ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ମୋଦୀଙ୍କ ବିରୋଧରେ ଖେଳ ଆରମ୍ଭ: ନବୀନଙ୍କ ଉପରେ ନଜର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ବଡ଼ କଥାଟେ କହିଦେଲେ ମମତାନବୀନଙ୍କ ସହିତ ତାଙ୍କର ବନ୍ଧୁତା ରହିଛି, ଆଜି ନାହାନ୍ତି ଅର୍ଥ ନୁହେଁ ସେ ଆସିବେନିପୂରା ଦେଶରେ ଖେଳ ହେବ ବୋଲି ଦମ୍ଭୋକ୍ତି; କହିଲେ ସୋନିଆ ବି ଏୟା ଚାହାନ୍ତିସଂସଦରେ ପଡିଲା ଜୋରଦାର ପ୍ରଭାବ, ୧୬ ରାଜନୈତିକ ଦଳ
Read More...

ଘରେ ଛୋଟ ପିଲା ଅଛନ୍ତି କି? ନିଶ୍ଚିତ ମନେ ରଖନ୍ତୁ ଏହି ମନ୍ତ୍ର

ଷଷ୍ଠୀ ଦେବୀ ହିଁ ଛୋଟ ପିଲାମାନଙ୍କ ସୁରକ୍ଷାର ଅଧିଷ୍ଠାତ୍ରୀ ଅଟନ୍ତି ଗୌରବର୍ଣ୍ଣାଂଚ ତ୍ରିଭୁଜାଂ ନାନାଳଙ୍କାରଭୂଷିତାଂ।ସର୍ବଲକ୍ଷଣ ସମ୍ପର୍ଣ୍ଣାଂ ପୀନେ ନ୍ନତପୟୋାଧରାମ୍।।ଦିବ୍ୟବସ୍ତ୍ର ପରିଧାନାଂ ବାମକ୍ରୋଡେ ସପୁତ୍ରକାତ୍।ପ୍ରସନ୍ନବଦନାଂ ଷଷ୍ଠୀଂ ଜଗଦ୍ଧାତ୍ରୀଂ ସୁଖପ୍ରଦାମ୍।।
Read More...

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ତ୍ରିସ୍ତରୀୟ ପଂଚାୟତ ରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ଯଜେ୍ଞଶ୍ୱର ବାବୁ ଆବାହକ ଥିବା ବେଳେ ଉମା ବଲ୍ଲଭ ରଥ, ମନୋରଞ୍ଜନ
Read More...

‘ଗୋଟିଏ ଦେଶ, ଗୋଟିଏ ରେସନ’ରେ ଓଡ଼ିଶା ସାମିଲ

ସ୍ବାଭିମାନର ସହ ବଞ୍ଚିବା ସମସ୍ତଙ୍କର ଅଧିକାର ଓ ଗରିବ ଲୋକଙ୍କୁ ଏଥିରୁ କେହି ବଞ୍ଚିତ କରିପାରିବ ନାହିଁ: ନବୀନରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ ବୋଲି କହିଲେ ସରକାରମାଲକାନଗିରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ
Read More...

ବର୍ଷକୁ ୧୧ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି, ତଥାପି କେହି…

ଭୁବନେଶ୍ୱର: ହେପାଟାଇଟିସ୍‌-ବି ଏଚ୍‌ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁ ବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି। ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ତେବେ ଏହି ରୋଗର ଏକ ଭୟଙ୍କର ଦିଗ ହେଉଛି ବିଶ୍ୱରେ ୪୦ କୋଟି ଲୋକ
Read More...

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି

ଭୁବନେଶ୍ବର: ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଅଗଷ୍ଟ ୨ରୁ ୧୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ଯାଏ ହେବ ପ୍ରବେଶିକା ପରୀକ୍ଷା। ଅକ୍ଟୋବର ୧୨ରେ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ। ଅକ୍ଟୋବର
Read More...

ଡେଙ୍ଗୁ ମାତିଛି, ପ୍ରଶାସନ ଚେଇଁ ଶୋଇଛି?

() ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ସରକାର ଅକଳରେ ପଡିଛନ୍ତି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଏମସିର ବିଫଳତାକୁ ସାମ୍ନାକୁ ଆଣି କାଠଗଡାରେ ଠିଆ କରୁଥିବା ବେଳେ ୱାର୍ଡ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ମାମଲାକୁ ଆହୁରି ଜଟିଳ କରିଦେଇଛି ।
Read More...

ତଥାପି ମାଥି ବଦଳିଲେନି

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ ଅଫିସର ଅଶୋକ କୁମାର ମୀନାଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେଠାରେ ଥିବା ଦେଓରଂଜନ ସିଂ ଏବେ ଖଣି ବିଭାଗର ସଚିବ ହେବେ। ଦେଓରଂଜନ ଦୀର୍ଘ ୯ବର୍ଷ ଧରି
Read More...

କରୋନା କାଳରେ ରାଜଧାନୀରେ ବଢୁଛି କି କ୍ରାଇମ୍?

ଭୁବନେଶ୍ବର: ଆଜି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଝୁଲନ୍ତା ଅବସ୍ଥାରେ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ଅସ୍ପଷ୍ଟ ରହିଛି। ଦୁଇ ଦିନ ତଳେ ରାଜଧାନୀର ମୁଖ୍ୟ ଛକ କୁହାଯାଉଥିବା ଜନଗହଳି ପୂର୍ଣ୍ଣ ରାସ୍ତା
Read More...

ଧର୍ମେନ୍ଦ୍ର-ଅରୁଣ: ଏବେ ବନ୍ଧୁ ନା ବଇରି?

ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ସୌଜନ୍ୟତା ପ୍ରଦର୍ଶନ କରିନାହାନ୍ତିନୂଆ ଶିକ୍ଷା ନୀତିରେ କେବଳ ଅଡୁଆ, କେନ୍ଦ୍ର ନା ରାଜ୍ୟ, ରାସ୍ତା କିଏ କାଢିବ?ଉଚ୍ଚଶିକ୍ଷା ଚାବି କେନ୍ଦ୍ର ହାତରେ, ସମୀକରଣ ଠିକ୍ ନହେଲେ ଓଡ଼ିଶା ଫସିବନବକଳେବର ପାଇଁ ପାଣ୍ଠି କୁଆଡୁ ଆସିବ ଅରୁଣ ପଚାରୁନାହାନ୍ତି
Read More...