ପୁଣି ଉପରମୁହାଁ ହେଲା ସଂକ୍ରମଣ, ଡରାଇଲାଣି କରୋନା
ନୂଆଦିଲ୍ଲୀ: ୪ମାସ ପରେ ଗତକାଲି ଦେଶର ସଂକ୍ରମଣ ୩୦ ହଜାର ତଳକୁ ଖସିଥିଲା। ସମସ୍ତେ ଟିକେ ଆଶ୍ବସ୍ତ ହୋଇଥିଲେ। ଗୋଟିଏ ଝଟକାରେ ଏହା ଏତେ ଉପରକୁ ଉଠିଛି ଯେ ପୁଣି ଥରେ ସମଗ୍ର ଦେଶ କୋଭିଡ୍ ଚିନ୍ତାରେ ଥରି ଉଠିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ପ୍ରାୟ ୪୭!-->…
Read More...
Read More...