ଖୋଲିଲା ମା’ ତାରିଣୀ ମନ୍ଦିର
ଖୋଲିଛି କେନ୍ଦୁଝରର ମା’ ତାରିଣୀ ମନ୍ଦିର । ଆଜିଠୁ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ । କଟକଣା ଅନୁଯାୟୀ ଭକ୍ତ ମାନେ ବ୍ୟାରିକେଡ ମଧ୍ୟରେ ମା’ଙ୍କୁ ଦର୍ଶନ କରିପାରିବେ । ଭୋଗ ଓ ଦୀପ ମନ୍ଦିର ଭିତରକୁ ନେଇପାରିବେନି । ସେହିପରି ମନ୍ଦିର ଭିତରକୁ ଏକାଥରକେ ୫ ଜଣରୁ ଅଧିକ ଭକ୍ତ ପ୍ରବେଶ!-->…
Read More...
Read More...