ପାଇଁ ଯୋଜନା, ସତର୍କ କଲା ଗୁଇନ୍ଦା ଜମ୍ମୁ ଓ କାଶ୍ମୀର: ଭାରତ ଉପରେ ଆଫଗାନୀ ଆତଙ୍କୀ ବିପଦ। ପାର୍ବଣ ଋତୁ ପୂର୍ବରୁ ଭାରତରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ନେଇ ଯୋଜନା କରାଯାଉଛି। ଭାରତରେ ଅନୁପ୍ରବେଶ କରିପାରନ୍ତି ପାକ ସମର୍ଥିତ ୪୦ ଆଫଗାନି ଆତଙ୍କୀ।…
Read More...